Daily Archives

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ତିନି ବଖରା ଘର

ଢ଼େଙ୍କାନାଳ : ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ତିନି ବଖରା ଘର । ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପାଞ୍ଚଟି ଗୋରୁ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି
Read More...

ଗଣପତ ଫିଲ୍ମରେ ଅଭିନୟ କରିବେ ଟାଇଗର ଶ୍ରଫ

ମୁମ୍ବାଇ : ବିକାଶ ବେହଲଙ୍କ ଗଣପତ ଆକ୍ସନ ଫିଲ୍ମରେ ଟାଇଗର ଶ୍ରଫ ଅଭନିୟ କରିବେ । ଫେବୃୟାରୀରୁ ଏହାର ଶୁଟିଂ ଆରମ୍ଭ ହେବ । ତେବେ ଲହତ ଫିଲ୍ମ ପାଇଁ ଅବଶ୍ୟ ହିରୋଇନ ଚୂଡାନ୍ତ ହୋଇ ନାହିଁ । ୪ ଦିନ ପୂର୍ବେ ଏ ନେଇ ଟାଇଗର ଅୟୋଜିତ ଟ୍ରାଏଲ ସେଶନରେ ଯୋଗ ଦେଇଥିଲେ । ସେହିପରି ବିକାଶ ତାଙ୍କର
Read More...

ଆଇପିଏଲ୍‌ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

କଟକ : ଚଳିତ ବର୍ଷ ଆଇପିଏଲରେ ବିଡିଂ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତାରିଣୀ ସ । ଏନେଇ ସୂଚନା ଦେଇଛନ୍ତି ଓସିଏ ସିଇଓ ସୁବ୍ରତ
Read More...

ଅଜଣା ଜନ୍ତୁ ଭୟରେ ବଲବଲିଆ ଗାଁ

ବାଲେଶ୍ୱର : ଅଜଣା ଜନ୍ତୁର ଭୟରେ ବଲବଲିଆ ଗାଁ । ବାଲେଶ୍ୱର ନୀଳଗିରି ବନ ବିଭାଗ ଅଧିନସ୍ଥ ସ୍ୱର୍ଣ୍ଣଚୁଡ଼ା ପର୍ବତ ପାଦଦେଶରେ ଅବସ୍ଥିତ ଗାଁ ମାନଙ୍କରେ ଏବେ ଘାରିଛି ଅଜଣା ଜନ୍ତୁର ଭୟ । କିଛିଦିନ ହେବ ବଡ଼ବିଲ ଓ ବଲବଲିଆ ଗ୍ରାମରେ ଗୃହପାଳିତ ପଶୁମାନଙ୍କୁ ଟାର୍ଗେଟ କରୁଛି ଅଜଣା ଜନ୍ତୁ ।
Read More...

ପରେଡ୍‌ ପାଇଁ କେଉଁଠି ରାସ୍ତାବନ୍ଦ ରହିବ ଜାଣିରଖନ୍ତୁ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପରେଡ୍‌ ଅଭ୍ୟାସ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ କଟକଣା ଲାଗୁ ହୋଇଛି । ପରେଡ୍ ଅଭ୍ୟାସ ପାଇଁ ଶୁକ୍ରବାର ଅପରାହ୍ଣ ୨ଟା ୩୦ରୁ ୫ଟା ମଧ୍ୟରେ ମଧ୍ୟ ବିଭିନ୍ନ ରାସ୍ତାକୁ ବନ୍ଦ କରି ଦିଆଯିବ । ଗାନ୍ଧୀମାର୍ଗକୁ କୌଣସି
Read More...

ରାଜ୍ୟରେ ଆଜି ୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୫୪ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ନେତାଜୀଙ୍କ ଫଟୋରେ ଏହି ବ୍ୟାଙ୍କ୍‌ ଛାପିଥିଲା ୧ ଲକ୍ଷ ଟଙ୍କାର ନୋଟ୍‌

ନୂଆଦିଲ୍ଲୀ : ୧୮୯୭ ଜାନୁଆରୀ ୨୩ରେ ଓଡ଼ିଶାର କଟକ ଜିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କର ପାଠପଢ଼ାରେ ଯେତିକି ଆଗ୍ରହ ଥିଲା, ଦେଶର ସ୍ୱାଧୀନତା ପାଇଁ ଚାଲିଥିବା ଲଢ଼େଇରେ ସେ ଯୋଗଦାନ କରିବାକୁ ଚାହୁଁଥିଲେ । ଭାରତର ସ୍ୱାଧୀନତା
Read More...

ଆଜିଠୁ ପରେଡ୍ ରିହରସାଲ୍ : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି

ଭୁବନେଶ୍ୱର : ଆଉ ତିନି ଦିନ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଭୁବନେଶ୍ୱର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ ରିହରସାଲ୍ । ପରେଡ୍‌ ଅଭ୍ୟାସରେ ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ ଭାଗ ନେବେ । କେବଳ
Read More...

ସୁରକ୍ଷା ବ୍ୟବସ୍ଥା ଆହୁରି ଦୃଢ଼ ହେବ : ଚୀନ୍ ସୀମାରେ ଆଇଟିବିପିର ବେଦାଙ୍ଗର ଫରୱାର୍ଡ ପୋଷ୍ଟରେ ହେଲିପ୍ୟାଡ୍ ନିର୍ମାଣ…

ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମାରେ ଚୀନ୍‌ର ସକ୍ରିୟତା ବୃଦ୍ଧି ପାଇବା ପରେ ଭାରତ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଆରମ୍ଭ କରିଛି । ଆଇଟିବିପି ଚୀନ୍ ସୀମାରେ ଥିବା ବେଦାଙ୍ଗରେ ଏକ ହେଲିପ୍ୟାଡ୍ ନିର୍ମାଣ କରିବାକୁ ଯାଉଛି ଭାରତ । ହେଲିପ୍ୟାଡ୍ ନିର୍ମାଣ ହେବା ପରେ ଯବାନମାନେ ଖାଦ୍ୟ
Read More...

ଅମ୍ଳାନଙ୍କ ଅଭିନୀତ ରୋମିଓ ରାଜା କଟକ ବୃନ୍ଦାବନ ହଲରେ ମଧ୍ୟାହ୍ନରେ ପ୍ରିମିୟର ସୋ : ଦଶ ମାସର ବ୍ୟବଧାନ ପରେ ରିଲିଜ…

କଟକ : ଦଶ ମାସର ବ୍ୟବଧାନ ପରେ ରିଲିଜ ହେଉଛି ଓଡିଆ ଫିଲ୍ମ । ଆଜି ମୁକ୍ତିଲାଭ କରୁଛି ଅଭିନେତା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଫିଲ୍ମ ରୋମିଓ ରାଜା । ଏନବି ଏଟଟେଂନମେଂଟ ବ୍ୟାନରେ ତିଆରୀ ହୋଇଥିବା ଏହି ଫିଲ୍ମର ଆଜି ମଧ୍ୟାହ୍ନରେ କଟକ ବୃନ୍ଦାବନ ହଲରେ ପ୍ରିମିୟର ହେବ । ସେହିପରି ଅପରାହ୍ନ
Read More...