Monthly Archives

January 2021

ରାଜ୍ୟରେ ଆଜି ୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୫୪ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ନେତାଜୀଙ୍କ ଫଟୋରେ ଏହି ବ୍ୟାଙ୍କ୍‌ ଛାପିଥିଲା ୧ ଲକ୍ଷ ଟଙ୍କାର ନୋଟ୍‌

ନୂଆଦିଲ୍ଲୀ : ୧୮୯୭ ଜାନୁଆରୀ ୨୩ରେ ଓଡ଼ିଶାର କଟକ ଜିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କର ପାଠପଢ଼ାରେ ଯେତିକି ଆଗ୍ରହ ଥିଲା, ଦେଶର ସ୍ୱାଧୀନତା ପାଇଁ ଚାଲିଥିବା ଲଢ଼େଇରେ ସେ ଯୋଗଦାନ କରିବାକୁ ଚାହୁଁଥିଲେ । ଭାରତର ସ୍ୱାଧୀନତା
Read More...

ଆଜିଠୁ ପରେଡ୍ ରିହରସାଲ୍ : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି

ଭୁବନେଶ୍ୱର : ଆଉ ତିନି ଦିନ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଭୁବନେଶ୍ୱର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ ରିହରସାଲ୍ । ପରେଡ୍‌ ଅଭ୍ୟାସରେ ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ ଭାଗ ନେବେ । କେବଳ
Read More...

ସୁରକ୍ଷା ବ୍ୟବସ୍ଥା ଆହୁରି ଦୃଢ଼ ହେବ : ଚୀନ୍ ସୀମାରେ ଆଇଟିବିପିର ବେଦାଙ୍ଗର ଫରୱାର୍ଡ ପୋଷ୍ଟରେ ହେଲିପ୍ୟାଡ୍ ନିର୍ମାଣ…

ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମାରେ ଚୀନ୍‌ର ସକ୍ରିୟତା ବୃଦ୍ଧି ପାଇବା ପରେ ଭାରତ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଆରମ୍ଭ କରିଛି । ଆଇଟିବିପି ଚୀନ୍ ସୀମାରେ ଥିବା ବେଦାଙ୍ଗରେ ଏକ ହେଲିପ୍ୟାଡ୍ ନିର୍ମାଣ କରିବାକୁ ଯାଉଛି ଭାରତ । ହେଲିପ୍ୟାଡ୍ ନିର୍ମାଣ ହେବା ପରେ ଯବାନମାନେ ଖାଦ୍ୟ
Read More...

ଅମ୍ଳାନଙ୍କ ଅଭିନୀତ ରୋମିଓ ରାଜା କଟକ ବୃନ୍ଦାବନ ହଲରେ ମଧ୍ୟାହ୍ନରେ ପ୍ରିମିୟର ସୋ : ଦଶ ମାସର ବ୍ୟବଧାନ ପରେ ରିଲିଜ…

କଟକ : ଦଶ ମାସର ବ୍ୟବଧାନ ପରେ ରିଲିଜ ହେଉଛି ଓଡିଆ ଫିଲ୍ମ । ଆଜି ମୁକ୍ତିଲାଭ କରୁଛି ଅଭିନେତା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଫିଲ୍ମ ରୋମିଓ ରାଜା । ଏନବି ଏଟଟେଂନମେଂଟ ବ୍ୟାନରେ ତିଆରୀ ହୋଇଥିବା ଏହି ଫିଲ୍ମର ଆଜି ମଧ୍ୟାହ୍ନରେ କଟକ ବୃନ୍ଦାବନ ହଲରେ ପ୍ରିମିୟର ହେବ । ସେହିପରି ଅପରାହ୍ନ
Read More...

ପାକିସ୍ତାନକୁ ଲାଗିବ ବଡ ଝଟ୍‌କା : ସୀମାରେ ଘୂରିବ ଡ୍ରୋନ୍‌ କ୍ୟାମେରା

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ଭାରତରେ ଡ୍ରୋନ୍‌ ମାଧ୍ୟମରେ ଆକ୍ରମଣ ସହ ଯୁଦ୍ଧ ସରଞ୍ଜାମ ପଠାଇବାକୁ ଚାଲିଛି ପ୍ରସ୍ତୁତି । ଆଉ ପାକିସ୍ତାନର ଏହି ଡ୍ରୋନ ପ୍ରକ୍ରିୟାକୁ ନିଷ୍କ୍ରିୟ କରିବା ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ ଏବେ ସୀମାରେ ମୋବାଇଲ ହଣ୍ଟିଙ୍ଗ ଟିମ ମୁତୟନ କରିବାକୁ ଯୋଜନା
Read More...

ବସ ଚକ ତଳେ ଚାଲିଗଲା ଜୀବନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ବସରେ ଓହ୍ଲାଉ ଥିବା ବେଳେ ଗୋଡ ଖସି ପଡି ଯିବାରୁ ଜଣେ ଯାତ୍ରୀଙ୍କ ମୁଣ୍ଡ ଉପରେ ବସ୍ ଚକ ଚାଲି ଯିବାରୁ ଘଟଣା ସ୍ଥଳରେ ବ୍ୟକ୍ତିଜଣକ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ
Read More...

ଫିଲିପାଇନ୍ସରେ ଭୂକମ୍ପ : ୭ମୃତ, ଅନେକ ଆହତ

ମାନିଲା : ଗୁରୁବାର ରାତିରେ ଫିଲିପାଇନ୍ସର ଦକ୍ଷିଣାଞ୍ଚଳ ଡାଭାଓରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସମୂଦ୍ର ଭିତରେ ୯୫.୮ କିଲୋମିଟର ଗଭୀରରେ ଚିହ୍ନଟ ହୋଇଛି । ଏଥିରେ ୭ ଜଣ‌ଙ୍କ ମୃତ୍ୟୁ ହେବା ସହ
Read More...

ଜାତୀୟ ତୋଷାଳି ମେଳା-୨୦୨୧ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ତୋଷାଳି ମେଳା-୨୦୨୧ ଗତ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଜନତା ମଇଦାନରେ ଆୟୋଜିତ ଏହି ମେଳାର ଉଦଘାଟନ କାର୍ୟ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ
Read More...

ରାତିସାରା ଉଜାଗର ରହି ଥାନା ପରିସରରେ ବସିଲେ ବିଜେପି ନେତା

ସମ୍ୱଲପୁର, (କେପିଏନ୍‌ଏସ୍‌) : ଗତକାଲି ଚାଷୀ ଅଧିକାର ରାଲି ପରେ ବିଜେପି ନେତା ଓ କର୍ମୀ ସମ୍ୱଲପୁର ଆରସିଡି ଅଫିସ ଘେରାଉ କରିଥିଲା । ଏତିକି ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ବିଜେପିର ବହୁ ବରିଷ୍ଠ ନେତା ଓ ଶତାଧିକ କର୍ମୀ । ତେବେ ସେମାନ‌ଙ୍କୁ ପୋଲିସ ଗିରଫ କରିଥିଲା । ବିଜେପି
Read More...