Monthly Archives

January 2021

ପୋଲିସ ହାତରେ ଧରାପଡ଼ିଲେ ନିଶା ବେପାରୀ : ୫୪୪୦ ବୋତଲ ବେଆଇନ କଫ୍‌ ସିରପ୍‌ ଜବତ୍‌, ୨ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ପୋଲିସ ହାତରେ ଧରାପଡ଼ିଛନ୍ତି ନିଶା ବେପାରୀ । ୫୪୪୦ ବୋତଲ ବେଆଇନ କଫ୍‌ ସିରପ୍‌ ବଲାଙ୍ଗିର ସଦର ପୋଲିସ ଜବତ୍‌ କରିଥିବା ବେଳେ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ଦିନ ଦ୍ୱିପହରରେ
Read More...

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟ ମୃତ

ଜୟପୁର : ରାଜସ୍ଥାନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜୟପୁର-କୋଟା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ତୀବ୍ର ଗତିରେ ଆସୁଥିବା ଗୋଟିଏ ଟ୍ରକ ଆଗରେ ଯାଉଥିବା ଏକ
Read More...

ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଦାବୀ : ମହିଳାଙ୍କ ମଦ ବିରୋଧୀ ଅଭିଯାନ

ବାଲେଶ୍ୱର : ଜିଲ୍ଲା ଖଇରା ବ୍ଲକ ବରଦା ପଂଚାୟତର ବିଷ୍ଣୁପୁରୁ ଗାଁର ମହିଳାମାନଙ୍କ ଦ୍ଵାରା ମଦ ବିରୋଧୀ ଅଭିଯାନ । ବରଦା ପଂଚାୟତରେ ଥିବା ୨୪ ଗୋଟି ସ୍ୱୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳାମାନେ ବିଷ୍ଣୁପୁରୁ ସ୍କୁଲ ଛକଠାରୁ ଏକ ରାଲିରେ ବାହାରି ଗାଁ ପରିକ୍ରମା କରିବା ସହିତ ମଦ ବିକ୍ରି
Read More...

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜ୍ୟୁସେପ କୋଣ୍ଟେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜ୍ୟୁସେପ କୋଣ୍ଟେ। ସେ ଗତକାଲି ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ, ଗତ କିଛିଦିନ ତଳେ କୋଣ୍ଟେଙ୍କ ବିରୋଧରେ ସଂସଦରେ ଆସ୍ଥା ଜିତିବାକୁ ପ୍ରସ୍ତାବ ଆସିଥିଲା । ସେ ସଂସଦରେ ଆସ୍ଥା ଭୋଟ ଜିତିଥିଲେ । ଏହାସହ ସରକାର
Read More...

କଟକ କଲେଜ ଛକରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ

କଟକ : କଟକ କଲେଜଛକରେ ଦୋକାନ ତଥା ବସ୍ତି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ବିଶେଷତଃ କଲେଜ ଛକ ସି.ଡି.ଏ ମାର୍କେଟ କମ୍ପ୍ଲେକ୍ସ ଠାରୁ ମାଲଗୋଦାମ ଥାନା ପର୍ୟ୍ୟନ୍ତ ମହାନଗର ନିଗର ଏବଂ ଏନ୍ଫୋର୍ସମେଣ୍ଟ ସ୍କୱାଡରର ମିଳିତ ଚଢ଼ାଉରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଆଜି ସକାଳୁ
Read More...

ରାଜ୍ୟରେ ଆଜି ୧୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୩୮ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ବାଘଝରନ ଗ୍ରାମରେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଘଝରଣ ଆଜି ଜାନୁୟାରୀ ୨୬ ର ସ୍ୱାଧୀନତା ଦିବସ ଅବସରରେ ବାଘଝରଣର ଆମ୍ବେଦକର ଯୁବକ ସଙ୍ଘ ଓ ଲକ୍ଷେ ଘର ଗଣ୍ଡା ସମାଜର ଅନୁକୁଲ୍ୟରେ ଆମ୍ବେଦକର ମୂର୍ତ୍ତି ସ୍ଥାପନ କରାଗଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତରଣୀ ସୁନା
Read More...

ବୃକ୍ଷରୋପଣ ଘେରାବନ୍ଦୀ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାଇ ସନ୍ତୋଷ କୁମାରଙ୍କ ତତ୍ୱାବଧାନରେ ଛିନ୍ଦେଇକେଲା ଗ୍ରାମରେ ଶ୍ରୀ ସାଇ ଧ୍ୟାନ ବୃକ୍ଷ ବିଧି ବିଧାନ ପୂର୍ବକ ରୋପଣ ଓ ଘେରାବନ୍ଦୀ କାର୍ଯ୍ୟ ସମାହିତ ହୋଇଯାଇଛି । ଏତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ରୋପିତ ଶ୍ରୀ ସାଇ ଧ୍ୟାନ ବୃକ୍ଷ ଉନ୍ନତ
Read More...

ଲଳିତ ନାୟକଙ୍କ ଦଶାହ କାର୍ଯ୍ୟ ଉପଲକ୍ଷେ ଶୋଭାଯାତ୍ରା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଲଳିତ ନାୟକଙ୍କ ଦଶାହ କାର୍ଯ୍ୟ ଉପଲକ୍ଷେ ନଟରାଜ କଳା ପରିଷଦ ଓ ଲାଇଟ ସଙ୍ଘର ଏକ ଶୋଭାଯାତ୍ରା ତାଙ୍କ ବାସଭବନରୁ ବାହାରି ଭାଗରଥି ଛକ, ବିକ୍ରମ୍ ଛକ, ସମଲେଶ୍ଵରୀ ମନ୍ଦିର, ପାଟେନେଶ୍ୱରୀ ମନ୍ଦିର, ସରକାରୀ ବସଷ୍ଟାଣ୍ଡ ଦେଇ ଶ୍ରମିକ ମଙ୍ଗଳ ଅଫିସ୍ ଯାଏଁ
Read More...

ମହାପ୍ରୟାଣ ଗାଡ଼ି ଶବକୁ ନନେବାରୁ ମେଡିକାଲରୁ କାନ୍ଧରେ ବୋହିଲେ ସ୍ଥାନୀୟ ଯୁବକ

କେନ୍ଦ୍ରାପଡ଼ା: ଶବକୁ ନେଲାନି ମହାପ୍ରୟାଣ ଗାଡ଼ି । ଶେଷରେ ମେଡିକାଲରୁ କାନ୍ଧରେ ବୁହାଗଲା ମୃତଦେହ । ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡ଼ି ୮୦୦ ଟଙ୍କା ମାଗିବାରୁ ମୃତଦେହ ୪ ଘଣ୍ଟା ପଡି ରହିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଥିବା ଏପରି ଏକ ଘଟଣା
Read More...