Monthly Archives

December 2020

ଝାରବନ୍ଧରେ ପୁଲିସର ଜନ ସମ୍ପର୍କ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଛତିଶଗଡ ସୀମାନ୍ତ ଛୋଟଅନକୀ ଗ୍ରାମର ଖେଳ ପଡିଆରେ ପୁଲିସର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଛତିଶଗଡ ସୀମା ଏହି ଗ୍ରାମ ପଞ୍ଚାୟତର ଜଙ୍ଗଲ ରାସ୍ତାରେ ମାଓବାଦୀ ମାନେ ଯିବା ଆସିବା କରୁଥିବାରୁ ଜନସାଧାରଣ ଭୟରେ ଜୀବନଯାପନ
Read More...

ଖୁଣ୍ଟିଗୋରାରେ ବାଜପେୟୀ ଜୟନ୍ତୀ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ରାଜନେତା, ବକ୍ତା ଏବଂ ପ୍ରସିଦ୍ଧ କବି ଥିଲେ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର କାର୍ୟ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଥିଲେ ।
Read More...

ଅସୀତ ତ୍ରିପାଠୀଙ୍କୁ ଅଭିନନ୍ଦନ ଜଣାଇଲା ବଲାଙ୍ଗିର ନାଗରିକ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କୁ ଅବସର ଗ୍ରହଣ ପରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶ ଦାତା ଭାବରେ ନିଯୁକ୍ତି ଦିଆଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲାଙ୍ଗିର
Read More...

କ୍ରିଷ୍ଣା କପ୍ କ୍ରିକେଟ୍ : କଲଙ୍ଗାପାଲି ସେମିରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେସିସି ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ କଲଙ୍ଗାପାଲି ଦଳ ବୁଡେନ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ମହୁଲପାଲି ଦଳ ଇଚ୍ଛାପାଲି ଦଳକୁ ହରାଇ
Read More...

ଲାଠୋରରେ ବିଜେପି ପକ୍ଷରୁ ସୁଶାସନ ଦିବସ ପାଳିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଠାରେ ବିଜେପି ପକ୍ଷରୁ ଲାଠୋର ସରପଞ୍ଚ ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସୁଶାସନ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ବିଜେପି ଦଳର
Read More...

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ସାମ୍ପ୍ରତିକ ପରିସ୍ଥିତିରେ ଆଜି ସକାଳୁ ଭବ୍ୟ ଲଗ୍ନ ଅନୁସାରେ ପୂଜାର୍ଚନା କରାଯାଇଥିଲା ।
Read More...

ଡାକ୍ତର ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଂକଳନ ‘ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଲିଟରରି ଏଣ୍ଡ ସୋସିଆଲ କ୍ଲବ ସଭାକକ୍ଷରେ କଥାଶିଳ୍ପୀ ଡାକ୍ତର ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଂକଳନ 'ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ' ଉନ୍ମୋଚିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ
Read More...

ଧର୍ମପରାୟଣ ବସନ୍ତ ହୋତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବାଦିକଟା ଗ୍ରାମ ପଞ୍ଚାୟତର ଜଣାଶୁଣା ପରିଚିତ ବ୍ୟକ୍ତି ବସନ୍ତ ହୋତାଙ୍କ ପରଲୋକ ହୋଇଯାଇଛି କ୍ଷ ମୃତ୍ୟୁ ବେଳକୁ ତା‌ଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ଧର୍ମପରାୟଣ, ପରୋପକାରୀ, ମେଳାପୀ ବ୍ୟକ୍ତି ଭାବେ ଅଞ୍ଚଳରେ ଜଣାଶୁଣା
Read More...

ବୁବୁଡାରେ ମହାଲକ୍ଷ୍ମୀ ପୂଜା ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଦହିଗାଁ ପଞ୍ଚାୟତ ବୁବୁଡା ଗ୍ରାମରେ ମହାଲକ୍ଷ୍ମୀ ପୂଜା ସହ ୩ ଦିନ ଧରି ପୁରାଣ ପାଠ ହୋଇଥିଲା । ଏବର୍ଷ କରୋନାକୁ ଦେଖି ସୁରୁଖୁରୁରେ ପୂଜା ହୋଇଥିଲା । ଆଜି ସନ୍ଧ୍ୟା ୫ଟା ରେ ଭସାଣି ଯାତ୍ରା ଆରମ୍ଭ ହୋଇଥିଲା । ମୁଖ୍ୟ
Read More...

୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଡିସେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ

ଭୁବନେଶ୍ୱର : ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ୨୭ ତାରିଖରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ୱରରେ ଚାଲିବାକୁ ଥିବାବେଳେ ଏହାକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ମିଳନୀରେ ଦେଶର ବହୁ ବରିଷ୍ଠ ଅଧିକାରୀ ମାନେ
Read More...