ଜାତୀୟ ବାଳିକା ଦିବସ ଅବସରରେ ଘାସିରାମ ପଣ୍ଡା ସମ୍ବର୍ଦ୍ଧିତ
ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଠାରେ ଜାତୀୟ ବାଳିକା ଦିବସ ପାଳନ ଅବସରରେ ଶିଶୁ ଅଧିକାର କର୍ମୀ ଘାସିରାମ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରୁଗୁଡିପାଲିକୁ ରାଜ୍ୟର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ପରିଚିତ କରେଇବାରେ ତାଙ୍କର ଅବଦାନ!-->…
Read More...
Read More...