Monthly Archives

January 2021

ଅଖିଳ ଭାରତୀୟ ଗୋଁଣ୍ତୱାନା ମହାସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମରେ ଅଖିଳ ଭାରତୀୟ ଗୋଁଣ୍ତୱାନା ମହାସଭା ଭାଗୀରଥି ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗୀର ଜିଲ୍ଲାର ଗୋଁଣ୍ତୱାନା ସମାଜର ସଭାପତି ଶ୍ୟାମ ସୁନ୍ଦର ଭୋଇ,
Read More...

ମୋ ସ୍କୁଲ ଅଭିଯାନରେ ଗ୍ରାମବାସୀଙ୍କ ଏକଲକ୍ଷ ଟଙ୍କା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ମାଣ୍ତିଆଢିପା ଗ୍ରାମପଞ୍ଚାୟତ ଚୁହାପାଲି ସେବାଶ୍ରୀ ଠାରେ ଆଜି ଶୁକ୍ରବାର ଦିନ ମୋ ସ୍କୁଲଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ : ସମସ୍ୟା ଗୁଡ଼ିକର ଯଥାଶୀଘ୍ର ସମାଧାନ ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍‌ ପରିସରରେ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ,
Read More...

ଧାନମଣ୍ଡିରୁ ଧାନ ଉଠିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡି ରହିଥିବା ବେଳେ ଚାଷୀ ଚିନ୍ତାରେ ଅଛନ୍ତି । ଚାଷୀ ମାନଙ୍କ ଧାନବିକ୍ରି ହୋଇପାରୁନଥିବାରୁ ମଣ୍ଡିରେ ଧାନ ପଡିରହିଛି । ମଣ୍ଡି ପରିଚାଳକ ଟୋକନ ସମସ୍ୟା ଓ ଟାର୍ଗେଟ
Read More...

ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପାଟନା : ଭଜନ ସମ୍ରାଟ ଭାବେ ପରିଚିତ ହିନ୍ଦୀ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ ଘଟିଛି । ଶୁକ୍ରବାର ଅପରାହ୍ନରେ ଚଞ୍ଚଲ ବିହାର ସ୍ଥିତ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ନରେନ୍ଦ୍ର ଦୁନିଆକୁ
Read More...

କୃଷକ ଜିଦ୍‌ରେ ଅଟଳ : ୫ ଘଣ୍ଟା ବୈଠକରେ କେବଳ ୩୦ ମିନିଟ୍ କଥାବାର୍ତ୍ତା

ନୂଆଦିଲ୍ଲୀ : କୃଷକ ଏବଂ ସରକାରଙ୍କ ମଧ୍ୟରେ ଏକାଦଶ ରାଉଣ୍ଡ ଆଲୋଚନା ଆଜି ଶେଷ ହୋଇଛି । ଆଜି ଏକାଦଶ ରାଉଣ୍ଡ ଆଲୋଚନାରେ ମଧ୍ୟ କୌଣସି ନିଷ୍‌ଷ୍ପତ୍‌ତ୍ତି ଆସିନାହିିଁ । ବୈଠକରୁ ବାହାରିବା ପରେ କୃଷକମାନେ କହିଛନ୍ତି ଯେ, ଆଜି ବୈଠକରେ ମାତ୍ର ୩୦ ମିନିଟ୍ ଆଲୋଚନା ହୋଇଛି । ଏଥି ସହ କୃଷି
Read More...

କଂଟାବାଂଜି ତହସିଲ ଅଫିସ ସମ୍ମୁଖରେ କନ୍ଧ ସମାଜର ଦିନିକିଆ ଅନଶନ

ଆଦିବାସୀ ଜମିକୁ ଅଣଆଦିବାସୀମାନଙ୍କ ଜବର ଦଖଲ ଉଚ୍ଛେଦ ଦାବୀ କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ତୁରେକେଲା ଶାଖାଦ୍ୱାରା ଶୁକ୍ରବାର ସକାଳୁ ୧୧ଟାରୁ କଂଟାବାଂଜି ତହସିଲି ଅଫିସ ସମ୍ମୁଖରେ ଦିନିକିଆ ଧାରଣା ଦିଆଯାଇଛି । ଏହି ଧାରଣାରେ ବସିଥିବା
Read More...

ସ୍ୱୟଂ ପ୍ରଭାସ ଓ ପ୍ରକୃତିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡ଼ିଓ ‘ବେଓ୍ୱଜା ଇସ୍କ’ର ରିଲିଜ

ଭୁବନେଶ୍ୱର : ସ୍ୱୟଂ ପ୍ରଭାସ ଓ ପ୍ରକୃତିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡ଼ିଓ 'ବେଓ୍ୱଜା ଇସ୍କ'ର କିଲିଜ ହୋଇଛି । ନିଜକୁ ସେଲିବ୍ରିଟି ଭାବରେ ଗଢି ତୋଳିଛନ୍ତି ଯୁବ ଗାୟକ ସ୍ୱୟଂ ପ୍ରଭାସ ପାଢୀ । ତାଙ୍କ ସଙ୍ଗୀତ ସମସ୍ତଙ୍କୁ ମୁଗ୍ଧ କରିଛି । ଗତ ୨୦୨୦ରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ
Read More...

କାଲିମେଳାରୁ ମାଓବାଦୀଙ୍କ ଠାରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି : ମାଲକାନଗିରି କାଲିମେଳା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ମାଓବାଦୀଙ୍କ ବଡଧରଣର ଷଡ଼ଯନ୍ତ୍ର ପଣ୍ଡ । ମାରିଗେଟା ଅଞ୍ଚଳରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । କାଲିମେଳା ଅଞ୍ଚଳରେ ମାରିଗେଟାରେ ଥିବା ୭୬ ବିଏସ୍‌ଏଫ୍‌ ବାଟାଲିଆନର
Read More...

ବିସ୍ଥାପିତଙ୍କୁ ମିଳି ନାହିଁ ବାସସ୍ଥାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୦୧୭ରେ ଟିଟିଲାଗଡ ସହର ମଧ୍ୟରେ ଥିବା ମହାରାଜ ସାଗରର ଉନ୍ନତିକରଣ କାମ ଆରମ୍ଭ ହୋଇଥିଲା । ମହାରାଜ ସାଗରର ଉନ୍ନତିକରଣ ପାଇଁ ସାଗର ହୁଡ଼ାରେ ଘର କରି ରହୁଥିବା ପରିବାର ମାନଙ୍କୁ ବାସଗୃହ ନିର୍ମାଣ ପାଇଁ ଜମି ଓ ପଟ୍ଟା ଦିଆଯିବ ବୋଲି କହି ବିସ୍ଥାପିତ
Read More...