Daily Archives

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ତଦନ୍ତ ମାମଲା : ରାଜ୍ୟ ସରକାର ଭୂଆଁ ବୁଲାଇଦେଲେ, ହାଇକୋର୍ଟଙ୍କ ପର୍ୟ୍ୟବେକ୍ଷଣରେ…

ସୂଚନା ଅଧିକାର ଆଇନ ଯୋଗେ ମିଳିଲା ତଥ୍ୟ : କଂଗ୍ରେସର ଐତିହାସିକ ସଫଳତା ଦାବୀ ବିଫଳତାରେ ପରିଣତ - ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ତଦନ୍ତ ମାମଲା ଓଡିଶା ହାଇକୋର୍ଟଙ୍କ ପର୍ୟ୍ୟବେକ୍ଷଣରେ ମନିଟରିଂ ହେବ
Read More...

ମମତା ଦିଦି‌ଙ୍କ ଅଡ଼ୁଆ ତୁଟୁନି : ଏବେ ବୀରଭୂମ୍ ସାଂସଦ ଶତାବ୍ଦୀ ରାୟ ଛାଡ଼ିବେ ଦଳ ?

କୋଲକାତା : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ​​ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ବନ୍ଧୁମାନେ ଗୋଟିଏ ପରେ ଗୋଟିଏ ଦୂରେଇ ଯାଉଛନ୍ତି । ଶୁଭେନ୍ଦୁ ରାୟଙ୍କ ସମେତ ତୃଣମୂଳ କଂଗ୍ରେସର ଅନେକ ବରିଷ୍ଠ ନେତା ଦଳ ଛାଡି ସାରିଛନ୍ତି ଏବଂ ବର୍ତ୍ତମାନ ବୀରଭୂମ
Read More...

ରାଷ୍ଟ୍ରପତି ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ୧୦୧ ଟଙ୍କା ଦାନ କଲେ : ଆଜିଠାରୁ ପାଣ୍ଠି ଉତ୍ସର୍ଗ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ : ବିଶ୍ୱ ହିନ୍ଦୁ ପରିଷଦ ଆଜିଠାରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଉତ୍ସର୍ଗ ଅଭିଯାନ ଆରମ୍ଭ କରିଛି ଏବଂ ପ୍ରାରମ୍ଭରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ଦିର ନିର୍ମାଣରେ ଅରଭଦାନ ପାଇଁ ୫ ଲକ୍ଷ ୧୦୧ ଟଙ୍କାର ଚେକ୍ ଦେଇଛନ୍ତି । ଶ୍ରୀରାମ ଜ‌ନ୍ମଭୂମି ତୀର୍ଥ କ୍ଷେତ୍ରର
Read More...

ବ୍ୟବସ୍ଥା ଓ ଶିକ୍ଷା

ଶରଦିନ୍ଦୁ ଭୂଷଣ ହୋତା ସାଂପ୍ରତିକ ସମୟରେ ଆମ ଦେଶର ସମଗ୍ର ଶିକ୍ଷା ବ୍ୟବସ୍ଥା ରାଜକୂଟର କବଳରେ ପଡ଼ିଯାଇଛି । ଦେଶ ପରାଧୀନ ଥିବା ଅବସ୍ଥାରେ ଇଂରେଜମାନେ ତାଙ୍କ ଔପନିବେଶିକ ସ୍ୱାର୍ଥର ପୂରଣ ପାଇଁ କୌଶଳ କ୍ରମେ ଏଭଳି ଏକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ କରିଥିଲେ, ଯେଉଁଥିରେ କି ତାଙ୍କ
Read More...

କରୋନ କଟକଣା ଯୋଗୁ, ଫିକା ପଡିବ ଗଣତନ୍ତ୍ର ଦିବସ

ଭୁବନେଶ୍ୱର : ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କୌଣସି ଠାରେ ଛାତ୍ରଛାତ୍ରୀ କିମ୍ବା କ୍ୟାଡେଟ ଗ୍ରୁପ୍‌ ସାମିଲ ହୋଇପାରିବେ ନାହିଁ ବୋଲି ଗୃହବିଭାଗ ପକ୍ଷରୁ ଏକ ନିର୍ଦେଶନାମା ସବୁ ଜିଲ୍ଲାପାଳ ଓ ଏସପିଙ୍କୁୁ ଜାରି କରାଯାଇଛି । ବର୍ଷକରେ ଥରେ ପଡୁଥିବା ଏହି ଜାତୀୟତା ଦିବସ ଚଳିତବର୍ଷ ଫିକା
Read More...

