Daily Archives

ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ୮୦ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗତ ତିନିମାସ ଧରି ନରେନ୍ଦ୍ର ଚଞ୍ଚଲ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଡାକ୍ତରଖାନା ପ୍ରଶାସନ ଅନୁଯାୟୀ, ଆଜି ଦିନ ପ୍ରାୟ ୧୨.୩୦ ସମୟରେ ସେ ଶେଷ
Read More...

କେନ୍ଦ୍ର ସରକାର‌ଙ୍କ ବଡ ଘୋଷଣା : ରଂଜନ ଗୋଗୋଇଙ୍କୁ ମିଳିବ ଜେଡ-ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ : ଦେଶର ପୂର୍ବତନ ସିଜେଆଇ ବା ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ରଂଜନ ଗୋଗୋଇଙ୍କୁ ଜେଡ-ପ୍ଲସ୍ ସୁରକ୍ଷା ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଭାରତ ସାରା ଯାତ୍ରା ସମୟରେ ସେମାନଙ୍କୁ ତାଙ୍କୁ ଏହି ସୁରକ୍ଷା ଦିଆଯିବ । ରଂଜନ ଗୋଗୋଇଙ୍କୁ ସୁରକ୍ଷା
Read More...

ସ୍କୁଲ ବନ୍ଦକୁ ବିରୋଧ କଲେ ଅଭିଭାବକ : ଦାବୀପତ୍ର ପ୍ରଦାନ

ଭେଡେନ, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ସରକାରୀ ସ୍କୁଲ ବନ୍ଦ କରୁଥିବା ବେଳେ ଏହାର ବିରୋଧରେ ଅଭିଭାବକ ମାନେ ଦାବୀପତ୍ର ଦେଇଛନ୍ତି । ବରଗଡ଼ ଜିଲ୍ଳା ଭେଡେନ ବ୍ଲକ ତାଲମେଣ୍ଡା ପଂଚାୟତ ଅନ୍ତର୍ଗତ ରଙ୍ଗାଟିକ୍ରା ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ଘୋଷଣା ହୋଇଥିବାରୁ ଗ୍ରାମବାସୀ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଝାରମୁଣ୍ଡା ଏବଂ ଲୋଇସିଂହା ଗ୍ରା.ପ.ରୁ ଜଣେ ଲେଖାଁଏ ଓ ବେଲପଡା ବ୍ଲକ ସରମୁହାଣ ଗ୍ରା.ପ.ରୁ ଜଣେ ସଂକ୍ରମିତ
Read More...

ପ୍ରଜ୍ଞା ପୁରୁଷ ତଥା ବିଶିଷ୍ଟ ଶିକ୍ଷାବିଦ ସ୍ବର୍ଗତ ହର ପ୍ରସାଦ ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ…

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସୁବର୍ଣ୍ଣପୁର ମାଟିର ପ୍ରଜ୍ଞା ପୁରୁଷ ତଥା ବିଶିଷ୍ଟ ଶିକ୍ଷାବିଦ ସ୍ବର୍ଗତ ହର ପ୍ରସାଦ ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୁବର୍ଣ୍ଣପୁରର ଶୀତଳାଇ କଲ୍ୟାଣ ମଣ୍ଡପଠାରେ ଏକ ଶ୍ରଦ୍ଧାଂଜଳି ପର୍ବ ଅନୁଷ୍ଠିତ ହୋଇଯାଇଛି । ଶୂନ୍ୟ ସ୍ବରୂପ ଅନୁଷ୍ଠାନ
Read More...

ଭିଡିଓ କଲ୍‌ରେ ଯୁବକ ସହିତ କଥାବାର୍ତ୍ତା କରୁଥିବା ବେଳେ ଯୁବତୀ ବେକରେ ଫାଶୀ ଲଗେଇଲେ

ସୋନଭଦ୍ର : ଉତ୍ତରପ୍ରଦେଶର ସୋନଭଦ୍ର ଅନ୍ତର୍ଗତ ଶାନ୍ତିନଗର ପୋଲିସ ଷ୍ଟେସନ ପରିସରରେ ଥିବା କୋହରୋଲିଆ ଗ୍ରାମରେ ଜଣେ ଯୁବତୀଙ୍କ ମୃତ୍ୟୁ ମାମଲାରେ ପୋଲିସ ସୂଚନା ଦେଇଛି । ବାସ୍ତବରେ, ମାଣିକଚନ୍ଦ୍ରଙ୍କ ଝିଅ ୨୮ ବର୍ଷୀୟ ଯୁବତୀ ବିଜେତା କୁମାରୀ ୨୨ ନଭେମ୍ବରରେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା
Read More...

ଶିମିଳିପାଳରେ ବଢ଼ିଲା କୁମ୍ଭୀର ସଂଖ୍ୟା

ବାରିପଦା, (କେପିଏନ୍‌ଏସ୍‌) : ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଶିମିଳିପାଳରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ରିପୋର୍ଟ ପ୍ରକାଶ ହୋଇଛି । ତେବେ ଗତ ବର୍ଷ ଶିମିଳିପାଳର ବିଭିନ୍ନ ନଦୀରେ ୮୧ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟାରେ ଅଭିବୃଦ୍ଧି ହୋଇ ୮୭ ହୋଇଛି । ଅର୍ଥାତ
Read More...

ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର : ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି । ପ୍ରଫେସର ସଞ୍ଜୟ ନାୟକଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଫେସର ସଞ୍ଜୟ ନାୟକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍
Read More...

ଭୁବନେଶ୍ୱରରେ ଲାଗୁ ହେଲା ପାର୍କିଂ ଫି : ଘଣ୍ଟା ହିସାବରେ ଦେବାକୁ ହେବ ପାର୍କିଂ ଫି

ଭୁବନେଶ୍ୱର : ଭୁବନେଶ୍ୱରରେ ପାର୍କିଂ ଫି ଲାଗୁ ହୋଇଥିବା ବେଳେ ଘଣ୍ଟା ହିସାବରେ ଦେବାକୁ ହେବ ପାର୍କିଂ ଫି । ଟେଣ୍ଡର ଦସ୍ତାବିଜ ଅନୁସାରେ ୨ ଘଣ୍ଟାରୁ କମ ସମୟ ପାଇଁ ବାଇକ ଓ ତିନିଚକିଆ ଯାନ ରଖିଲେ ୫ ଟଙ୍କା ଓ କାର ରଖିଲେ ୨୦ ଟଙ୍କା ଏବଂ ଚାରି ଚକିଆ ଭାରି ଯାନ ପାଇଁ ୨୫ ଟଙ୍କା ଦେବାକୁ
Read More...