Monthly Archives

December 2020

ମିଆଁପାଟଣାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ବନ୍ଧୁମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ମିଆଁପାଟଣା ଗ୍ରାମରେ ଏକ ଦିବସୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସହିତ ସର୍ବଧର୍ମ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଭୋଗରାଇ ପଞ୍ଚାତୟ ସମିତି
Read More...

ବର୍ଷିୟାନ ଭେଷଜ ବିଶେଷଜ୍ଞ ପ୍ରଫେସର ଡା.ପି.ସି.ସାହୁଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଖ୍ୟାତନାମା ଭେଷଜ ବିଶେଷଜ୍ଞ, ବର୍ଷିୟାନ ସମାଜସେବୀ ପ୍ରଫେସର ଡା.ପି.ସି.ସାହୁଙ୍କୁ ଗଜପତି ନଗରସ୍ଥିତ ତାଙ୍କ ନିଜ ବାସଭବନରେ ରବିବାର ପୂର୍ବାହ୍ନରେ ଓଡ଼ିଶାର ସର୍ବପୁରାତନ ସମ୍ପାଦପତ୍ର "ନବୀନ' ପକ୍ଷରୁ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି ।
Read More...

ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି : ପୁନଃ ବିଚାର ନ ହେଲେ ଅନ୍ୟ ସ୍କୁଲକୁ ଛାଡିବେ ନାହିଁ ଛୁଆମାନଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଅଧିକ ଉନ୍ନତି ଶିକ୍ଷା ବ୍ୟବସ୍ଥା କାର୍ୟ୍ୟକାରୀ କରିବା ଆଳରେ ଶିକ୍ଷାର ମୌଳିକ ଅଧିକାରକୁ ଛଡେଇ ନେବା ପାଇଁ ସ୍କୁଲ ବନ୍ଦ ବା ମିଶ୍ରଣ ନିଷ୍ପତ୍ତିକୁ ଝାରବନ୍ଦ ବ୍ଲକ ଅଭିଭାବକ ସଂଘ ତ୍ରୀବ୍ର ବିରୋଧ କରିବା ସହ ଛୁଆମାନେ ମୁର୍ଖ ହୋଇ ଯିବେ ବରଂ
Read More...

ସ୍ବାମୀଙ୍କ ମୃତ୍ୟୁର ୧୦ ବର୍ଷ ହେଲାଣି, ତଥାପି ଶ୍ରାବଣୀଙ୍କୁ ମିଳିପାରି ନାହିଁ ବିଧବା ଭତ୍ତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଶ୍ରୀମନ୍ତ ଧରୁଆ ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମର ବାସିନ୍ଦା ୧୦ ବର୍ଷ ଆଗରୁ ସ୍ତ୍ରୀ ଶ୍ରାବଣୀ ଏବଂ ଛୁଆମାନଙ୍କୁ ଛାଡି ଆରପାରିକୁ ଚାଲିଗଲେ । ଏପଟେ ଶ୍ରାବଣୀଙ୍କ ଦୁଃଖ ଦେଖେ କିଏ । ଛୋଟ ଛୋଟ ଛୁଆ ମାନଙ୍କର ଭବିଷ୍ୟତ କ'ଣ ହେବ ? କିନ୍ତୁ ଶ୍ରାବଣୀ ଭାଙ୍ଗି
Read More...

ରଚନା ପକ୍ଷରୁ ‘କାକର କଲ୍ଲୋଳ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ପଞ୍ଚବଟି ଠାରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାହିତ୍ୟ, ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ରଚନା ପକ୍ଷରୁ ‘କାକର କଲ୍ଲୋଳ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରଚନାର ସଭାପତି ସାହିତ୍ୟିକ ସନାତନ ଠାକୁରଙ୍କ ସଭାପତିତ୍ୱରେ
Read More...

ବିବାଦ ଘେରରେ ଓଟିଡିସି ବଙ୍ଗଳା ଓ ଟୁରିଷ୍ଟ ଅଫିସର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ନୃସିଂହନାଥ ପ୍ରସିଦ୍ଧ ତୀର୍ଥ କ୍ଷେତ୍ରରେ ଥିବା ଟୁରିଷ୍ଟ ବଙ୍ଗଳା (ଓଟିଡିସି) ଓ ଟୁରିଷ୍ଟ ଅଫିସର ବିବାଦୀୟ ପରିସ୍ଥିତିରେ ପହଞ୍ଚିଛି । ଗୁରୁବାର ଦିନ ଏଠାରେ ଥିବା ନୁତନ ନିର୍ମିତ ୪ଗୋଟି କଟେଜକୁ ପଦ୍ମପୁର
Read More...

କରାଟେ ସ୍କୁଲ ତରଫରୁ ବେଲ୍ଟ ଗ୍ରେଡିଂ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ଛକରେ ଥିବା କରାଟେ ସ୍କୁଲରେ ବେଲ୍ଟ ଗ୍ରେଡିଂ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତଥା କରାଟେ ସ୍କୁଲର ମୁଖ୍ୟ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବେଲ୍ଟ ଟେଷ୍ଟ ପରୀକ୍ଷାରେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ଶିବତଲା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ଜଣେ, ୧୫ରୁ ୬ ଜଣ ଓ ୧୦ରୁ ଜଣେ ସଂକ୍ରମିତ ହୋଇଛନ୍ତି ।
Read More...

ଓଡ଼ିଶା ମାଟି ପାଇଁ ଗୌରବ : ମିଶନ ଡ୍ରିମ୍‌ ମିସ୍‌ ମୋଡେ଼ଲ ଅଫ୍‌ ଦ’ ଇଅର୍‌ ବିଜୟିନୀ ଅନ୍ୱେଶା ଭଂଜଦେଓ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ମାଟି ପାଇଁ ଗୌରବ ଆଣି ଦେଇଛନ୍ତି ମିଶନ ଡ୍ରିମ୍‌ ମିସ୍‌ ମୋଡେ଼ଲ୍‌ ଅଫ୍‌ ଦ’ ଇଅର୍‌ ବିଜୟିନୀ ଅନ୍ୱେଶା ଭଂଜଦେଓ । ଭୁବନେଶ୍ୱର ଜୟଦେବ ବିହାରର ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ୍‌ ନିବାସୀ ସୁଧାଂଶୁ ଭୂଷଣ ଭଂଜଦେଓଙ୍କ ସୁକନ୍ୟା ଅନ୍ୱେଶା କୋଲକାତାରେ
Read More...

ଅପରାଜିତା ଷଡ଼ଙ୍ଗୀ‌ଙ୍କ ଯାଜପୁର ଗସ୍ତ କାର୍ଯ୍ୟକ୍ରମ

ଯାଜପୁର : ଆଜି ମା' ବିରଜାଙ୍କୁ ଦର୍ଶନ ପାଇଁ ଯାଜପୁର ଆସିଛନ୍ତି ଭୁବନେଶ୍ୱର ସାଂସଦ, ରାଜ୍ୟ ଉପସଭାପତି ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ କେତକ ରାଜନୈତିକ ଏବଂ ସାମଜିକ ସଂଗଠନର କାର୍ୟ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ବିଷୟ ନେଇ ପ୍ରେସ ବାର୍ତ୍ତା ପ୍ରଦାନ
Read More...