Monthly Archives

January 2021

ବଲାଙ୍ଗିର ଜିଲ୍ଲାରେ ଆଜି ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ଜିଲ୍ଳା ବେଲପଡା ବ୍ଲକ ବାହାବଲ ଗ୍ରା.ପ.ରୁ ଜଣେ ଓ ପାଟଣାଗଡ ବ୍ଲକ ଡଙ୍ଗାବାହାଲ ଗ୍ରା.ପ.ରୁ ଜଣେ ସଂକ୍ରମଣର ଶିକାର ହୋଇଛନ୍ତି ।
Read More...

ଟାର୍ଗେଟ ଆସୁନଥିବାରୁ ଟୋକନ ପାଇ ବି ଚାଷୀ ଧାନବିକ୍ରି କରିବା ପାଇଁ ହଟହଟା, ଖବରପାଇ ସିନ୍ଧେକେଲା ମଣ୍ଡି ପରିଦର୍ଶନ କଲେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପ୍ୟାକ୍ସ ଅଞ୍ଚଳରୁ ଚଳିତ ବର୍ଷ ଖରିଫ ଚାଷରେ ଅମଳ ହୋଇଥିବା ଧାନ ପ୍ୟାକ୍ସ ଜରିଆରେ ପାଖାପଖୀ ୩୧ ହଜାର କ୍ବିଣ୍ଟାଲ ଧାନ ବିକ୍ରୟପାଇଁ ଅନଲାଇନ ହୋଇଥିଲା । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ୧୩ ହଜାର
Read More...

୧୫ ତମ ଶେଖ ହାଇଦର ମେମୋରିଆଲ ବେଡମିଣ୍ଟବନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଆଗଲପୁରକୁ ହରାଇ ପଦ୍ମପୁରର ବାଜିମାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ୨ଦିନ ଧରି ୧୫ତମ ଶେଖ ହାଇଦର ମେମୋରିଆଲ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ହୋଇଥିଲା । ସହରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୫୦ଟି ଦଳକୁ ନେଇ ଖୁବ ରୋମାଂଚକ ଭାବେ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟେଜନ
Read More...

ରକ୍ତରଞ୍ଜିତ ହେଲା ଶୁଲିଆ ଖଳା : ବସିଲାନି ଦୋକାନ ବଜାର, କଟକଣାରେ ହେଲା ଯାତ୍ରା

ଦେଓଗାଁ, (ମନିଷ କୁମାର ସାହୁ) : ବହୁ ଚର୍ଚ୍ଚିତ ଶୁଲିଆ ଯାତ୍ରା ପୀଠ ଏଥର ବି ରକ୍ତରଞ୍ଜିତ ହୋଇଛି । ମଙ୍ଗଳବାର ବହୁ ସଂଖ୍ୟାରେ ବଳି ଦିଆଯାଇଛି । କୋଭିଡ ନିୟମ ମଧ୍ୟରେ ଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା । ସୋମବାର ରାତିରେ ପାରମ୍ପରିକ ନିଶିପୂଜା ପରେ ମଙ୍ଗଳବାର ଭୋର୍‌ରୁ ଖଇରଗୁଡ଼ା
Read More...

ଧୋନୀଙ୍କୁ ପଛରେ ପକାଇ ରେକର୍ଡ କଲେ ପନ୍ତ

ବ୍ରିସ୍‌ବେନ୍‌ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି । ତେବେ ରିଷଭ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ରିଷଭ ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭଲ ଖେଳିବା ସହ ଏକ ନୂଆ
Read More...

ପୁର୍ବତନ ଉପ-ବାଚସ୍ପତିଙ୍କ ଗାଁକୁ ଭଲ ରାସ୍ତାଟିଏ ନାହିଁ, ବିକାଶ ଯୋଜନାରୁ ଦୂରରେ ଡଙ୍ଗରମୁଣ୍ଡା ଗାଁ : ରାଜସ୍ୱ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଂଚାୟତ ଡଙ୍ଗରମୁଣ୍ଡା ଗ୍ରାମର ଅବହେଳିତ ଅବସ୍ଥା ସରକାରୀ ଯୋଜନାର ସଫଲତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାଁରେ ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ସମସ୍ୟାର
Read More...

ଭିଜିଲାନ୍ସ ଜାଲରେ ତହସିଲଦାର ଲକ୍ଷ୍ମଣ ଦଳେଇ, ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଧରିପଡିଛନ୍ତି । ତହସିଲଦାର ଜଣକ ଲାଞ୍ଚ ନେଉଥିବା ସମୟରେ ଧରାପଡିଛନ୍ତି । ଖବର ଅନୁଯାୟୀ, ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ିଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଟଙ୍କା ସହ
Read More...

ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ୫ ଯାତ୍ରୀ ଗୁରୁତର

ସୋର : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଛପୋଲିଆ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ୍‌ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣା ଫଳରେ ବସ୍‌ରେ ଥିବା ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଫଳରେ ବସ୍‌ରେ
Read More...

ଲଳିତ ଥିଲେ ସମାଜସେବୀ ତିଆରି କାରଖାନା : ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଆୟୋଜିତ ଏକ ଶୋକସଭାରେ ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସଂଘର ସଭାପତି ହେମନ୍ତ ପଣ୍ଡା ସ୍ୱର୍ଗତ ନାୟକଙ୍କ ସ୍ମତିଚାରଣ କରି ତାଙ୍କୁ ସମାଜସେବୀ ତିଆରି କାରଖାନା ଥିଲେ
Read More...

ଖଲାସି ସାହିରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ତରଫରୁ ଦୀର୍ଘ ମାସ ପରେ ଜବରଦଖଲ ଉଚ୍ଛେଦ ପୁଣି ଥରେ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ ସକାଳୁ ଖଲାସି ସାହିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସାହି ଛକରେ ଥିବା ତ୍ରିନାଥ ମନ୍ଦିର ଠାରୁ ଭଙ୍ଗା ଆରମ୍ଭ ହୋଇଥିଲା । ସାହି ଭିତରେ ଉଭୟ କଡ଼ରେ
Read More...