Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ ଓ ୫ରୁ ୨ ଜଣ ଲେଖାଏଁ ଏବଂ ୱାର୍ଡ ନଂ.୧୭ରୁ ଜଣେ ଚିହ୍ନଟ
Read More...

ବଡାଖାନା କାର୍ଯ୍ୟକ୍ରମରେ କରୋନା କଟକଣା ଉଭାନ୍‌

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହର ନିକଟସ୍ଥ ମାଥନପଲା ଡ୍ୟାମରେ ଆୟୋଜନ ହୋଇଯାଇଛି ବଡ଼ାଖାନା କାର୍ୟ୍ୟକ୍ରମ । ଟିଟିଲାଗଡ ପୌରପରିଷଦ ତରଫରୁ ଏକ ବଣଭୋଜି ବଡ଼ାଖାନା କାର୍ୟ୍ୟକ୍ରମ ନାମରେ ଆୟୋଜନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌରପରିଷଦ
Read More...

ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ସୁରିନାମର ରାଷ୍ଟ୍ରପତି

ନୂଆଦିଲ୍ଲୀ : ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସାଣ୍‌ଟୋଖି । ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ପରେ ସାଣ୍‌ଟୋଖିଙ୍କୁ ନିମନ୍ତ୍ରଣ କରିଥିଲେ ଭାରତ ସରକାର । ନିମନ୍ତ୍ରଣ ରକ୍ଷା କରିବାକୁ ସେ ରାଜି
Read More...

ଦେଶର ୭ ଟି ରାଜ୍ୟରେ ବାର୍ଡ ଫ୍ଲୁ : ରୋଗ ନିୟନ୍ତ୍ରଣ ପାଇଁ ଅ‌ଣ୍ଟା ଭିଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମହାମାରୀର ବିପଦ ମଧ୍ୟରେ ଭାରତରେ ପକ୍ଷୀମାନଙ୍କ ଅସ୍ୱଭାବିକ ମୃତ୍ୟୁ ଆତଙ୍କ ସୃଷ୍ଟି କରିଛି । ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ସୁନିଶ୍ଚିତ ହୋଇଥିଲା ଏବଂ ଅନେକ ରାଜ୍ୟରେ ବଣୁଆ ପକ୍ଷୀ, କାଉ ଏବଂ କୁକୁଡ଼ାଙ୍କ ମୃତ୍ୟୁର କାରଣ ଜଣାପଡୁଛି । ବାର୍ଡ ଫ୍ଲୁ
Read More...

ନିଶାଖୋରର ଉତ୍‌ପାତ : ମେଟାଲରେ ଆକ୍ରମଣ କରି ଯୁବକର ଆଖିପତା ଫଟେଇ ଦେଲା

ବାଲିପାଟଣା : ନିଶାଖୋରଙ୍କ ଉତପାତରେ ଅନେକ ନିରୀହ ଲୋକଙ୍କ ହଇରାଣ ହେବାରେ ଲାଗିଛନ୍ତି । ଠିକ୍‌ ସେମିତି ଭୁବନେଶ୍ୱରର ବାଲିପାଟଣା ଥାନା ଅନ୍ତର୍ଗତ ସମୁଦି ଗ୍ରାମର ନିଶାଖୋର ଚକ୍ରଧର ଭୋଇର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଦୁର୍ଯ୍ୟୋଧନ ସ୍ୱାଇଁ । ଖବର ଅନୁସାରେ ସମୁଦି ଗ୍ରାମର ବଜାର
Read More...

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତା ଦିଦିଙ୍କ ବଡ ବ୍ୟାଟିଂ : ମାଗଣା କରୋନା ଟୀକା ଦେବାକୁ ଘୋଷଣା

କୋଲକାତା : ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ରାଜ୍ୟରେ ବଡ଼ ବ୍ୟାଟିଂ କଷିଛ‌ନ୍ତି । ସେ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ମାଗଣା କରୋନା ଭାଇରସ୍ ଟୀକା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଆଜି ମମତା ବାନାର୍ଜୀ ଏହି
Read More...

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଓ ଯୁବ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ମହାରଣାଙ୍କୁ ବଲାଙ୍ଗିର ଜିଲ୍ଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଦିବଙ୍ଗତ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଏବଂ ଯୁବ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ଉଦ୍ଦେଶ୍ୟରେ ସାମ୍ବାଦିକ ଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ରାଜ୍ୟରେ ଆଜି ୨୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୬୦ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଗଂଜେଇ ବେପାରୀ‌ଙ୍କ ନୂଆ କାରନାମା : ନୀଳବତି ଲଗାଇ ଗାଡିରେ ଗଞ୍ଜେଇ ଚାଲାଣ

ମାଲକାନଗିରି : ଗଂଜେଇ ବେପାରୀ‌ଙ୍କ ନୂଆ କାରନାମା । ନୀଳବତି ଲାଗିଥିବା ଗାଡ଼ି ବ୍ୟବହାର କରୁଥିବା ସହ ଆଗରେ ପୋଲିସର ଷ୍ଟିକର ଲଗାଇ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗତକାଲି ରାତିରେ ଚିତ୍ରକୋଣ୍ଡାରୁ ବିହାର ଗଞ୍ଜେଇ ଚାଲାଣ କରୁଥିଲେ ଗଂଜେଇ ବେପାରୀ ମାନେ ଏତିକିବେଳେ ପୋଲିସ ପକ୍ଷରୁ
Read More...

ସହର ଭିତରେ ବୁଲୁଛି ବିରାଟ ଅଜଗର

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ସହରର ଗୋକର୍ଣ୍ଣେଶ୍ବର ପଡାର ୨ ନଂ ଗଳିରେ ଏକ ବିରାଟ ଅଜଗର ରାସ୍ତା ପାରି ହେଉଥିବାର ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସହରର ଜନ ଗହଳି ଭିତରକୁ ଅଜଗରଟି ପଶିଆସିଥିବା ନେଇ ଲୋକମାନେ ଭୟଭୀତ ଅବସ୍ଥାରେ
Read More...