Daily Archives

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ :…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଜନସନ ଆସନ୍ତା ସାଧାରଣତନ୍ତ୍ର ଦିବସ ପାଇଁ ତାଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରିଥିବାରୁ ପୁଣି ଥରେ ଭାରତକୁ ଧନ୍ୟବାଦ
Read More...

ନେତାଜୀ ୟୁଥ କ୍ଲବ ପକ୍ଷରୁ ପଂଚାୟତ ସ୍ତରୀୟ ଆଠଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କଟକ : କଟକ ସଦର ବ୍ଲକ କନ୍ଦରପୁର ପଂଚାୟତ ଉପକଣ୍ଠ ବମ୍ବୁରି ଗ୍ରାମର ସାମାଜିକ ସଂଗଠନ "ନେତାଜୀ ୟୁଥ କ୍ଲବ" ପକ୍ଷରୁ ଆୟୋଜିତ ଆଠଦିନିଆ କ୍ରିକେଟ ଟୁନାମେଣ୍ଟରେ ନିମନ୍ତ୍ରିତଥିବା କଟକ ଏବଂ ଜଗତସିଂହପୁର ଜିଲ୍ଲାର ୧୨ଟି ପଂଚାୟତର ୧୬ଟି ଟିମ ଯଥା କନ୍ଦରପୁର, ସୋମପୁର, ଗୋବିନ୍ଦପୁର, ଫକୀରପଡା-୧,
Read More...

ଆମପାଣି ଘାଟି ରାସ୍ତାରେ କଲରା ପତରିଆ ବାଘ

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟିରେ ରାତିରେ ଦେଖିବାକୁ ମିଳିଛି ଏକ କଲରା ପତାରିଆ ବାଘ । ସୋମବାର ବିଳମ୍ବିତ ରାତିରେ ସିଉନି ଗ୍ରାମର ଆଲୋକ ପାଣିଗ୍ରାହୀ ତାଙ୍କ ସାଙ୍ଗଙ୍କ ସହ ରାତି ପ୍ରାୟ ୧୧.୧୫ ମିନିଟ ସମୟରେ ଜୟପୁର ପଟୁ ନିଜ ଗାଁ
Read More...

ଖଲିଆପାଲି ଏକଦିବସୀୟ କ୍ରିକେଟ ମ୍ୟାଚରେ ଜାମୁଟିଆ ଚାମ୍ପିଆନ୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କୁଶମେଲ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଡିସି ପଡିଆଠାରେ ଏକ ଦିବସୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଆଠଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫଟାବାହାଲ ଏବଂ ଜାମୁଟିଆ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଜାମୁଟିଆ ଦଳ
Read More...

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ ଆସନ୍ତା ୮ରୁ : ପ୍ରତି ସପ୍ତାହରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର : ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ ଆସନ୍ତା ୮ ତାରିଖରେ । ତେବେ ସମ‌ସ୍ତ ଜି‌‌ଲ୍ଲାର ଜିଲ୍ଲାପାଳ, ମ୍ୟୁନିସ୍‌ପାଲ୍‌ କମିଶନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପିଲାମାନେ ସ୍କୁଲକୁ ଆସିବା ପରେ ପ୍ରତି ସପ୍ତାହରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ
Read More...

ବ୍ଲୁଇକୋନୋମି ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେବ : ପ୍ରଧାନମନ୍ତ୍ରୀ

● ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ଏବଂ କଠିନ ପରିଶ୍ରମୀ ମତ୍ସ୍ୟଜୀବୀଙ୍କ କଲ୍ୟାଣ ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ଏବଂ କଠିନ ପରିଶ୍ରମୀ ମତ୍ସ୍ୟଜୀବୀ ମାନଙ୍କର କଲ୍ୟାଣ
Read More...

ଚିଖଲିକୁ ୧୮ରନରେ ହରାଇ ଧୂଲୁଣ୍ଡା ଚମ୍ପିୟାନ

ଝାରସୁଗୁଡ଼ା, (ମହେଶ୍ୱର ପଧାନ) : ଲଖନପୁର୍ ବ୍ଲକ ଅନ୍ତର୍ଗତ କିରିତମାଲ ସ୍ଥାନୀୟ କ୍ରିକେଟ ଗ୍ରାଉଣ୍ଡରେ ପ୍ରଗତି କ୍ରିକେଟ କ୍ଲବ କିରିତମାଲ ଦ୍ୱାରା ଆୟୋୟିତ ଦଶଦିନ ବ୍ୟାପି ଚାଲିଥିବା ପ୍ରଥମ ଅଣ୍ଡର-୨୨ କ୍ରିକେଟ ଟୁର୍ଣ୍ଣାମେଂଟରେ ଚିଖଲିକୁ ହରାଇ ଧୂଲୁଣ୍ଡା କ୍ରିକେଟ ଦଳ ଚମ୍ପିୟାନ ହୋଇଛି ।
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୨୦ ଟଙ୍କା, ଭେଣ୍ଡି - ୬୦ ଟଙ୍କା, ବିମ୍‌ - ୪୦ ଟଙ୍କା, ସିମ୍ବ - ୬୦ ଟଙ୍କା, ଆଳୁ - ୩୦ ଟଙ୍କା, ପିଆଜ - ୪୦ ଟଙ୍କା,
Read More...