Daily Archives

ଆଜି ରାଜ୍ୟରେ ୨୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୦୬ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଟୀକା ବିଶ୍ୱକୁ ବଞ୍ଚାଇବ, ପୁଣି ଚୀନ୍‌ରୁ ନୂଆ ଭୂତାଣୁ ଆସିବ : ବ୍ରିଟିଶ ଭବିଷ୍ୟ‌ବକ୍ତାଙ୍କ ଚେତାବନୀ

ଲ‌ଣ୍ଡନ : ୨୦୨୦ ବର୍ଷ କରୋନା ଭୂତାଣୁ ଯୋଗୁଁ ହାହାକାରରେ କଟିଲା । ୧୦୦ ବର୍ଷ ପୂର୍ବେ ସ୍ପେନ୍ ଫ୍ଲୁ ପରେ ଏହା ଦୁନିଆର ସବୁଠାରୁ ଭୟଙ୍କର ମହାମାରୀ ଥିଲା, ଯାହା ସମସ୍ତଙ୍କୁ ଭୟଭୀତ କରିଥିଲା । ତଥାପି ମହାମାରୀର ସଙ୍କଟ ବିଶ୍ୱବାସୀଙ୍କଠାରୁ ଦୂରେଇ ରହିବ ନାହିଁ । ବ୍ରିଟେନ ଏବଂ ଦକ୍ଷିଣ
Read More...

ବିକମ୍‌ ଥାର୍ଡ ସେମିଷ୍ଟାର୍‌ରେ ଜେଏସ୍‌ଏମ୍‌ କଲେଜ ଛାତ୍ରୀ ବଲାଙ୍ଗିରରେ ର‍୍ୟାଙ୍କ୍‌୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍‌ ଥାର୍ଡ ସେମିଷ୍ଟାରେ ବଲାଙ୍ଗିର ଜେଏସ୍‌ଏମ୍‌ କଲେଜ ଛାତ୍ରୀ ମୋନା ଅଗ୍ରୱାଲ ଏସ୍‌ଜିପିଏ ୯.୦ ଆଣି ର‍୍ୟାଙ୍କ୍‌ ୧ରେ ବଲାଙ୍ଗିରରେ ରହିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।
Read More...

ହରିଶଙ୍କର ମନ୍ଦିର ଖୋଲିବ ଆସନ୍ତା ୧୦ ତାରିଖରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ମନ୍ଦିର ଆସନ୍ତା ୧୦ ତାରିଖରୁ ଖୋଲିବ । ଏହାକୁ ନେଇ ଗତକାଲି ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ସେମନାଥ ପଧାନଙ୍କ ଅଧ୍ୟକ୍ଷତାରେ ପାଟଣାଗଡ ସହରର ଜଗନ୍ନାଥ ମନ୍ଦିର ପରିସରରେ
Read More...

ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ : ୧୦ ନବଜାତ ଶିଶୁଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଦେଲେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ : ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଭଣ୍ଡାରାର ଏକ ସରକାରୀ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୧୦ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସିଏମ୍ ଉଦ୍ଧବ
Read More...

ଭିଜିଲାନ୍ସ ହାତରେ ଧରାପଡିଲେ ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ

ନୂଆପଡା, (କେପିଏନ୍‌ଏସ୍‌) : ୪୦ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଦିନ ଧରାପଡିଲେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଏକ ଶ୍ରମିକ ଏଜଣ୍ଟ ୨୦୦ ଜଣ ଶ୍ରମିକଙ୍କ ନାମ ପଞ୍ଜୀକରଣ ପାଇଁ ଶ୍ରମ ଅଧିକାରୀଙ୍କ
Read More...

କୁନି ଚିତ୍ରଶିଳ୍ପୀ ଶୁଭ୍ରାଂଶୁ ପ୍ରଜ୍ୱଳ : ଚିତ୍ର ଆଙ୍କିବାରେ ଓସ୍ତାଦ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଭେଉଁରିଆ ଗ୍ରାମର ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ୯ ବର୍ଷର ଛାତ୍ର ଶୁଭ୍ରାଂଶୁ ପ୍ରଜ୍ୱଳ ସାହୁ ଚିତ୍ର ଆଙ୍କିବାରେ ନିଜର ସିଦ୍ଧହସ୍ତତା ପ୍ରତିପାଦନ କରିବାରେ ଲାଗିଛନ୍ତି । ଶୁଭ୍ରାଂଶୁଙ୍କ ବାପା ପ୍ରଦୀପ କୁମାର ସାହୁ ଏବଂ ମା’
Read More...

୧୦ ବର୍ଷରୁ ଅଧିକ ସମୟ କାର୍ୟ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ : ମେଡିକାଲ କର୍ମଚାରୀ ସଂଘ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ବ୍ରହ୍ମପୁର ଶାଖାର ଚଳିତ ବର୍ଷ ପ୍ରଥମ କାର୍ୟ୍ୟକାରୀ କମିଟି ବୈଠକ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କର୍ମଚାରୀମାନଙ୍କ ୧୧ ଦଫା ଦାବୀ ଉପରେ ଆଲୋଚନା କରାଯାଇଥିଲା
Read More...

ସଇଁନ୍ତଲା ବିଡିଓ ଦେବାଶିଷଙ୍କୁ ସାଧାରଣରେ ପ୍ରଶଂସା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ନେତା ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ପିସି ନେବାରେ ନୂଆଁ କଥା ନୁହଁ । ଅନେକ ସରକାରୀ ବାବୁ ମାନେ କେତେବେଳେ ଭିଜିଲାନ୍ସ ଜାଲରେ ପଡି ଯାଆନ୍ତି, ତ ଆଉ କେତେବେଳେ ନିଜେ ଦୁର୍ନୀତି କରି ଟଙ୍କା ହଡ଼ପ୍‌ କରନ୍ତି । ହେଲେ
Read More...

ସ୍କୁଲ ପ୍ରବେଶ ଦିନରେ ଛାତ୍ରଛାତ୍ରୀଙ୍କୁ କୋଭିଡ-୧୯ ସଚେତନତା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଯେତେଦିନ ପର୍ଯ୍ୟନ୍ତ କରୋନା ଟୀକା ଆସିନାହିଁ, ସେତେ ଦିନ ପର୍ଯ୍ୟନ୍ତ ସାମାଜିକ ଦୂରତା, ମାସ୍କ ପରିଧାନ କରିବା, ବାରମ୍ବାର ହାତ ଧୋଇବା ଆଦି ସତର୍କତା ମୂଳକ ପଦକ୍ଷେପକୁ ଆପଣେଇ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏସ୍‌ଓପି ଅନୁପାଳନ କରି ବିଦ୍ୟାଳୟରେ
Read More...