Monthly Archives

December 2020

ଲୋକ ଅଧିକାର ସଂଗଠନ ବରଗଡ଼ ଦ୍ଵାରା ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକ୍ସନ୍ ଏଡ ଭୁବନେଶ୍ୱର ତଥା ଲୋକ ଅଧିକାର ସଂଗଠନ ପଦମ ପୁର ତରଫରୁ ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ କାର୍ୟ୍ୟକ୍ରମବାବା ସାହେବ୍ ଆମ୍ବେଦକରଙ୍କ ମହା ନିର୍ବାଣ ତିଥି ରେ ବାନ୍ଦୂପାଲି ଠାରେ ଅନୁଷ୍ଠିତ ହୋଇଥିଲା । ସାରା ରାଜ୍ୟରେ ହେଉଥିବା ଉକ୍ତ
Read More...

ନିଆରା ଭାବେ ପାଳିତ ହେବ ନରସିଂହ ମିଶ୍ରଙ୍କ ଜନ୍ମଦିନ : ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମରେ ଆସନ୍ତା ୨୩ ତାରିଖରେ ଛତାମଖନାର ସୁପୁତ୍ର ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ୮୧ତମ ଜନ୍ମ ଦିବସ ଉପଲକ୍ଷେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ନରସିଂହ ସେନା” ଦ୍ୱାରା କୋଭିଡ୍
Read More...

କୋଭିଡ କଟକଣା ମଧ୍ୟରେ ଖଡଙ୍ଗ ମହୋତ୍ସବ ପାଳନ ନେଇ ଆଲୋଚନା

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବନ୍ଧଗୋରା ଧବଳେଶ୍ବର ମନ୍ଦିର ପରିସରରେ ଖଡଙ୍ଗ ମହୋତ୍ସବ ପାଳନ କମିଟି ତରଫରୁ ସଭାପତି ମନୋଜ ଦାଶଙ୍କ ସଭାପତିତ୍ବରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଭକ୍ତଚରଣ ସାହୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କାର୍ୟ୍ୟକ୍ରମକୁ ସ୍ବାଗତ କରି
Read More...

କୃଷକ ଆନ୍ଦୋଳନକୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ନୁତନ କୃଷି ବିଲ-୨୦୨୦ ପ୍ରତ୍ୟାହାର ଦାବୀରେ ସାରା ଦେଶରେ କୃଷକ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଛି । ପ୍ରଥମେ ପଞ୍ଜାବ ଓ ହରିଆଣାରେ କୃଷି ବିଲ୍ ବିରୁଦ୍ଧରେ ଚାଷୀମାନେ ଆନ୍ଦୋଳନ କରିବା ସହ ଦିଲ୍ଲୀ ଆସୁଥିବା ସମସ୍ତ ରାସ୍ତାକୁ ଘେରିଥିଲେ ।
Read More...

ଅଧିକ ତେଲ ଯୁ‌କ୍ତ ଖାଦ୍ୟ ଖାଇବା ପରେ ଉଷୁମ ପାଣି ପିଅନ୍ତୁ, କୋଲେଷ୍ଟ୍ରଲ ବୃଦ୍ଧିରୁ ରକ୍ଷା ମିଳିବ

ନୂଆଦିଲ୍ଲୀ : ଅଧିକ ତେଲ ଏବଂ ଜଙ୍କ୍‌ ଫୁଡ୍ ଖାଇବା ହେତୁ ଉଚ୍ଚ କୋଲେଷ୍ଟ୍ରଲର ସମସ୍ୟା ବଢ଼ିଥାଏ । କୋଲେଷ୍ଟ୍ରଲ ହେଉଛି ଶରୀରର ସମସ୍ତ କୋଷରେ ମିଳୁଥିବା ମହମ ପରି ପଦାର୍ଥ । ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀ କୋଲେଷ୍ଟ୍ରଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଅଧିକ କୋଲେଷ୍ଟ୍ରଲରେ ଉଚ୍ଚ
Read More...

