Monthly Archives

December 2020

ଟିଟିଲାଗଡ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକର ଉନ୍ନତି ଓ ଶିକ୍ଷା ଶୈକ୍ଷିକ ବାତାବରଣରେ ଉନ୍ନତି କରିବା ପାଇଁ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ନିଜ ଶକ୍ତି ଅନୁଯାୟୀ ବିଦ୍ୟାଳୟକୁ କିଛି କିଛି ଦାନ କରିବେ । ଏହି
Read More...

ମାଡ଼ିଗଲା ଟ୍ରକ ଘର ଉପରକୁ : ୩ ଗୁରୁତର

କେନ୍ଦୁଝର : ଘର ଉପରକୁ ମାଡ଼ିଗଲା ଟ୍ରକ । ସୂଚନା ଅନୁସାରେ କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଷଠୀଘର ସାହିରେ ଶନିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଏନଏଚ-୨୦ ରାସ୍ତା କଡ଼ରେ ଥିବା ଏକ ଘର ଉପରକୁ ମାଡିଯାଇଛି ଟ୍ରକ । ଫଳରେ ଘରେ ଥିବା ବାପା, ମାଆ ଓ ଝିଅ ଗୁରୁତର ଆହତ ହୋଇଥିବା
Read More...

ଜାଣି ନିଅନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାଣି ନିଅନ୍ତୁ ଆଜିର ପାଖାପାଖି ପନିପରିବା ଦର । ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୪୫ ଟଙ୍କା, ପିଆଜ - ୫୦ ଟଙ୍କା, ଟମାଟର୍‌ - ୩୦ ଟଙ୍କା, ଭେଣ୍ଡି - ୪୦
Read More...

ଭୁବନେଶ୍ୱରର ବିଭିନ୍ନ ବାର୍‌ ଉପରେ କମିଶନରେଟ୍ ପୁଲିସର ଅତର୍କିତ ଚଢାଉ; ସିଲ୍‌ ହେଲା ୪ ବାର୍‌

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଭୁବନେଶ୍ୱରର ବିଭିନ୍ନ ବାର୍‌ରେ ଶନିବାର ରାତିରେ କମିଶନରେଟ୍‌ ପୁଲିସ ପକ୍ଷରୁ ଅତର୍କିତ ଚଢଉ କରାଯାଇଥିବା ସୂଚନା ମିଳିଛି । ଚଢଉ ବେଳେ କଟକ ରୋଡରେ ଥିବା ସ୍ୱାଗତ ଓ ମହାନ୍ତି ବାର ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଅଜିତ୍‌ ଓ ମେଡ୍‌ବୁଲ୍‌ ପବ୍‌କୁ
Read More...

କଳା ଓ କଳାକାର ପକ୍ଷରୁ ଏକ ଚିତ୍ରକଳା କର୍ମଶାଳା ଆସନ୍ତା କାଲି

ସମ୍ବଲପୁର, (ପ୍ରଶା‌ନ୍ତ ମାଝୀ) : ଆସନ୍ତା ରବିବାର ସକାଳ ୧୦ଟା ୩୦ମି. ସମୟରେ ସ୍ଥାନୀୟ କଚରି ଛକ ଠାରେ ସମ୍ବଲପୁରର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ କଳା ଓ କଳାକାର ପକ୍ଷରୁ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ଅନୁଷ୍ଠାନର ୩୦ରୁ ଅଧିକ ନବୀନ ପ୍ରବୀଣ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ
Read More...

ସର୍ବଜନୀନ ସ୍ବାସ୍ଥ୍ୟ ସେବା ସଚେତନତା ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସର୍ବଜନୀନ ସ୍ବାସ୍ଥ୍ୟ ସେବା ଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ ସେବା କେନ୍ଦ୍ର ର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଏକ
Read More...

ଖଲିଆପାଲି କପ୍‌ ୨୦୨୦-୨୧ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖଲିଆପାଲି କ୍ରିକେଟ ଏସୋସିଏନ ଆନୁକୂଲ୍ୟରେ ଆଜି ୬ ଓଭର ବିଶିଷ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଆଠ ଗୋଟି ଦଳ ଅଶଂଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେର୍ଟରେ ଥାଲବନ୍ଧ ଦଳ ବିଜେତା ଏବଂ ଉପରଝ ଦଳ ଉପବିଜେତା ହୋଇଥିବା ବେଳେ
Read More...

ବରଗଡ଼ ଓକିଲ ସଂଘ ନୂତନ ସଭାପତି ହେଲେ ଶ୍ୟାମ ଅଦାବର

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଓକିଲ ସଂଘ ର ନୂତନ ସଭାପତି ଭାବେ ଶ୍ୟାମ ସୁନ୍ଦର ଅଦାବର ନିର୍ବାଚିତ ହୋଇଛନ୍ତି । ଆଜି ସଂଘର ଲାଇବ୍ରେରୀ ହଲଠାରେ ଅନୁଷ୍ଠିତ ନିର୍ବାଚନରେ ସମ୍ପାଦକ ଭାବରେ ହରିହର ପ୍ରଧାନ, ଉପସଭାପତି ମାନଭଞ୍ଜନ ତ୍ରିପାଠୀ ଏବଂ ଯୁଗ୍ମ ସମ୍ପାଦକ ଭାବରେ ରାଜେନ୍ଦ୍ର
Read More...

ଅମେ ବି ମଣିଷ : ଅସହାୟଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ସଂକ‌ଳ୍ପ ରିବାରର ଭିନ୍ନ ଏକ ପ୍ରୟାସ

ବରଗଡ଼, (ନିରୋଜ କୁମାର ପାଣୀ) : ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ୟ୍ୟକ୍ରମ ସଂକ‌ଳ୍ପ ପରିବାରର ଏକ ଅଭିନବ ପ୍ରୟାସ । ଆପଣଙ୍କ ପାଖରେ ଯଦି ଅଧିକ ଥାଏ, ତା ହେଲେ ଦେଇକି ଯାଆନ୍ତୁ ଓ ଦରକାର ଥିଲେ ନେଇକି ଯାଆନ୍ତୁ । ଆସନ୍ତୁ ସଂକ‌ଳ୍ପ ପରିବାରର ଏହି ମହତ କାର୍ୟ୍ୟରେ ସାମିଲ ହେବା ଓ ଅସହାୟ
Read More...

ବଲାଙ୍ଗିର ସହରର ୨୧ଟି ୱାର୍ଡରେ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ନିମନ୍ତେ ସଚେତନତା ସଭା ଓ ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ବଲାଙ୍ଗିର ସହରର ୨୧ଟି ୱାର୍ଡରେ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ନିମନ୍ତେ ସଚେତନତା ସଭା ଓ ସଫେଇ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ପ୍ରଶାସକ, ବଲାଙ୍ଗିର
Read More...