Daily Archives

ମିଛ ଜାତିଗତ ପ୍ରମାଣ ପତ୍ର ଦେଇ ବହିଷ୍କୃତ ହେଲେ ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା

ମାଲାକାନଗିରି : ମିଛ ଜାତିଗତ ପ୍ରମାଣ ପତ୍ର ଦେଇ ଦୀର୍ଘ ୨୪ ବର୍ଷ ଧରି ଚାକିରି କରୁଥିଲେ ମାଲାକାନଗିରି ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା । ତେବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ନିକଟରେ ଅଭିଯୋଗ ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା ।
Read More...

କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଜଣ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ପୋଲିସ ସହାୟତାରେ ଗତରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି । ଗତ ୨୮ ତାରିଖରେ ବୁଗୁଡ଼ା ରେଞ୍ଜ
Read More...

ରାଜ୍ୟରେ ଆଜି ୧୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୧୪ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଧାମରା କଇଥଖୋଲା ବଜାରରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ । ତେବେ ଏହି ଚଢାଉରେ ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା କଇଥଖୋଲା ବଜାରରେ ଥିବା ଖଲିଲ ଅଲ୍ଲି ଖାଁକ କାଠ ଦୋକାନରେ ବିପୁଳ
Read More...

ଚୋରାଚାଲଣ ବେଳେ ଗଜପତିରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ପୋଲିସ

ଗଜପତି : କମ୍ବଳ ବୋଝେଇ ଗାଡ଼ିରେ ଜବତ ହେଲା ଗଂଜେଇ । ଚୋରା ଚାଲଣ ବେଳେ ଗଜପତି ଜିଲ୍ଲାରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ଅଡ଼ବା ପୋଲିସ । ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ କରୁଥିବା ବେଳେ ୨ଟି ବୋଲେରୋ ମିନି ଟ୍ରକକୁ ଅଟକାଇ ଯାଂଚ କରିଥିଲା ପୋଲିସ । ଗାଡ଼ିରୁ ଶୀତ
Read More...

ଆଜି ପୋଲିଓ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ୩୧ ଜାନୁୟାରୀ ଅର୍ଥାତ ପୋଲିଓ ଦିବସ ଉପଲକ୍ଷେ ସନ୍ତାନର ସୁରକ୍ଷା ପାଇଁ ଆଗରୁ ଯେତେଥର ପୋଲିଓ ବୁନ୍ଦା ଖାଇଥିଲେ ମଧ୍ୟ ଏଥର ନିଶ୍ଚୟ ଖୁଆନ୍ତୁ । ଅଧିକ ଜାଣିବାପାଇଁ ସ୍ବାସ୍ଥ୍ୟକର୍ମୀ, ଆଶା କିମ୍ବା ଅଙ୍ଗନୱାଡ଼ି କର୍ମୀଙ୍କୁ ଯୋଗାଯୋଗ କରନ୍ତୁ । ରାଜ୍ୟ
Read More...

ତରଭା ବ୍ଳକ ଅ‌ଞ୍ଚଳରେ ଦୀର୍ଘ ୧୮ ଦିନ ହେଲା କୋରୋନା ଚିହ୍ନଟ ହୋଇନାହାନ୍ତି

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ଦୀର୍ଘ ୧୮ ଦିନ ହେଲା କୋରୋନା ଚିହ୍ନଟ ହୋଇନାହାନ୍ତି । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା. ଦିଲ୍ଲୀପ କୁମାର ପଣ୍ଡା । ବ୍ଲକ ପ୍ରଶାସନ ଗାଁ ଗାଁ ବୁଲି କୋରୋନାର ସତର୍କ ସୂଚନା ଦେଉଥିବାର ସୂଚନା
Read More...

ଏଥର ହାଉସଫୁଲ୍ ହେବ ସିନେମା ହଲ୍ : ମିଳିଲା ଗ୍ରୀନ ସିଗନାଲ

ମୁମ୍ବାଇ : ଏଣିକି ହାଉସଫୁଲ ହେବ ସିନେମା ହଲ୍ । ଫେବ୍ରୁଆରୀ ୧ରୁ ଅର୍ଥାତ ଆସନ୍ତାକାଲିଠାରୁ ଶତ ପ୍ରତିଶତ ଦର୍ଶକରେ ଚାଲିବ ଫିଲ୍ମ ହଲ୍ । ଏନେଇ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁମତି ମିଳିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ
Read More...

ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୪ତମ ସ୍ୱନକ୍ଷତ୍ର ଦିବସ ପାଳିତ : ବର୍ଷିୟାନ ଚିକିତ୍ସକ ପ୍ରଫେସର ଡ଼ା. ପି.ସି.…

ବ୍ରହ୍ମପୁର, (କେପିଏନଏସ୍‌) : ଆମ୍ବପୁଆସ୍ଥିତ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୪ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଭାରତ ବର୍ଷର ସ୍ୱନାମଧନ୍ୟ ସମାଜସେବୀ ଏ.ଭି. ସ୍ୱାମୀ ସ୍ମାରକୀ ପୁରସ୍କାର ଅûନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବରିଷ୍ଠ ଚିକିତ୍ସକ ପ୍ରଫେସର ଡ଼ା. ପି.ସି ସାହୁଙ୍କୁ ପ୍ରଦାନ
Read More...

ପୁଲିସର ରାତିଅଧିଆ ଚଢ଼ଉ : ୫ ଅଟକ

ଭୁବନେଶ୍ୱର : ବସ୍ତି ଅଞ୍ଚଳକୁ ଅପରାଧୀମୁକ୍ତ କରିବା ଲାଗି କମିସନରେଟ ପୁଲିସ ଆରମ୍ଭ କରିଛି ବସ୍ତି ଅଭିଯାନ । ବସ୍ତିବାସିନ୍ଦା ଏବଂ ସ୍ଥାନୀୟ ପୁଲିସ ମଧ୍ୟରେ ସୁସମ୍ପର୍କ ଗଢିବା ପାଇଁ ଏକ ନୂଆ ଅଭିଯାନ ଆରମ୍ଭ ହୋଇଥିଲେ ହେଁ ଅପରାଧିଙ୍କ କାର୍ଯ୍ୟକଳାପ ପୁଲିସର ନିଦ ହଜାଇ ଦେଇଛି । ଅପରାଧୀଙ୍କୁ
Read More...