Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୭ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବୋଙ୍ଗମୁଣ୍ଡା ବ୍ଲକ ଅରସାତୁଲା, ଭୁସୁଲାଡ ଓ ସିନ୍ଧେକେଲା ଗ୍ରା.ପ.ରୁ ଜଣେ
Read More...

ବୁଲୁଛନ୍ତି ଛୁଆ ବାଘ : ସିଟିଭି କ୍ୟାମେରାରେ କଏଦ

ଧର୍ମଗଡ, (କେପିଏନ୍‌ଏସ୍‌): ଗୁରୁବାର ରାତି ୧୦ଟା ବେଳେ ୨ଟି ବାଘ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ପରିସରରେ ବୁଳୁଥିବାର ଚିତ୍ର ଥାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତ କିଛି ଦିନ ତଳେ ଆମପାଣି ଘାଟିରେ ଏକ କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା । ଏହାକୁ ନେଇ
Read More...

ଆମେରିକା ଦେଲା ଚୀନକୁ ବଡ ଝଟକା : ସାଓମୀ ସମେତ ୯ କମ୍ପାନୀକୁ ବ୍ଲାକ୍‌ ଲିଷ୍ଟେଡ୍‌ କଲା

ୱାଶିଂଟନ୍‌, ଆମେରିକାର ପ୍ରତିରକ୍ଷା ବିଭାଗ ଗୁରୁବାର ଚୀନ୍‌ ସେନା ସହିତ ଜଡ଼ିତ ଥିବା ୯ଟି ଚାଇନିଜ୍‌ କମ୍ପାନୀକୁ ବ୍ଲାକ୍‌ ଲିଷ୍ଟ୍‌ କରିଛି । ଚୀନ୍‌ ସେନା ଦ୍ୱାରା ପରିଚାଳିତ କୁହାଯାଉଥିବା ଫୋନ୍‌ ନିର୍ମାତା କମ୍ପାନୀ ସାଓମିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।ଜୁନ୍‌ ୨୦୨୦ରେ ପ୍ରତିରକ୍ଷା
Read More...

ସରକାର ଏବଂ କୃଷକ ସଂଗଠନର ବୈଠକ ଶେଷ : ହୋଇ ପାରିଲା ନାହିଁ ସମାଧାନ, ଜାନୁଆରୀ ୧୯ରେ ପୁଣି ପରବର୍ତ୍ତୀ ଆଲୋଚନା

ନୂଆଦି‌ଲ୍ଲୀ : ଆଜି କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଆଉ ଏକ ରାଉଣ୍ଡ ଆଲୋଚନା ହୋଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରସ୍ତୁତ କମିଟି ପରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା, କିନ୍ତୁ ଏଥର ମଧ୍ୟ କିଛି ସମାଧାନର ବାଟ ଫିଟିନାହିଁ । କୃଷକ ସଂଗଠନ ପକ୍ଷରୁ କୃଷି ଆଇନ
Read More...

କରୋନା ଟୀକା ନେବା ପାଇଁ କେମିତି କରିବେ ରେଜିଷ୍ଟ୍ରେସନ ?

ଭୁବନେଶ୍ୱର : ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ଯେଉଁଥିରେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଭାରତୀୟଙ୍କୁ କୋଭିଡ୍‌ ଟିକା ପ୍ରଦାନ କରିବେ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ପରେ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି
Read More...

ବରଗଡ଼ ପୋଲିସକୁ ମିଳିଲା ସଫଳତା : ୩ ଲୁଟେରା ଗିରଫ୍‌

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପୋଲିସକୁ ମିଳିଛି ସଫଳତା । ବରଗଡ଼ ସହରର ୫ ନମ୍ବର ୱାର୍ଡରେ ଡକାୟତି ଘଟଣାର ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଗିରଫ୍‌ ଲୁଟେରାମାନ‌ଙ୍କ ଠାରୁ ୧୮.୨୪ ଲକ୍ଷ ଟଙ୍କା ସହ ବହୁ ସୁନା ଗହଣା ଜବତ ହୋଇଥିବା ଜଣାପଡ଼ିଛି । ଏହା ସହ ୨ଟି ଛୁରି, ବାଇକ୍‌
Read More...

ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ୪୨ମୌଜ଼ାରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

କଟକ : ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ ବୟାଳିଶ ମୌଜ଼ାର ଛଅ ଗୋଟି ପଂଚାୟତରେ ନିଧି ସଂଗ୍ରହ ଓ
Read More...

ବଲାଙ୍ଗିର ଜିଲ୍ଲାରେ ‘ମୋ ମଶାରୀ ଅଭିଯାନ’ ଓ ମ୍ୟାଲେରିଆ ରୋଗର ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ "ମୋ ମଶାରୀ ଅଭିଯାନ' ଜରିଆରେ କୀଟନାଶକ ଉପଚାରିତ ଦୀର୍ଘସ୍ଥାୟୀ ମଶାରୀର ବ୍ୟବହାର ଓ ମ୍ୟାଲେରିଆ ରୋଗ ନିରାକରଣ ତଥା ପ୍ରତିକାର ସଂପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରେ "ନିଧି ରଥ'
Read More...

ଶତାଧିକ ମହିଳା ଓ ସଚେତନ ନାଗରିକଙ୍କ ପକ୍ଷରୁ ଟାଉନ ଥାନା ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବଢ଼ି ଚାଲିଛି ଦିନକୁ ଦିନ ଅପରାଧ । ଭୁଷୁଡ଼ି ପଡ଼ୁଛି ଆଇନ ବ୍ୟବସ୍ଥା । ଗୁଣ୍ଡାଗର୍ଦ୍ଦିରେ ଲୋକେ ଅତିଷ୍ଠ ହୋଇଗଲେଣି । ଏଭଳି ଅବସ୍ଥାର ସମାଧାନ ପାଇଁ ସଚେତନ ନାଗରିକ ଓ ଜନସାଧାରଣଙ୍କ ପକ୍ଷରୁ ଆଜି ଟାଉନ୍‌ ଥାନା ଘେରାଉ କରାଯାଇଛି । କୁହାଯାଇଛି,
Read More...

ଗ୍ରାମାଞ୍ଚଳର ବିକାଶ ପାଇଁ ମନ୍ତ୍ରୀଙ୍କ ଚିନ୍ତା : ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକକୁ ଆଜି ଗସ୍ତ କରି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ପ୍ରଥମେ ବ୍ରାହ୍ମଣୀ ଉଠା ଜଳସେଚନ ୨୪.୫ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ
Read More...