Monthly Archives

January 2021

ପୁଣି ତେଜିଲା ମାକଡଚୁଆଁ ପ୍ରସଙ୍ଗ : ମନ୍ତ୍ରୀଙ୍କୁ ଦାବୀପତ୍ର ଦେଲେ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାକଡଚୁଆଁ ଆଦିବାସୀ ଯୁବକଙ୍କୁ ଆକ୍ରମଣ ପ୍ରସଙ୍ଗ ପୁଣି ଜୋର ଧରିଛି । ଏହି ଘଟଣାରେ ପିଡିତ ମିର୍ଧା ପରିବାର ଓ ଗ୍ରାମବାସୀ ସ୍ଥାନୀୟ ଆଜି ସାର୍କିଟ ହାଉସ ଠାରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିିର ଦାଶଙ୍କୁ ଦେଖା କରି ଏକ ଦାବୀପତ୍ର ପ୍ରଦାନ
Read More...

ପାଇକମାଲ ବିଜୁ ଜନତା ଦଳ ତରଫରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିଜୁ ଜନତା ଦଳ ତରଫରୁ ୭୨ତମ ସାଧାରଣତନ୍ତ୍ର ଦିବସ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ନେତୃତ୍ୱରେ ପତାକା ଉତ୍ତୋଳନନ ହୋଇଯାଇଛି । ସହିଦ ଯବାନ ସହିଦ ସ୍ଵାଧୀନତା ସଂଗ୍ରାମୀ ଓ ଗଣତନ୍ତ୍ରର ପ୍ରତିଷ୍ଠାତାଙ୍କୁ
Read More...

ଓଡ଼ିଶାରୁ ୨ ବରିଷ୍ଠ ପୁଲିସ୍‍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍‍ ପଦକ ପାଇବେ

ନୂଆଦି‌ଲ୍ଲୀ : ଏ ବର୍ଷ ଓଡ଼ିଶାରୁ ୨ ଜଣ ବରିଷ୍ଠ ପୁଲିସ୍‍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍‍ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଏବଂ ବି.ପି.ଏସ୍‍.ପି.ଏ. ଡେପୁଟୀ ସୁବେଦାର ବୁଦ୍ଧ ବାହାଦୁର ଥାପ୍ପା ଏହି ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିଭଳି
Read More...

ଟ୍ରାକ୍ଟର ପରେଡ : ବ୍ୟାରିକେଡ ଭାଙ୍ଗି କୃଷକମାନେ ଦିଲ୍ଲୀରେ ପ୍ରବେଶ କଲେ, ଲୁହବୁହା ଗ୍ୟାସ ଛାଡିଲା ପୋଲିସ

ନୂଆଦି‌ଲ୍ଲୀ : ନାଙ୍ଗଲୋଇରେ ପ୍ରାୟ ଏକ ଘଣ୍ଟା ଧରି ଚାଷୀମାନେ ଅପେକ୍ଷା କରିଥିଲେ ଯେ ପୋଲିସ ସେମାନଙ୍କୁ ଦିଲ୍ଲୀ ଆଡକୁ ବଢ଼ିବାକୁ ରାସ୍ତା ଦେବ । କିନ୍ତୁ ସେମାନଙ୍କୁ ରାଲିର ନିର୍ଦ୍ଦିଷ୍ଟ ମାର୍ଗରେ ଅଗ୍ରଗତି କରିବାକୁ ପଡ଼ିବ ବୋଲି ପୋଲିସ କହିଛି । ନାଙ୍ଗଲୋଇରୁ ଚାଷୀଙ୍କୁ ଡାହାଣକୁ
Read More...

ଶ୍ରୀ ବଙ୍କଟ ରମଣ ଦାସ୍ ତ୍ୟାଗୀ ମହାରାଜଙ୍କର ସପ୍ତବିଂଶ ବାର୍ଷିକ ମହୋତ୍ସବ ଅନୁଷ୍ଠିତ : କେଶରୀୟା ହିନ୍ଦୁ ବାହିନୀର…

ଲୋଇସିଂହା, ( କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବାବା ମଠ ଠାରେ ଶ୍ରୀ ବଙ୍କଟ ରମଣ ଦାସ୍ ତ୍ୟାଗୀ ମହାରାଜଙ୍କର ସପ୍ତବିଂଶ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀର ବରିଷ୍ଠ କାର୍ୟ୍ୟକର୍ତ୍ତାମାନଙ୍କ ସହିତ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ
Read More...

ବିଜେଡ଼ି କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି । ଆଜି ସକାଳ ୮ଟା ୧୫ ମିନିଟରେ ଭୁବନେଶ୍ୱର ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ପତାକା ଉତ୍ତୋଳନ କରିଛନ୍ତି । ଏଥିରେ ବିଜେଡିର ସଞ୍ଜୟ ଦାସ ବର୍ମା, ଦୁର୍ଗା ସାମନ୍ତରାୟ,
Read More...

ରାୟଗଡାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ : ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଲେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ

ରାୟଗଡା, (କେପିଏନ୍‌ଏସ୍‌) : ରାୟଗଡାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ
Read More...

ସାଇଟ୍‌ କଲେଜରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସାଇଟ ସଦାଇପାଲି ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି ସମସ୍ତଙ୍କର ଶୁଭ କାମନା କରିଥିଲେ । ଡିପ୍ଲୋମା ଇଞିନିଅରିଂ, ସାଇଟ ନର୍ସିଂ, ସୁଶ୍ରୀ
Read More...

ଜେ.ଏସ୍. ମ୍ୟୁଜିକ୍ ଦ୍ଵାରା ମୁକ୍ତିଲାଭ କଲା ସମଲପୁରୀ ଦେଶାତ୍ମବୋଧକ ଗୀତ ‘ଫେର୍ ଘାଏ ହେଉ ଜନମ’

ବଲାଙ୍ଗୀର, (କେପିଏନ୍‌ଏସ୍‌) : ଜେ.ଏସ୍ ମ୍ୟୁଜିକ୍ ଦ୍ଵାରା ଏକ ସୁନ୍ଦର ସମଲପୁରୀ ଦେଶାତ୍ମବୋଧକ ଗୀତ 'ଫେର୍ ଘାଏ ହେଉ ଜନମ' ଜାନୁଆରୀ ୨୬ ରେ ଇତି ମଧ୍ୟରେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ ହୋଇଯାଇଛି । ଏହି ଗୀତଟି ଖଣତାର ବୀର ଶହୀଦ ରଞ୍ଜନ ଦାସକୁ ସମର୍ପିତ କରାଯାଇଛି ।
Read More...

ରାଜ୍ୟରେ ଆଜି ୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୯୯ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...