Monthly Archives

January 2021

ହୁ ହୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ

ରାୟଗଡା : ହୁ ହୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଟ୍ରକଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡାକୁ ଆସୁଥିବା ବେଳେ ପ୍ରତାପପୁର ନିକଟରେ ଆଜି ସକାଳେ ଟ୍ରକଟିରେ ନିଆଁ ଲାଗି ଯାଇଥିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ
Read More...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହେଉଛି । ଶୁଭେନ୍ଦୁଙ୍କ ଖଣ୍ଡଗିରି ହାଉସିଂବୋର୍ଡ କଲୋନୀ ସ୍ଥିତ ଘର, କାକଟପୁର ଶ୍ରୀଚନ୍ଦନପୁର
Read More...

ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ

ପୁରୀ : ଶିକ୍ଷା ଆଗରେ ମୁଣ୍ଡ ନୁଆଁଇଛି ଦାରିଦ୍ର୍ୟତା । ନିଜର ହଷ୍ଟେଲ ଫିସ୍ ଦେଇ ନପାରି ଡିପ୍ଲୋମା ସାର୍ଟିଫିକେଟ୍ ଲାଗି ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଗୋରଡ଼ାପିଡି ଗାଁରେ ଦେଖିବାକୁ ମିଳଛି ଏଭଳି ଦୃଶ୍ୟ । ଯୁବତୀ
Read More...

ଓଡିଆ ବୋହୂ ହେଲେ ମିସେସ୍‌ ଇଣ୍ଡିଆ

ଭୁବନେଶ୍ୱର : ପୁଣି ଚମକିଲେ ଓଡିଆ ବୋହୂ । ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ହୋଇଛନ୍ତି ଚଳିତ ବର୍ଷର ମିସେସ୍‌ ଇଣ୍ଡିଆ । ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ନବଦୀପ । ବିବାହ ପରେ ବି
Read More...

ଦିଲ୍ଲୀ-ଏନସିଆରର ଅନେକ କ୍ଷେତ୍ରରେ ଆଜି ମଧ୍ୟ ଇଣ୍ଟରନେଟ୍ ବନ୍ଦ, ଘରୁ କାମ ଏବଂ ଅନଲାଇନ୍ କ୍ଲାସ୍ ପ୍ରଭାବିତ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଇଣ୍ଟରନେଟ୍ ସେବା ବନ୍ଦ ହେବା ଦ୍ୱାରା କୋଟି କୋଟି ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ମଙ୍ଗଳବାର ଦିନ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ମୋବାଇଲ୍-ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛି । କୃଷକଙ୍କ ଟ୍ରାକ୍ଟର ରାଲିରେ ଉତ୍ତେଜନା ପରେ ଗୃହ
Read More...

ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ସମାରୋହ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ୭୨ତମ ସାଧାରଣ ତନ୍ତ୍ର ଦିବସ କରୋନା ନୀତି ନିୟମ ଅନୁଯାୟୀ ପାଳିତ ହୋଇ ଯାଇଛି । କଣ୍ଟାବାଞ୍ଜୀ ନିର୍ବାଚନୀ ମଣ୍ଡଳୀର ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ଆସ୍ଥା ଫାଉଣ୍ଡେସନ ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ସମାଜରେ ସମାଜସେବାରେ ନିଜକୁ ନିୟୋଜିତ କରିଥିବା କିଛି ଅଗ୍ରଣୀ ସମାଜ ସେବା ସଂସ୍ଥା ଏବଂ ବ୍ୟକ୍ତିଙ୍କୁ ଏକ ପ୍ରୋତ୍ସାନ ଏବଂ ମନୋବଳ ବଢ଼େଇ ଏକ ନୂଆ ରୂପରେ ଆସ୍ଥା ଫାଉଣ୍ଡେସନ୍ ନିଜର ବାର୍ଷିକ ଉତ୍ସବରେ 'ଆସ୍ଥା ସେବା ସମ୍ମାନ ୨୦୨୧'
Read More...

ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନୋଡ଼ସ୍ ବ୍ଲଗ୍ ପରିବାର ତରଫରୁ ରାଜ୍ୟ ସ୍ତରୀୟ ଅନ୍ ଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନୋଡ଼ସ୍ ବ୍ଲଗ୍ ପରିବାର ତରଫରୁ ଏକ ରାଜ୍ୟ ସ୍ତରୀୟ ଅନ୍ ଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା । ଯାହାର ଶୀର୍ଷକ ଥିଲା ନୋଡସ୍ ବ୍ଲଗ୍ ସାହିତ୍ୟିକ କ୍ଷେତ୍ରରେ ଏକ ପୃଷ୍ଠଭୂମି
Read More...

ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ଲାଲକି‌ଲ୍ଲା ଅନ୍ଧକାରରେ ବୁଡିଗଲା : ପୋଲିସ ବିଦ୍ୟୁତ କାଟ୍‌ କଲା

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ କିସାନ ପରେଡରେ ଦିଲ୍ଲୀରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ରାଜଧାନୀ ଦିଲ୍ଲୀରେ ପାରାମିଲିଟାରୀ ଫୋର୍ସର ୧୫ ଟି ‌ପ୍ଲାଟୁନ୍‌ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାମରିକ
Read More...

ଆମ୍ବଗାଁରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ବିଜୁ ପଟ୍ଟନାୟକ ଖେଳ ପଡିଆ ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ କରୋନା କଟକଣା ଯୋଗୁଁ କୋଭିଡ଼ ନିର୍ଦ୍ଦେଶାବଳୀ ଅନୁସାରେ ପାଳନ କରାଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...