Monthly Archives

December 2020

ବି‌ଶ୍ୱରେ ଶହେ ଜଣ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ମଧ୍ୟରେ ବିଗ୍‌ ବି ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର

ମୁମ୍ବାଇ : ଲୋକପ୍ରିୟ ମାଗାଜିନ୍‌ 'ଫୋର୍ବସ୍‌' ପତ୍ରିକାରେ ସୋସିଆଲ ମିଡିଆର ବି‌ଶ୍ୱରେ ଶହେ ଜଣ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର । ସୋସିଆଲ୍‌ ମିଡିଆରେ ଅମିତାଭ ବଚ୍ଚନଙ୍କର ୧୦୫ ମିଲିୟନ୍‌ ଫଲୋଅର୍ସ ରହିଥିବା ବେଳେ
Read More...

ଜାଲ କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ଜିଏସଟି ଠକେଇ

ରାଉରକେଲା : ରାଉରକେଲାରେ ଜିଏସ୍‌ଟି ଠକେଇର ତାଲିକା ବଢ଼ି ବଢ଼ି ଚାଲିଛି । ପୁଣି ଏକ ବଡ ଜିଏସଟି ଠକେଇ ସାମ୍ନାକୁ ଆସିଥିବା ଖବର ମିଳିଛି। ନକଲି ବ୍ୟବସ୍ଥାୟିକ ସଂସ୍ଥା, ଜାଲ ଇନଭଏସ ଓ ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ ବାବଦରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଥି
Read More...

ଜଳିଗଲା ଚଳନ୍ତା ଡ଼ାଲି ବୋଝେଇ ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଅଭିମୁଖେ ଆସୁଥିବା ଏକ ଡ଼ାଲି ବୋଝେଇ ଟ୍ରକ୍‌ରେ ଆଗ ଚକ ଫାଟିଯିବାରୁ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ହୁ ହୁ ହୋଇ ଜଳୁଛି ଟ୍ରକ୍‌ । ସମ୍ବଲପୁର ରୋଡ଼ ସ୍ଥିତ ଛତାମଖ୍‌ନା ନିକଟ ଜାମ୍‌ସର୍‌ ପାଖ ଖମାରମୁ‌ଣ୍ଡା ଛକରେ ଏହି ଦୁର୍ଘଟଣା
Read More...

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଶ୍ରଦ୍ଧାଞ୍ଜଳି ‌ଜ୍ଞାପନ କରିଛ‌ନ୍ତି । 'ବନ୍ଦେ ଉତ୍କଳ ଜନନୀ' ଭଳି କାଳଜୟୀ ରଚନା ସହ ଓଡ଼ିଆ
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ.ଙ୍କ ଘରେ ଭିଜିଲାନ୍ସ ଚଢାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର ବ୍ଲକ ଦହିତା ପଂଚାୟତ ପିଇଓ.ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ବରଗଡ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି ରହିଛି । ପିଇଓ ପୁରନ୍ଦର ସାହୁଙ୍କ ନିଜସ୍ୱ ବାସଭବନ ସହିତ ପଦ୍ମପୁରରେ
Read More...

ହାତୀପଲଙ୍କ ଉତ୍‌ପାତରେ ଲୋକେ ଅତି‌ଷ୍ଟ : ଖାଇଗଲେ ଧାନ, ଫସଲ ନଷ୍ଟ କଲେ

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ହାତୀପଲଙ୍କ ଉତ୍‌ପାତରେ ଲୋକେ ଅତି‌ଷ୍ଟ ହେଉଛ‌ନ୍ତି । ସୂଚନା ଅନୁସାରେ ତୁରେକେଲା ଝରଣି ପଞ୍ଚାୟତରେ ହାତୀପଲ ଉପଦ୍ରବ କରିଥିବା ସୂଚନାରେ କୁହାଯାଇଛି । ରାମଡ଼, ରାଉତମୁଣ୍ଡା ଗାଁରେ ୩୦ ଟିକିଆ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଖଳାରେ ଗଦା
Read More...

ଜାମ୍ମୁ କାଶ୍ମୀରର ପୁଲୱାମାରେ ସର୍ଚ୍ଚ ଅପରେସନ୍‌ ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିିଁ : ଜାରି ରହିଛି ଉଭୟ…

ପୁଲୱାମା : ଜାମ୍ମୁ କାଶ୍ମୀରର ପୁଲୱାମା ଠାରେ ସୁରକ୍ଷା ବାହିନୀର ମାଓବାଦୀଙ୍କ ସହ ମୁହାଁମୁହିିଁ ହୋଇଥିବା ଖବର ରହିଛି । ପୁଲୱାମାର ତେକାନବାଟପୋରାରେ ଏନକାଉଣ୍ଟର ଚାଲିଛି । ସିଆର୍‌ପିଏଫ୍‌ର ୧୮୨ ତମ ବାଟାଲିୟନ ଏବଂ ଜାମ୍ମୁ ପୋଲିସ ଏଥିରେ ସାମିଲ୍‌ ଅଛନ୍ତି । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ
Read More...

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି : ୧୦ ପ୍ରସ୍ତାବକୁ ମଞ୍ଜୁରି ମିଳିପାରେ

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସୂଚନା ଅନୁସାରେ ସଂଧ୍ୟା ୬ଟା ୪୫ରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେରେ ପ୍ରାୟ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି କୁହାଯାଉଛି । ସ୍ୱାସ୍ଥ୍ୟ ଓ ପଞ୍ଚାୟତିରାଜ ବିଭାଗର
Read More...

ଜାଣି ନିଅନ୍ତୁ ଆଜିର ପାଖାପାଖି ପନିପରିବା ଦର ବଲାଙ୍ଗିର ସହରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିନେବା । ଟମାଟର୍‌ - ୩୫ ଟଙ୍କା, ପୋଟଳ - ୮୦ ଟଙ୍କା, ଫୁଲକୋବି - ୫୦ ଟଙ୍କା, ବଂଧାକୋବି - ୩୦ ଟଙ୍କା, ଆଳୁ - ୫୦ ଟଙ୍କା, ପିଆଜ - ୫୦
Read More...

ଆଜି ହେବାକୁ ଥିବା ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଆଲୋଚନା ସ୍ଥଗିତ : ସରକାର ଦେବ ସଂଶୋଧିତ ପ୍ରସ୍ତାବ

ନୂଆଦିଲ୍ଲୀ : ଭାରତ ବନ୍ଦ ହେବାର ଗୋଟିଏ ଦିନ ପରେ ଆଜି ବୁଧବାର ଅନୁଷ୍ଠିତ ହେବାକୁ ଥିବା ନୂତନ କୃଷି ଆଇନ ଉପରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ଷଷ୍ଠ ରାଉଣ୍ଡ ଆଲୋଚନାକୁ ସ୍ଥଗିତ ରଖାଯାଇଛି । କୁହାଯାଇଛି, ଗୁରୁବାର ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଏହି ସମୟରେ କୃଷି ଆଇନକୁ
Read More...