Daily Archives

ବଲାଙ୍ଗିର ଜିଲ୍ଲାରେ କମୁଛି ସଂକ୍ରମଣ : ଆଜି ମାତ୍ର ୩ ଜଣ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ ତଥା ଓଡ଼ିଶାରେ ଯେଭଳି କରୋନା ସଂକ୍ରମଣ କମିବାରେ ଲାଗିଛି, ସେଭଳି ବଲାଙ୍ଗିର ଜିଲ୍ଲାରେ ମଧ୍ୟ ସଂକ୍ରମଣ କମିଥିବା ଲକ୍ଷ୍ୟ କରାଯାଉଛି । ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୮୭୨୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫୫୭ ଜଣ ସୁସ୍ଥ
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ହନୁମାନ ଚାଳିଶା ଭିଡିଓ ଉନ୍ମୋଚନ ଏବଂ ପତାକା ଲଗାଇବା କାର୍ୟ୍ୟକ୍ରମର ଶୁଭାରମ୍ଭ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲା କାର୍ୟ୍ୟାଳୟ ଠାରେ ସମ୍ବିତ କୁମାର ମ୍ୟୁଜିକାଲ ଦ୍ଵାରା ପ୍ରସ୍ତୁତ ହନୁମାନ ଚାଳିଶା ଭିଡିଓ ଉନ୍ମୋଚନ କରାଗଲା । ଏହାପରେ କଳାମଣ୍ଡଳ ରୋଡ଼ ସ୍ଥିତ ହନୁମାନ ମନ୍ଦିରରେ ଧ୍ଵଜା
Read More...

ସଇଁନ୍ତଲା ଡାକ୍ତରଖାନାକୁ କାୟାକଳ୍ପ ଟିମ୍‌ର ପରିଦର୍ଶନ : ପରିଦର୍ଶନ ବେଳେ ଚକାଚକ୍‌, ଗଲା ପରେ ସବୁ ଫାଙ୍କା :…

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ନେଇ ଏବେ ଭିନ୍ନ ଭିନ୍ନ ମହଲରେ ବିଭିନ୍‌ନ୍ନ ଆଲୋଚନା ଚାଲିଛି । କିଏ କହୁଛି ଶୀତରେ କରୋନା ଫେରିବାର ସମ୍ଭାବନା ଅଧିକ ତ' ଆଉ କିଏ କହୁଛି କରୋନାର କାଟ୍‌ତି ଏବେ ବି ବାକି ଅଛି । ଅନ୍ୟପଟେ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି ସବୁକିଛି ।
Read More...

ପୂର୍ବତନ ସୈନିକ ଜୟପାଳ ନାୟକ ଆଉ ନାହାନ୍ତି

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରାର ବାବେବିରା ଗ୍ରାମର ପୂର୍ବତନ ସୈନିକ ଜୟପାଳ ନାୟକ ଆଉ ନାହାନ୍ତି । ତା‌ଙ୍କ ଦେହା‌ନ୍ତ ହୋଇଯାଇଥିବା ଖବର ମିଳିଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ତିନି ଝିଅରେ ଗୋଟିଏ ପୁଅ । ପୁଅଙ୍କୁ ମଧ୍ୟ ସେ ଦେଶ ସେବାରେ ସେ ନିୟୋଜିତ
Read More...

କଳାହାଣ୍ଡି ଆଜି ବିକାଶର ମଡେଲ ହୋଇପାରିଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭବାନୀପାଟଣା : କଳାହାଣ୍ଡି ଆଜି ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ । ଆଜି ୫୪ଟି ପ୍ରକଳ୍ପର
Read More...

ଖବର ପ୍ରସାରଣ ପରେ ପ୍ରଶାସନର ତାତ୍ପରତା : ବିନା ଡ଼ାକ୍ତରରେ ପ୍ରସବ ଘଟଣା, ତଦନ୍ତ ଆରମ୍ଭ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ଡ଼ାକରଖାନାରେ ନର୍ସଙ୍କ ଦ୍ୱାରା ପ୍ରସବ ଓ ନବଜାତକକୁ ଜନ୍ମ ଜଣେ ମହିଳାଙ୍କ ୫ ଘଣ୍ଟା ପରେ ମୃତ୍ୟୁ ହୋଇଯାଇଥିବା ନେଇ ଗତ ୧୩।୧ ।୨୦୨୧ ତାରିଖ ଦିନ 'କୋଶଳ ପ୍ରବାହ'ରେ ଖବର ପ୍ରସାରଣ ହେବା ପରେ ପ୍ରଶାସନର ତାତ୍ପରତା ଦେଖା ଦେଇଥିବା
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବତନ୍ତ୍ର ଭ୍ୟାକସିନ୍ ଭେନରେ କରୋନା ଟୀକା ପହଂଚିଛି

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ୨ଟି ଟୀକାକରଣ କେନ୍ଦ୍ର ପାଇଁ ସ୍ବତନ୍ତ୍ର ଭ୍ୟାକସିନ୍ ଭେନରେ କରୋନା ଟୀକା ପହଂଚିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଟୀକାକୁ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ବରରୁ ସୁବର୍ଣ୍ଣପୁର ଜିଲ୍ଲା ଟୀକା ଭଣ୍ଡାରକୁ
Read More...

ଓଭରବ୍ରିଜ୍ ଉପରେ ହୁ ହୁ ହୋଇ ଜଳିଗଲା କାର୍

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଓଭରବ୍ରିଜ୍ ଉପରେ ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା କାର୍ ବୋଲି ଖବର ମିଳିଛି ।ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭରବ୍ରିଜ୍ ଉପରେ ରାସ୍ତା ମଝିରେ ହୁ ହୁ ହୋଇ ହଠାତ୍ କାର୍ ଟିରେ ନିଆଁ ଲାଗି ଉଠିଲା । ତେବେ କାର୍‌ରେ ବସିଥିବା ଯାତ୍ରୀ
Read More...

ଏବେ ମୁ‌କ୍ତ ବଜାରରେ ମିଳିବ ନାହିଁ କରୋନା ଟୀକା, କେବଳ ସରକାର କିଣି ଲୋକଙ୍କୁ ଯୋଗାଇବେ

ନୂଆଦି‌ଲ୍ଲୀ : ସାରା ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଚାଲିଥିବା ବେଳେ ଏବେ କରୋନା ଟୀକା ପହଂଚିଛି । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଚଳିତ ମାସ ୧୬ ତାରିଖରୁ ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଟୀକାକରଣ ପୂର୍ବରୁ ନୀତି ଆୟୋଗ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ
Read More...

ଆଜି ରାଜ୍ୟରେ ୨୨୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୨୨ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୯୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...