Daily Archives

ଆକ୍ରମଣ କରି ନଗଦ ଟଙ୍କା ଓ ସୁନା ଲୁଟି ନେଲେ

କଳାହାଣ୍ଡି, (ପି.କେ ସାହୁ) : ରାଜ୍ୟରେ ଡକାୟତ‌ ମାନ‌ଙ୍କ ରାଜ୍‌ ବଢିବାରେ ଲାଗିଥିବା ବେଳେ ସେମାନ‌ଙ୍କୁ ଧରିବା ପାଇଁ ପୋଲିସ ପାଇଁ ବର୍ତ୍ତମାନ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ତେବେ ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ବୋର୍ଡ ଗାଁରେ ଜଣ‌ଙ୍କର ଘରେ ପଶି ବନ୍ଧୁକ ଦେଖାଇ ଡକାୟତି
Read More...

ଯେଉଁମାନେ ମହିଳାଙ୍କ ବିରୋଧରେ ଅପରାଧ କରନ୍ତି, ସେମାନଙ୍କୁ ଛକ ନିକଟରେ ଫାଶୀ ଦିଆଯିବା ଆବଶ୍ୟକ : କଙ୍ଗନା ରାଣା‌ୱତ

ମୁ‌ମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବନ୍ଧନହୀନ ବକ୍ତବ୍ୟ ପାଇଁ ପ୍ରସିଦ୍ଧ । ସେ ପ୍ରାୟତ ସାମାଜିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରନ୍ତି । ଏଥର କଙ୍ଗନା ରାଣାୱତ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି । ଭୋପାଳରେ ମହିଳାଙ୍କ
Read More...

କରୋନା ଭାଇରସ୍ : ବ୍ରିଟେନ ସରକାର ଚେତାବନୀ ଦେଇ କହିଛନ୍ତି – ଏମିତି ଭାବେ ରୁହ, ଯେମିତି ତୁମେ କରୋନା ସଂକ୍ରମିତ

ଲଣ୍ଡନ : ବ୍ରିଟେନର ଲୋକଙ୍କୁ ଏପରି ଆଚରଣ କରିବାକୁ କୁହାଯାଉଛି ଯେ, ଯେମିତି ସେମାନେ କରୋନା ସଂକ୍ରମିତ । ଦେଶରେ ବଢ଼ୁଥିବା କୋଭିଡ -୧୯ ମାମଲାର ମୁକାବିଲା ପାଇଁ ଏହା ସରକାରଙ୍କ ଏକ ବିଜ୍ଞାପନ ଅଭିଯାନର ଏକ ଅଂଶ । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ଲୋକମାନେ ଘରେ ରହିବା ଉଚିତ
Read More...

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ନରସିଂହ ବିଶି କଳା ମଣ୍ଡପ ଲୋକାର୍ପଣ ଉତ୍ସବ ଅବସରରେ ପୁରାତନ ଛାତ୍ର ସଂସଦ, ଟାଉନ ହାଇସ୍କୁଲ, ବରଗଡ ଦ୍ବାରା ସମାଜସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଆମ ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ
Read More...

ନୀତୀଶ କୁମାର ଇସାରାରେ ବିଜେପି ଉପରେ ଆକ୍ରମଣ କଲେ : କହିଲେ, କିଏ ବନ୍ଧୁ ଏବଂ କିଏ ଶତ୍ରୁ ଜଣା ପଡ଼ିଲାନି

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଜନତା ଦଳ ୟୁନାଇଟେଡ (ଜେଡିୟୁ) ରାଜ୍ୟ କାର୍ୟ୍ୟନିର୍ବାହୀ ବୈଠକରେ ଏକ ବଡ଼ ଖୁଲାସା କରିଛନ୍ତି । ୨ ଦିନିଆ ରାଜ୍ୟ କାର୍ୟ୍ୟକାରିଣୀର ପ୍ରଥମ ଦିନରେ ବୈଠକକୁ ସମ୍ବୋଧିତ କରି ନୀତୀଶ କୁମାର କହିଛନ୍ତି ଯେ ନିର୍ବାଚନ ସମୟରେ ଜଣା ପଡ଼ିଲାନି,
Read More...

ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କଲେ ବିବାହିତା ମହିଳା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦେହରେ କିରୋସନ ଢାଳି ଆତ୍ମହତ୍ୟା କରିଛନ୍ତି ଜଣେ ବିବାହିତା ମହିଳା । ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ଟିକ୍ରାପଡ଼ାର ଭାନୁମତି ଧରୁଆ(୨୫) ଗତ ୮ ତାରିଖ ଦିନ ନିଜ ଦେହରେ କିରୋସନ ଢାଳି ହୋଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ
Read More...

ନାଟ୍ୟ ଜଗତର ମହାନ୍‌ ସ୍ରଷ୍ଟା ପୁରୁଷ କ୍ଷିତୀଶ ପୁରୋହିତ ଚାଲିଗଲେ

ସମ୍ବଲପୁର, (କେପିଏନ୍‌ଏସ୍‌) : ନାଟ୍ୟ ଜଗତର ମହାନ୍‌ ସ୍ରଷ୍ଟା ପୁରୁଷ ତଥା ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ କ୍ଷିତୀଶ ପୁରୋହିତ(୭୪) ଚାଲିଗଲେ । ଗତକାଲି ଅପରାହ୍ନରେ ଭୁବନେଶ୍ୱର ଏମ୍‌ସ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଇଛି । ହୃଦ୍‌ଘାତରେ ଜୀବନ
Read More...

ଜବରଦଖଲ ଉଚ୍ଛେଦ ନୋଟିସକୁ ବିରୋଧ କରି ଜିଲ୍ଲାପାଳଙ୍କ ଘର ସାମ୍ନାରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜବରଦଖଲ ଉଚ୍ଛେଦକୁୂ ବିରୋଧ କରି ଜିଲ୍ଲାପାଳଙ୍କ ବାସଭବନ ସାମ୍‌ନାରେ ଧାରଣା ଦିଆଯାଇଛି ଗତକାଲି । ନିଜ ଘର ଭଙ୍ଗା ହେବା ନୋଟିସ ପରେ ଜିଲ୍ଲାପାଳଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଲାଙ୍ଗୀର ସୂର୍ୟ୍ୟନଗରବାସୀ । ତେବେ ସେମାନେ ଥଇଥାନ କରିବା ପରେ
Read More...

ମାର୍କେଟ୍‌ ଯିବା ପୂର୍ବରୁ ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍କେଟ୍‌କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି - ୧୪ ଟଙ୍କା, ବଂଧାକୋବି - ୨୦ ଟଙ୍କା, ଆଳୁ - ୩୦ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦
Read More...

ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୧୬ ଦଳ ଅଂଶଗ୍ରହଣ କରୁଛନ୍ତି । ଏକ ରଙ୍ଗାରଙ୍ଗ ଉତ୍ସବରେ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଟୁର୍ନାମେଣ୍ଟକୁ ଉଦ୍‌ଘାଟନ
Read More...
error: Content is protected !!