କାଶ୍ମୀର ଦେଇ ଆଫଗାନିସ୍ତାନରୁ ଭାରତକୁ ପହଂଚୁଛି ଡ୍ରଗ୍ସ : ଆତଙ୍କୀ ପାଣ୍ଠିକୁ ଯୋଗାଇ ଦିଆଯାଉଛି ଫ‌ଣ୍ଡ୍‌ସ୍‌

ନୂଆଦି‌ଲ୍ଲୀ : ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ର ଡିସିପି ପ୍ରମୋଦ ସିଂ କୁଶୱା କହିଛନ୍ତି ଯେ, ଆଫଗାନିସ୍ତାନରେ ଆଇଏସଆଇ ରହିଛି । ସେଠାରୁ ଆତଙ୍କବାଦୀ‌ଙ୍କ ଆର୍ଥିକ କାର୍ୟ୍ୟ ଚଳାଯାଉଛି । କାଶ୍ମୀର ଆତଙ୍କୀ ନେଟୱାର୍କ ମାଧ୍ୟମରେ ଡ୍ରଗ୍ସ ଭାରତକୁ
Read More...

ଖପ୍ରାଖୋଲ ବ୍ଲକରେ ବିଧାୟକଙ୍କ ଦ୍ୱାରା ଭତ୍ତା ବଣ୍ଟନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ସୋମବାର ବିଧାୟକଙ୍କ ଦ୍ୱାରା ଭତ୍ତା ବଣ୍ଟନ କାର୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟକ୍ରମରେ ବିଡିଓ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ, ଓଡିଆପାଲି, ମାଲପଡା,ଘୁନସର,
Read More...

ସ୍ବାମୀ ମୃତ୍ୟୁର ୧୫ ବର୍ଷ ହେଲାଣି, ତଥାପି ମିଳିନାହିଁ ବିଧବା ଭତ୍ତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ହତାଦର କରାଯାଏ, ଏହାର ଜ୍ୱଳନ୍ତ ଉଦାହରଣ ଜାମଚୁଆଁ ଗ୍ରାମର ବିଜୟ ଲକ୍ଷ୍ମୀ ରଣା । କୈାଣସି ଏକ ଅଜଣା ରୋଗରେ ପଡି ସ୍ବାମୀ ବନମାଳୀ ରଣା ୧୫ ବର୍ଷ ଆଗରୁ ସ୍ତ୍ରୀ ବିଜୟ ଲକ୍ଷ୍ମୀ ରଣାଙ୍କୁ ଏକୁଟିଆ କରି ଆରପାରିକୁ ଚାଲିଗଲେ । ବହୁତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ୧୮ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ଗଅଁରେଇ ଗ୍ରା.ପ.ରୁ ଜଣେ ଓ ଭୁର୍ସାଗୁଡ଼ା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଳକ୍‌ ବେଡ଼ପଡ଼ା ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଳକ୍‌ ତଲିଉଡ଼ାର ଗ୍ରା.ପ.ରୁ ଜଣେ,
Read More...

ଏଲ୍ ଏଣ୍ଡ୍ ଏସ୍ କ୍ଲବ କାର୍ଯ୍ୟକାରିଣୀ ବୈଠକ : ନରସିଂହ, ଇନଟେକ୍ ଓ ସଂସ୍କୃତି ବିଭାଗକୁ ଧନ୍ୟବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସର୍ବପୁରାତନ ଐତିହ୍ୟ ସଂପର୍ଣ୍ଣ ଜର୍ଜ ଲିଟିରାରୀ ଏଣ୍ଡ ସୋସିଆଲ କ୍ଲବ, ଯାହାକି ବର୍ତ୍ତମାନ ଲିଟିରାରୀ ଏଣ୍ଡ ସୋସିଆଲ କ୍ଲବ ନାମରେ ପରିଚିତ ତାହାର କାର୍ଯ୍ୟକାରିଣୀ ବୈଠକ ଗତକାଲି ସଂନ୍ଧ୍ୟା ୬ ଘ.ରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ୍ୟ
Read More...