Monthly Archives

December 2020

କଟ୍‌ନି-ଛଟ୍‌ନି ଜାଲରେ ଚାଷୀ : ପ୍ରଶାସନ ନିଦା ବିଷ୍ଣୁ ସାଜିଛି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ୍‌ ଅଂଚଳରେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ହେଉଥିବା ବେଳେ କେତେକ ମଣ୍ଡିରେ ଚାଷୀମାନେ କଟ୍‌ନି-ଛଟ୍‌ନିର ଜାଲରେ ଛନ୍ଦି ହୋଇ ପଡ଼ିଥିବା କୁହାଯାଉଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ତମିଆଁ ପ୍ୟାକ୍ସରେ ସିଧାସଳଖ ଚାଷୀମାନଙ୍କଠାରୁ ୪
Read More...

ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଫରେଷ୍ଟ ବିଟ୍ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି । ମେଣ୍ଡା ନିକଟସ୍ଥ ବାରପାହାଡ ସଂରକ୍ଷିତ ଜଙ୍ଗଲ ପାହାଡ ଖୋଲରୁ ଏହି ହାତୀ ଶବଟିକୁ ଜଙ୍ଗଲ ବିଭାଗ ଠାବ କରିଛି । ମୃତ ହାତୀର
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟରେ ମହିଳା ଓ ଶିଶୁଙ୍କ ଅସୁରକ୍ଷା ଜନିତ ସମସ୍ୟାକୁ ନେଇ ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ତଥା ଧାରଣା ଦିଆଯାଇଛି । ଜିଲ୍ଲା କଂଗ୍ରେସର ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ
Read More...

ନୃସିଂହନାଥ ଠାରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ୩୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଜାନୁୟାରୀ ୧ ତାରିଖ ଦିନ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ୩୬ ତମ ବାର୍ଷିକ ଉତ୍ସବ ନୃସିଂହନାଥ ଠାରେ ପାଳନ କରିବା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର କେନ୍ଦ୍ରୀୟ କମିଟିରେ ପ୍ରସ୍ତାବ ଗୃହୀତ ହୋଇଛି । ଆଜି ଯୁବ ପରିଷଦର ଆବାହକ ଦିଲ୍ଲୀପ
Read More...

ଭୋକ ହଡ଼ତାଲରେ କୃଷକ : ଦିଲଜିତ ଦୋସାଞ୍ଜ ଆଜି ଗାଜିପୁର ସୀମାରେ ପହଞ୍ଚିବେ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନର ୨୭ ତମ ଦିନ । ଶୀତଦିନେ ଠିଆ ହୋଇଥିବା ଚାଷୀଙ୍କ ସହ କଥାବାର୍ତ୍ତା କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଅନ୍ୟପକ୍ଷରେ କୃଷକ ସଂଗଠନ ସହ କଥା ହେବା ପାଇଁ କୃଷି ମନ୍ତ୍ରଣାଳୟ ଏକ ପ୍ରସ୍ତାବ ପଠାଇଛି । ଆଜି କୃଷକ ସଂଗଠନ ଉପବାସରେ ।
Read More...

ଆବାସ ଯୋଜନାରେ ଘରଟିଏ ପାଇଁ ଅପେକ୍ଷାରେ ମାଲପଡା ଗାଁର ଦହନା ଧରୁଆ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସରକାରଙ୍କ ମାଳ ମାଳ ଯୋଜନା । ଅଧିକାଂଶ ଯୋଜନା ପହଞ୍ଚି ପାରୁନାହିଁ ପ୍ରକୃତ ହିତାଧିକାରୀଙ୍କ ପାଖରେ । ଯେଉଁମାନେ ଅଯୋଗ୍ୟ ସେମାନଙ୍କ ପାଖକୁ ସବୁ ଯୋଜନା ପହଞ୍ଚି ପାରୁଛି, କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କୁ ନିଜ ଆଖି ଆଗରେ ଦେଖି ମଧ୍ୟ ନଦେଖିଲା ପରି ଅଭିନୟ
Read More...

ଆଜି ରାଜ୍ୟରେ ୩୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୬୩ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ବଲାଙ୍ଗିର ସ୍ପେଶାଲ୍‌ ପ୍ଲାନିଂ ଅଫିସର୍‌ ଜୀବଦିଶ ପାତ୍ର ପଡ଼ିଲେ ଭିଜିଲାନ୍ସ ଜାଲରେ : ଆୟ ବହିର୍ଭୂତ ସଂପତ୍ତି ଠୁଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ପେଶାଲ୍‌ ପ୍ଲାନିଂ ଅଫିସର୍‌ ଜୀବଦିଶ ପାତ୍ର ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି । ଆଦର୍ଶପଡ଼ା ସ୍ଥିତ ତାଙ୍କ
Read More...

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସାଂଗଠାନିକ ବୈଠକ ସଂପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ୨୦ ତାରିଖ ଦିନ ରେଲୱେ ଷ୍ଟେସନ ସ୍ଥିତ ହରିଓଂ ଭବନ ଠାରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାଦେବଙ୍କଠାରେ ପୂଜା ଅର୍ଚ୍ଚନା ତଥା ଦୀପ ପ୍ରଜ୍ୱଳନ
Read More...

ଉଦ୍‌ଯାପିତ ହେଲା ତୃତୀୟ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା, (କେପିଏନ୍‌ଏସ୍‌) : କେସିଙ୍ଗା ବ୍ଲକର ବନ୍ଦପଡା ଠାରେ ଚାଳିଥିବା ତୃତୀୟ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ୧୨ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍ ତୁଲାପଡା ଓ ଚିଚର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ୧-୦ ଗୋଲରେ ଚିଚର୍ଲା ବିଜୟ
Read More...