Daily Archives

ନୂଆ ବର୍ଷରେ କୋଭିଡ୍‌ ନିୟମ ଉଲଘଂନ କଲେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ

ପାରାଦୀପ,(ଶୁଭ୍ରାଂଶୁ ଶେଖର ପୃଷ୍ଟି): କରୋନା ସଂକ୍ରମଣ ବା କୋଭିଡ୍‌-୧୯ ମହାମରୀକୁ ବର୍ଷେ ପୁରିବାକୁ ବସିଲାଣି । ଜୀବନ ସୁରକ୍ଷା ନିମିତ୍ତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯଦିଓ କରୋନା ସଂକ୍ରମିତଙ୍କ
Read More...

କଲିକତା ବନ୍ଦର ଅଧ୍ୟକ୍ଷ ଭାବେ ବିନିତ୍‌ କୁମାରଙ୍କ ଦାୟିତ୍ୱ ଗ୍ରହଣ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କଲିକତା ବନ୍ଦରର ଅଧ୍ୟକ୍ଷ ବିନିତ୍‌ କୁମାର ମଙ୍ଗଳବାର ଦିନ ପାରାଦୀପ ବନ୍ଦର ନୂତନ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ବନ୍ଦରର ପଣ୍ୟ କାରବାର ସମୀକ୍ଷା କରିଥିଲେ ନୂତନ ଅଧ୍ୟକ୍ଷ । କାର୍ୟ୍ୟରେ
Read More...

ଶୈଲେନ୍ଦ୍ର ସାହୁ ଦେଓଗାଁ ବ୍ଲକ ଯୁବ ବିଜେଡି ସଭାପତି ଭାବେ ମନୋନୀତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଶୈଲେନ୍ଦ୍ର ସାହୁ (ନାଡୁ)ଙ୍କୁ ରାଜ୍ୟ ଯୁବ ବିଜେଡ଼ି ସଭାପତି ଡ. ବୈମକେସ ରାଏ ମନୋନିତ କରିଥିବା ଜଣାପଡ଼ିଛି । ଶ୍ରୀଯୁକ୍ତ ସାହୁ ପୂର୍ବରୁ ମଧ୍ୟ ଦେଓଗାଁ ବ୍ଲକ ବିଜେଡ଼ି ଯୁବ ସଭାପତି ଦାୟିତ୍ବରେ ଥିଲେ ।
Read More...

ପରଲୋକରେ ବିଶିଷ୍ଟ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଶିଷ୍ଟ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ଗତ କିଛି ଦିନ ତଳେ ନିମୋନିଆରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ତେବେ ବୁଧବାର ରାତି ୧୨ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
Read More...

ବିରଳ ପ୍ରଜାତିର ମାଛ ଉଦ୍ଧାର : ଜୋର୍‌ ଧରିଛି ଦେଖଣାହାରୀ‌ଙ୍କ ଭିଡ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ତେଲ ନଦୀରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର କରିଛ‌ନ୍ତି ମତ୍ସ୍ୟଜୀବୀମାନେ ବୋଲି ଖବର ମିଳିଛି । ସୂଚନାଯୋଗ୍ୟ ଯେ, ମତ୍ସ୍ୟଜୀବୀ ସଞ୍ଜୟ ଅଧିକାରୀ ଏବଂ ପ୍ରମୋଦ ନାୟକ ତ ଡଙ୍ଗାରେ ତେଲ ନଦୀରେ ମାଛ ମାରୁଥିବା ବେଳେ ଏକ ବିରଳ ପ୍ରଜାତିର ମାଛ ଆସି ଜାଲରେ
Read More...

ଆଜି ୩୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୦୫ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଅଜଣା ଗାଡି ଧକ୍କାରେ ୨ ମୃତ : ଆମପାଣି ପୋଲିସର ତଦନ୍ତ ଜାରି

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚୟତ ଭୁର୍ଷାଗୁଡା ଛକ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ଏକ ହୃଦୟ ବିଦାରକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । କୌଣସି ଅଜଣା ଗାଡି ଧକ୍କା ଦେବା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା
Read More...

ଏକ୍ସନ ମୁଡ୍‌ରେ ଭିଜିଲାନ୍ସ : ବଲାଙ୍ଗିର ୱେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର କନିଷ୍ଠ ଆକାଉଣ୍ଟାଣ୍ଟ୍ ବିଭୁତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଏକ୍ସନ ମୁଡ୍‌ରେ ଭିଜିଲାନ୍ସ । ବଲାଙ୍ଗିର ୱେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର କନିଷ୍ଠ ଆକାଉଣ୍ଟାଣ୍ଟ୍ ବିଭୁତି ଭୂଷଣ ବିନ୍ଧାଣୀଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ହୋଇଛି । ବଲାଙ୍ଗିର ସାଲେପାଲି ସାର୍କିଟ୍ ହାଉସ ନିକଟ ତିନି ମହଲା
Read More...

ଭିଜିଲାନ୍ସ ଜାଲରେ କୋର୍ଟରେ କାମକରୁଥିବା ଏଏସ୍‌ଆଇ

ଜଗତସିଂହପୁର, (କେପିଏନ୍‌ଏସ୍‌) : କୋର୍ଟରେ କାମକରୁଥିବା ଏଏସ୍‌ଆଇଙ୍‌ଙ୍କ ଘରେ ଭିଜିଲାନ୍ସ । ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାମକରୁଥିବା ଏଏସ୍‌ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ରେଡ଼୍‌ କରିଛି ଭିଜିଲାନ୍ସ । ସୂଚନା ଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ
Read More...

ମାର୍କେଟ୍‌ରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୨୫ ଟଙ୍କା, ଭେଣ୍ଡି - ୬୦ ଟଙ୍କା, ବିମ୍‌ - ୫୦ ଟଙ୍କା, ସିମ୍ବ - ୬୦ ଟଙ୍କା, ଆଳୁ - ୩୦ ଟଙ୍କା, ପିଆଜ - ୪୦ ଟଙ୍କା,
Read More...