ବଲାଙ୍ଗିର ଜିଲ୍ଲାରେ ୨ ଶହ ତଳକୁ ଖସିଲା ଏକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ୨ ଶହ ତଳକୁ ଖସିଛି ଏକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ସମୁଦାୟ ୮ ହଜାର ୨ ଶହ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୯୮୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ମାତ୍ର ୧୭୯ ଜଣ ଏକ୍ଟିଭ୍ ଆକ୍ରାନ୍ତ!-->…
Read More...
Read More...