Daily Archives

ଆଜି ୩୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖସୁଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଆଜି ୩୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ
Read More...

ଆଜିଠାରୁ ଦର୍ଶନ ଦେବେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଅପକ୍ଷୋର ଅନ୍ତ ହୋଇଛି । ବିଶ୍ୱମହାମାରୀ କରୋନା ଯୋଗୁଁ ଦୀର୍ଘ ମାସ ଧରି ବନ୍ଦ ହୋଇଯାଇଥିଲା ଲିଙ୍ଗରାଜ ମନ୍ଦିର । ତେବେ ଆଜିଠାରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ମିଳିବ ସୁଯୋଗ
Read More...

ବୟସରେ ଦୁଇ ଭାଇଙ୍କ ଶତକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଧାରୋଲ ନିବାସୀ ଗୋବିନ୍ଦ ପ୍ରଧାନ (୧୦୬) ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ସାନ ଭାଇ ଶ୍ରୀପତି ପ୍ରଧାନ ୧୦୦ ବର୍ଷ ଅତିକ୍ରମ କରି ରେକର୍ଡ କରିଛନ୍ତି । ଗୋବିନ୍ଦ ପ୍ରଧାନ ୧୯୧୪ ମସିହାରେ ଧାରୋଲ ଗ୍ରାମରେ
Read More...

ଡିସେମ୍ବର ୨୯ରେ ୪ଟି ପ୍ରସଙ୍ଗ ସହିତ ପରବର୍ତ୍ତୀ ରାଉଣ୍ଡ ଆଲୋଚନା ପାଇଁ କୃଷକ ସଂଗଠନ ସରକାରଙ୍କୁ ପ୍ରସ୍ତାବ ପଠାଇଲେ

ନୂଆଦିଲ୍ଲୀ : କେନ୍ଦ୍ରର ତିନୋଟି କୃଷି ନିୟମକୁ ବିରୋଧ କରି କୃଷକ ସଂଗଠନ ଶନିବାର ଦିନ ପୁଣି ସରକାରଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ପରବର୍ତ୍ତୀ ପର୍ୟ୍ୟାୟ ଆଲୋଚନା ପାଇଁ ଡିସେମ୍ବର ୨୯ ତାରିଖ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍‌ଦ୍ୱାରା ନୂତନ ଆଇନ ଉପରେ ଆଲୋଚନା
Read More...

ଆଜିର ମାର୍କେଟ୍‌ରେ ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି - ୪୦ ଟଙ୍କା, ବଂଧାକୋବି - ୩୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୩୦ ଟଙ୍କା,
Read More...

ହାତୀ ଉତ୍‌ପାତ୍‌ : ୨ ନାବାଳକଙ୍କୁ ଦଳି ଦେଲା

ଅନୁଗୁଳ : ହାତୀ ଉତ୍‌ପାତ୍‌ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଂଚଳରେ ବଢ଼ି ବଢ଼ି ଚାଲିଥିବା ବେଳେ ପୁଣି ଦୁଇ ଜଣ ନାବାଳକଙ୍କୁ ଗୋଠ ଖଣ୍ଡିଆ ଦନ୍ତା ହାତୀ ଦଳି ଦେଇଥିବା ଖବର ମିଳିଛି । ସୂଚନା ଅନୁସାରେ ଛେଣ୍ଡିପଦା ରେଂଜ୍‌ ଅନ୍ତର୍ଗତ ମଣ୍ଡୁଆ ଗ୍ରାମର ଶୁଭକାନ୍ତ ରାଉତଙ୍କ ପୁଅ ଶ୍ରୀକାନ୍ତ(୧୩)
Read More...

ମାଁ ବସ୍ତ୍ରେନ୍‌ ମାଉଲି ପଂଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ୍‌ : ଉଡାର ଦଳ କୁ ହରାଇ ଖଇରା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ଜାମତରା ଗ୍ରାମର ଖେଳପଡିଆ ଠାରେ ମାଁ ବସ୍ତ୍ରେନ ମାଉଲି ପଂଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ପଂଚମ ଦିନରେ ପହଂଚିଥିବା ବେଳେ ଖଇରା ଓ ଉଡାର ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ପ୍ରଥମେ
Read More...

ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ’ ସ୍କୁଲ ଅଭିଯାନ : ସ୍କୁଲର ମୌଳିକ ସମସ୍ୟାର ସମାଧାନ ପାଇଁ ଆଗେଇ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଜୋତ୍ସାଞ୍ଜଳୀ ସାହୁଙ୍କ ଆବାହକତ୍ବରେ ଶନିବାର ୧୧ଟା ସମୟରେ ମୋ' ସ୍କୁଲ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଶ୍ରୀମତୀ ସାହୁ ସରକାରଙ୍କ ଉଦ୍ଦେଶ୍ୟ ବିଷୟରେ ଅବଗତ କରିବା ସହ
Read More...