Daily Archives

କେ.ଭି. କଲେଜ ପରିଚାଳନା ଅଧ୍ୟକ୍ଷ ଉପଜିଲ୍ଲାପାଳଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟିତ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି କେ.ଭି.କଲେଜର ନୂତନ ଶ୍ରେଣୀ ଗୃହ ଗୁରବାର ଦିନ ଉଦ୍‌ଘାଟିତ ହୋଇଛି । କଲେଜର ପରିଚାଳନା ଅଧ୍ୟକ୍ଷ ତଥା ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟକଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟିତ ହୋଇଛି । ଏହି ଶ୍ରେଣୀ ଗୃହ ପଶ୍ଚିମ ଓଡିଶା
Read More...

ନମ୍ବର ବିହିନ ଟ୍ରାକ୍ଟରରେ ହେଉଛି ବାଳି ଚୋରା ଚାଲାଣ : ଗାଡ଼ି ଅଟକ କରିବା ପରେ ୨୦ ହଜାର ଟଙ୍କା ଜରିମାନା ଆଦାୟ କଲେ…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସନ୍ଧ୍ୟାରେ ଦେଓଗାଁ ସୋନଗଡ଼ ନଦୀରୁ ବାଳି ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଳଦାର ନାରାୟଣ ସାହୁ ଓ ଜରାସିଂହା ଆରଆଇ ଅଧିର ନାଏକ ହାତୀସରା ପଞ୍ଚାୟତ ଅନ୍ତର୍ଗତ ନାଇକେନଶିରା ନିକଟରେ ଉକ୍ତ ଗାଡ଼ିକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲେ ।
Read More...

ଗାନ୍ଧୀ ପାଠାଗାରରେ ସ୍ୱର୍ଗତ ଲଳିତ ନାୟକଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଗାନ୍ଧୀ ପାଠାଗାରରେ ସ୍ୱର୍ଗତ ଲଳିତ ନାୟକଙ୍କ ଅକାଳ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।
Read More...

ନୃସିଂହନାଥ ସଂସ୍କୃତ ବିଦ୍ୟା ନିକେତନରେ ଗଣିତ ଓ ବିଜ୍ଞାନ ଶିକ୍ଷକ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ସ୍ଥିତ ନୃସିଂହନାଥ ସଂସ୍କୃତ ବିଦ୍ୟା ନିକେତନରେ ଦୀର୍ଘ ବର୍ଷ ଧରି ଗଣିତ ଓ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ଥିବାର ଛାତ୍ର ଛାତ୍ରୀ ମାନଙ୍କର ଅଧ୍ୟୟନରେ ବାଧା ସୃଷ୍ଟି ହେଉଛି । ଏହି ସଂସ୍କୃତ ବିଦ୍ୟା
Read More...

କୁଲି ମେହେର ଜାତିକୁ ଆଦିବାସୀ ତାଲିକାରୁ ବାଦ୍‌ ଦେବାପାଇଁ ଆଦିବାସୀଙ୍କ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ, ସମ୍ବଲପୁର, ବଉଦ ଏବଂ ଅନୁଗୁଳ ଜିଲ୍ଲାରେ ବାସ କରୁଥିବା ‘କୁଲି’ ଜାତିର ଲୋକମାନେ ଆଦିବାସୀ ନୁହନ୍ତି । କୁଲି ଜାତିର ଆଦିବାସୀ ସଂସ୍କୃତି ନାହିଁ ଏବଂ ଏହି ଜାତିକୁ ଆଦିବାସୀ ତାଲିକାରୁ ବାଦ ଦେବାପାଇଁ ୧୯୬୫
Read More...

ବରିକେଲ ନୂଆଁପଡାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବରିକେଲ ନୁଆଁପଡାରେ ୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବିଧାୟକ ପ୍ରତିନିଧି ପ୍ରଶାନ୍ତ ମହାନ୍ତି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭରତ ପଣ୍ତା ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମ ଦିନର ଖେଳରେ ପଦ୍ମପୁର ଦଳ ଓ
Read More...

ନିଖିଳ ଶ୍ରମିକ ସଂଘ ତରଫରୁ ଉପ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ନିଖିଳ ଶ୍ରମିକ ସଂଘ ତରଫରୁ ଟିଟିଲାଗଡ଼ ଏକ ଦାଦନ ପ୍ରବଣ ଅଂଚଳ । ଏହି ଅଂଚଳର ପ୍ରାୟତଃ ପ୍ରବାସୀ ଅଶିକ୍ଷିତ, ଗରୀବ, ବେକାର ଏବଂ ଦାରିଦ୍ର୍ୟ ତଥା ନିଯୁକ୍ତିର ଅଭାବ ଯୋଗୁଁ ଏହି ଅଂଚଳର ଲୋକେ ପ୍ରାୟତଃ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି । ଏହି ଅଂଚଳରେ
Read More...

ନାଇକେନସିରା ୫ତମ ଠାକୁର ବଡଦେଓ ଫୁଟବଳ ପ୍ରତିଯୋଗିତାର ଉଦଘାଟନି ମୁକାବିଲାରେ ଘୂଚିପାଲିକୁ ହରାଇଲା ଲଣ୍ଡାପଥର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ନାଇକେନସିରା ଗାଁରେ ଗୁରୁବାର ୫ତମ ଠାକୁର ବଡଦେଓ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଲଣ୍ଡାପଥର ୪-୨ ଗୋଲରେ ଘୁଚିପାଳିକୁ ହରାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୁବନେତା ବିଶ୍ୱଜିତ୍ ପାତ୍ର ଯୋଗ ଦେଇଥିଲେ। ଖେଳକୁ ଦେବାଶିଷ
Read More...

ଲଳିତ ନାୟକଙ୍କ ବିୟୋଗରେ ନାଗରିକ କମିଟିର ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଗାନ୍ଧି ପାଠାଗାରରେ ସ୍ୱର୍ଗତ ଲଳିତ ନାୟକଙ୍କ ଅକାଳ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ନାଗରିକ କମିଟିର ସଭାପତି ବିକ୍ରମା ନନ୍ଦ ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା
Read More...

ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସ୍ଥିର କରାଯାଇଥିଲା ।
Read More...