Daily Archives

ଖଲିପଥର ଗ୍ରାମରେ ଲକ୍ଷ୍ମୀ ପୂଜା ପାଳିତ

ବେଲପଡା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ଖଲିପଥର ଗ୍ରାମରେ ମା' ଲକ୍ଷ୍ମୀଙ୍କ ପୂଜା ଘରେ ଘରେ ପାଳିତ ହେଇଥିବା ବେଳେ ଗଉଡପଡ଼ାବାସୀ ଏକତ୍ରୀତ ହୋଇ ମା'ଙ୍କ ପୂଜା କରିଛ‌ନ୍ତି । ପୂଜକ ଓ ବ୍ୟାସ ପଣ୍ଡିତ ପ୍ରଫୁଲ୍ଲ କୁମାର ରଥ ପୂଜାର୍ଚ୍ଚନା ଓ ପୁରାଣ
Read More...

କଳାହାଣ୍ଡିରେ ନୂଆ ଏସ୍‌ପି ଆଇପିଏସ୍‌ ଡା. ଶ୍ରବଣ ବିବେକ ଏମ୍‌

କଳାହାଣ୍ଡି, (ଭରତ ବିଶି) : ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏହି କ୍ରମରେ କଳାହାଣ୍ଡିରେ ନୂତନ ଏସ୍‌ପି ଭାବେ ଡା. ଶ୍ରବଣ ବିବେକ ଏମ୍‌ ଯୋଗଦାନ କରିବେ । ପୂର୍ବରୁ ସେ ରାୟଗଡା ଏସ୍‌ପି ଦାୟିତ୍ୱରେ ରହିଥିଲେ । କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧରଙ୍କୁ
Read More...

ଆଜି ଶେଷ ମାଣବସା ଗୁରୁବାର : ଓଡ଼ିଶାର ଘରେ ଘରେ ପୂଜା ପାଉଛ‌ନ୍ତି ମା’ ମହାଲକ୍ଷ୍ମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶେଷ ମାଣବସା ଗୁରୁବାର । ଓଡ଼ିଶାର ଘରେ ଘରେ ପୂଜା ପାଉଛ‌ନ୍ତି ମା' ମହାଲକ୍ଷ୍ମୀ । ହିନ୍ଦୁ ଧର୍ମର ଅନ୍ନପୂର୍ଣ୍ଣା ବୋଲି ମା' ଲକ୍ଷ୍ମୀଙ୍କୁ କୁହାଯାଇଛି । ସମ‌ସ୍ତ ବିବାହିତା ନାରୀ ଏହି ବ୍ରତ ପାଳନ୍ତି । ମାର୍ଗଶିର ମାସର ପ୍ରତ୍ୟେକ ପାଳି ବୁଧବାର
Read More...

ନୃସଂଶ କାଣ୍ଡ ଭିଆଇଁଲେ ମାଓବାଦୀ : ଘରୁ ଡାକି ନେଇ ଗାଁମୁଣ୍ଡରେ କଲେ ହତ୍ୟା

ମାଲକାନଗିରି : ଆଜି ପୁଣି ମାଓବାଦୀମାନେ ଭିଆଇଛନ୍ତି ନୃସଂଶ କାଣ୍ଡ । ସୂଚନା ଅନୁସାରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୁଲିସ ଇନଫର୍ମର କହି ହାତ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦେଇଥିବା ଖବର ମିଳିଛି। ମୃତକ ଜଣକ ହେଉଛନ୍ତି
Read More...

କୁରୁଲ ରାମଜୀ ଉଚ୍ଚ ବିଦ୍ୟାଳୟ : ପ୍ରାକୃତିକ ଶୋଭାରେ ଉଦାହରଣ ସାଜିଛି

ପୁଇଁ‌ନ୍ତଲା, (କେପିଏନ୍‌ଏସ୍‌) : ପୁଇଁ‌ନ୍ତଲା ‌ବ୍ଲକ କୁରୁଲ ରାମଜୀ ଉଚ୍ଚ ବିଦ୍ୟାଳୟ ସବୁବେଳେ ପ୍ରାକୃତିକ ଶୋଭାରେ ଉଦାହରଣ ହୋଇ ନିଜକୁ ପ୍ରତି‌ଷ୍ଠିତ କରିପାରିଛି ଜିଲ୍ଲାରେ । ଔଷଧୀୟ ଗଛ ବୃକ୍ଷ ତଥା ମଲ୍ଲୀ, ମାଳତୀ, ଟଗର ଆଦି ଫୁଲର ସମ୍ଭାରରେ ସବୁବେଳେ ସୁଗ‌ନ୍ଧିତ ଉଚ୍ଚ ବିଦ୍ୟାଳୟର
Read More...

ଆଜି ମାର୍କେଟ୍‌ରେ ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୩୫ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୬୦ ଟଙ୍କା, ଲୋକାଲ କଂଚା ମଟର - ୪୦ ଟଙ୍କା, ଝୁଲଣ (ଝୁନ୍‌ଗା) - ୪୦
Read More...

ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ : ଆଜି ଉଦଘାଟନୀ ମ୍ୟାଚରେ ପଦ୍ମପୁର ରାଜବୋଡ଼ାସମ୍ବର ସ୍ଫୋଟିଂ ଓ ବଲାଙ୍ଗିର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ଛିନ୍ଦେଇକେଲା ଗ୍ରାମର ଲୋକସଂଖ୍ୟା ପାଖାପାଖି ୨୦୦୦ । ଏହା ଜାମସେଠ ବସଷ୍ଟାଣ୍ଡରୁ ପାଖାପାଖି ୫ କିମି ଦୂରରେ ଅବସ୍ଥିତ । ଛିନ୍ଦେଇକେଲାକୁ କିଏ ନ ଜାଣେ, ଛୋଟ ଛୋଟ ଗାଁ, ଜିଲ୍ଳା, ରାଜ୍ୟର କ୍ରୀଡ଼ାପ୍ରେମୀ ସଭିଏଁ ଜାଣ‌ନ୍ତି
Read More...