ଦ୍ୱିତୀୟ ସାଲବେଗ ସ୍ମୃତି ସମାରୋହ ପ୍ରସ୍ତୁତି ବୈଠକ

ଖଣ୍ଡପଡା, (କେପିଏନ୍‌ଏସ୍‌) : ମୋଟର ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଆଜି ସଂଗୀତଜ୍ଞ ସ୍ୱର୍ଗତ ଭିକାରୀ ମହମ୍ମଦଙ୍କ ସ୍ମୁତି ଉଦ୍ଦେଶ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସାଲବେଗ କଲ୍‌ଚରର ସଭାପତି ତଥା ଆକାଶବାଣୀର ବିଶିଷ୍ଟ କଂଠଶିଳ୍ପୀ ନବ କିଶୋର ମିଶ୍ର ଏଥିରେ ସଭାପତିତ୍ୱ କରିଥିବା ବେଳେ
Read More...

ଫାଷ୍ଟ ଡେ’ ଫାଷ୍ଟ ସୋ’ରେ କଲା ୩୫ କୋଟିର ରୋଜଗାର, ବକ୍ସ ଅଫିସରେ ଧୁମ ମଚାଇଲା ‘ମାଷ୍ଟର’

ମୁମ୍ବାଇ : ସାରା ଭାରତରେ ମୁକ୍ତିଲାଭ କରିଥିବା ବିଜୟ ସେଥୁପଥିଙ୍କ ଅଭିନୀତ ଚଳଚ୍‌ଚିତ୍ର 'ମାଷ୍ଟର' ପ୍ରଥମ ଦିନରେ ଭାରତରୁ ୩୫ କୋଟି ଟଙ୍କା ରୋଜଗାର କରିଛି । କେବଳ ତାମିଲନାଡ଼ୁରୁ ୨୦ କୋଟି ଟଙ୍କା ରୋଜଗାର୍‌ କରିଥିବା 'ମାଷ୍ଟର' ରାଜ୍ୟରେ ଗୋଟେ ଦିନରେ ଦ୍ୱିତୀୟ ସର୍ବାଧିକ ଟଙ୍କା ଆୟକାରୀ
Read More...

ରାଜ୍ୟରେ ଆଜି ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୮୬ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ରାକ୍ଷୀ ବନ୍ଧା ହାତରୁ ଭାଇର ଖଣ୍ଡ ବିଖଣ୍ଡିତ ମୃତଦେହ ବୋଲି ଚିହ୍ନି ପାରିଲା ଭଉଣୀ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ସୁନ୍ଦରଗଡ ଜିଲ୍ଲା କିରେଇ ଗ୍ରାମ ପଞ୍ଚାୟତର ଗାଁ ସାଥି ରମେଶ ସିଂ ସାଙ୍ଗସାଥିଙ୍କ ସହ ଭୋଜି କରିବା ଲାଗି ଗତ ୧୩ ତାରିଖ ଦିନ ଯାଇଥିଲେ । ହେଲେସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ୧୪ ତାରିଖ ଦିନ ଟାଉନ ଥାନାରେ ନିଖୋଜ ଥିବା ଏକ ଲିଖିତ ଅଭିଯୋଗ
Read More...

ଆଜି ଭାରତୀୟ ସେନା ଦିବସ : ସେନାରେ କାର୍ୟ୍ୟରତ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଲେ ରା‌ଷ୍ଟ୍ରପତି ଓ ପ୍ରଧାନମ‌ନ୍ତ୍ରୀ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଭାରତୀୟ ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ଲେଖିଛନ୍ତି ଯେ, ଭାରତୀୟ ସେନାରେ କାର୍ୟ୍ୟରତ
Read More...