Monthly Archives
December 2020
ବଲାଙ୍ଗିର ଜିଲ୍ଲାରେ ୩୨ ଜଣ କରୋନା ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ଜଣେ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ମାତ୍ର ଜଣେ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୯ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା!-->…
Read More...
Read More...
ଅନିଳା ଆର୍ଟ ଫାଉଣ୍ଡେସନ ମଲ୍ଲିକାପୁର ଦ୍ୱାରା ଶୀଳ୍ପୀ ସମ୍ବର୍ଦ୍ଧନା ଉତ୍ସବ
ସମ୍ବଲପୁର, (ପ୍ରଶାନ୍ତ ମାଝୀ) : ସ୍ଥାନୀୟ ନିଶିଗନ୍ଧା ପ୍ରେକ୍ଷାଳୟରେ ଅନିଳା ଆର୍ଟ ଫାଉଣ୍ଡେସନ ମଲ୍ଲିକାପୁର, ଯାଜପୁର ଦ୍ୱାରା ବରିଷ୍ଠ ଚିତ୍ରଶିଳ୍ପୀ ବୃନ୍ଦାବନ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ସ୍ଥାନୀୟ ସମ୍ବଲପୁର ଓ ବୁର୍ଲାର ଚିତ୍ରଶିଳ୍ପୀମାନେ ଯୋଗଦେଇ!-->…
Read More...
Read More...
ବାରି ପଟରୁ ଠାବ ହେଲା ବୃଦ୍ଧଙ୍କ ମୃତ ଶରୀର
ନୟାଗଡ : ଘର ବାରିପଟରୁ ମିଳିଲା ବୃଦ୍ଧଙ୍କ ମୃତ ଶରରୀ । ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ରଣପୁର ଥାନା ମଛିଆଖଣ୍ଡ ପଞ୍ଚାୟତ ତେଲିପାଟଣା ଗ୍ରାମର ବ୍ରଜ କିଶୋର ସାହୁ (୮୪) ଗତକାଲି ସନ୍ଧ୍ୟାରେ ଭଳିବଲ୍ ଖେଳ ଦେଖିବାକୁ ଯାଇଥିଲେ । ହେଲେ ଫେରିଲେ ନାହିଁ । ଆଜି ସକାଳୁ ବାରିପଟୁ ତାଙ୍କର ମୃତ!-->…
Read More...
Read More...
ପୂର୍ଣ୍ଣ ସମର୍ଥନ କରିବ ରାଜ୍ୟ କଂଗ୍ରେସ ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ
ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମୋଦୀ ନେତୃତ୍ୱାଧୀନ କେନ୍ଦ୍ରର ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ୩ ଗୋଟି ନୂତନ କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦିନ ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ!-->…
Read More...
Read More...
ବିଶ୍ୱ ମୃତ୍ତିକା ଦିବସ-୨୦୨୦ ପାଳିତ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମାଟିର ଉର୍ବରତା ଓ ସୁରକ୍ଷାକୁ ଲକ୍ଷ୍ୟରେ ରଖି "ସୁସ୍ଥ ଧରା-ଖେତ ହରା" ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ବିଶ୍ୱ ମୃତ୍ତିକା ଦିବସ-୨୦୨୦ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ସଶକ୍ତିକରଣ ମନ୍ତ୍ରଣାଳୟ!-->…
Read More...
Read More...
ଅସହାୟ ବିଧବା ବୃଦ୍ଧାଙ୍କୁ ମିଳୁନି ଭତ୍ତା
ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍ର ହିଆଲ ଗ୍ରା:ପ: ଅନ୍ତର୍ଗତ ହିଆଲ ଗାଁର ସୁନ୍ଦରମତି ମାଝି (୭୨) (ସ୍ଵା:୰ଗୋବିନ୍ଦ ମାଝି) ଜଣେ ଆଦିବାସୀ ସଂପ୍ରଦାୟର ନିଃସହାୟ ବିଧବା ବୃଦ୍ଧା । ସଂପୃକ୍ତ ବୃଦ୍ଧା ଅନେକ ଥର ସରପଞ୍ଚଙ୍କୁ ଏବଂ ବ୍ଲକ ପ୍ରଶାସନକୁ ଜଣାଇ ସତ୍ତ୍ୱେ!-->…
Read More...
Read More...
ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ବୈଠକ ଅନୁଷ୍ଠିତ
ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ବୈଠକ ଅଙ୍ଗନବାଡ଼ି ଖ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଅତିଥି ଭାବରେ ପ୍ରକୃତି ବନ୍ଧୁ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି!-->…
Read More...
Read More...
କେନାଲ ମରାମତି ନାମରେ କାଡା ଜରିଆରେ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଜଳସେଚନ ପ୍ରକଳ୍ପରୁ ଗାଁମାନଙ୍କୁ ଯାଇଥିବା କେନାଲ ମରାମତି କାର୍ୟ୍ୟ କାଡା (Command Area Development Authority) ତତ୍ତ୍ୱାବଧାନରେ ପାଣି ପଞ୍ଚାୟତ ଜରିଆରେ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନରୁ ୭୦ ଭାଗ ଅର୍ଥ ବାଟମାରଣା ହୋଇ ଯାଉଥିବାର!-->…
Read More...
Read More...
ମର୍ମନ୍ତୁଦ ଦୁର୍ଘଟଣା : ଯୁବକ ଗୁରୁତର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର-ପାଟଣାଗଡ଼ ଜାତୀୟ ରାଜପଥରେ କିଛି ସମୟ ତଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏକ ଗ୍ଲେମର୍ ମୋଟର ସାଇକେଲରେ ଯାଉଥିବା ଯୁବକ ବାରପୁର୍ଗିଆ ପାଖ ଢେକାପାଲି ଛକ ନିକଟରେ ଭାରସାମ୍ୟ ହରାଇ ପଡ଼ି ଯାଇଥିବା ବେଳେ ଅତ୍ୟନ୍ତ ଗୁରୁତର ଭାବେ!-->…
Read More...
Read More...