Daily Archives

ତାଲିମ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ତାଲପାଲି ହାଇସ୍କୁଲ ହଲ ଠାରେ ମାସ୍‌ ଅନୁଷ୍ଠାନ ତରଫରୁ କରୋନା ଯୋଦ୍ଧା ଭାବେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସରପଞ୍ଚ, ଜିଆରଏସ, ୱାର୍ଡମେମ୍ବର, ଗ୍ରାମସାଥୀ, ଏମବିକେ, ସିଆରପି, ବ୍ୟାଙ୍କମିତ୍ର,
Read More...

କୋକସରା ଠାରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଧର୍ମଗଡ଼, (ଭରତ ବିଶି) : ଆଜି କୋକସରା ଠାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ତତ୍ବାବଧାନରେ ସମଗ୍ର ରାଜ୍ୟର ବ୍ଳକ୍, ବିଧାନସଭା
Read More...

ଜନତା ଜନାର୍ଦ୍ଦନ

ଶରଦିନ୍ଦୁ ଭୂଷଣ ହୋତା ବ୍ୟକ୍ତିଗତ, ସମଷ୍ଟିଗତ, ସରକାରୀ ବା ବେସରକାରୀ ଯେଉଁ କ୍ଷେତ୍ରରେ ଯିଏ ଯାହା ବି କରୁଛି, ତାର କାମ ପଛରେ ଲୋକ ହିତୈଷଣା ଯେ ଅସଲ ଉଦ୍ଦେଶ୍ୟ- ଏକଥା ଅହରହ ଘୋଷଣା କରୁଛି । ଲୋକଙ୍କ ପାଇଁ ଶାସନ ଚାଲିଛି । ଗଣତନ୍ତ୍ର ବୋଲି ଯାହା ଯେମିତି ଚାଲିଛି, ତହିଁରେ କୁଆଡେ଼
Read More...

ବନାରସ ଗ୍ରାମରେ ଲଷ୍ମୀ ପୂଜା ଉପଲକ୍ଷେ ପାରାୟଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ବନାରସ ଗ୍ରାମରେ ୭୦ତମ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତିନି ଦିନ ଧରି ସରକାରଙ୍କ କରୋନା କଟକଣା ନିୟମକୁ ପାଲନ କରି ପାରାୟଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ।ପାରାୟଣ ଗାୟିକା
Read More...

ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ଦାବୀରେ ନେତାଜୀ ସଂଗ୍ରାମ ପରିଷଦର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବୀରେ ନେତାଜୀ ସଂଗ୍ରାମ ପରିଷଦ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
Read More...

ନିଆଁ ଲାଗି ପୋଡିଗଲା ୪ ଦୋକାନ

ଭୋଗରାଇ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କର୍ମଦା ବଜାରରେ ଅଗ୍ନିକାଣ୍ଡ ଘଟି ୪ ଦୋକାନ ପୋଡ଼ି ଯାଇଥିବା ଖବର ମିଳିଛି । ବୁଧବାର ଭୋର ୪ଟା ସମୟରେ ୪ଟି ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ିନାହିିଁ। ଅଗ୍ନିକାଣ୍ଡ ଫଳରେ ଦୁଇଟି ଫଳ ଦୋକାନ ଓ ଦୁଇଟି
Read More...

ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ କି ଝଟ୍‌କା !

କୋଲକାତା : ଦିନକୁ ଦିନ ମମତାଙ୍କ ରାଜନୀତିକ ପତିଆରା କ୍ଷୀଣ ହେବାରେ ଲାଗିଥିବା ଅନୁମାନ କରାଯାଉଛି । ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ସାଂସଦ ସୁନିଲ ମଣ୍ଡଳ ମମତାଙ୍କ ହାତ ଛାଡି ବିଜେପିରେ ଯୋଗ ଦେବା ପରେ ମମତାଙ୍କ ପାଇଁ ଆହୁରି ଅଡୁଆ ବଢି ଚାଲିଛି । ଏଭଳି ସ୍ଥିତିରେ ଆଜି
Read More...

ଆଜି ରାଜ୍ୟରେ ୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୬୪ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୦ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଭାରତର ୧୦ଟି ଏଭଳି ଶୀତଳ ସ୍ଥାନ, ଯେଉଁଠି ହାତୁଡ଼ିରେ ଅଣ୍ଡା ଏବଂ ଟମାଟୋ ଭାଙ୍ଗିବାକୁ ପଡେ

ନୂଆଦିଲ୍ଲୀ : ଶୀତ ଋତୁ ଭାରତର କିଛି ଅଂଶରେ ସୌନ୍ଦର୍ୟ୍ୟ ବଢ଼ାଇ ଥାଏ । ବିଶେଷ କରି ଦକ୍ଷିଣ ଭାରତରେ ଏହାର ସୌ‌ନ୍ଦର୍ୟ୍ୟ ଅଧିକ ଦେଖିବାକୁ ମିଳେ । ଏଥି ସହିତ, ଏପରି କିଛି ସ୍ଥାନ ଭାରତରେ ଅଛି ଯେଉଁଠାରେ ଶୀତର ଅର୍ଥ ହେଉଛି କଠିନ ପାଗ । ଅତ୍ୟଧିକ ଶୀତଳ ପବନ ଏବଂ ତାପମାତ୍ରା ହ୍ରାସ ହେତୁ
Read More...

ଅଳିଆରେ ଭର୍ତ୍ତି ତାଲପାଲିପଡା ସ୍କୁଲ ଛକ : ପୈାରପାଳିକାର କାମ ଶୂନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନେ ନୁହେଁ କି ଦୁଇ ଦିନ ନୁହେଁ ବାର ମାସ ଯାକ ଏଠି ଆର୍ବଜନାମୟ । ବଲାଙ୍ଗିର ସହରର ତାଲପାଲିପଡା ସ୍କୁଲ ଛକରେ ଆର୍ବଜନା ପଡି ରହିଥିବାରୁ ଦୁର୍ଗନ୍ଧ ଛୁଟୁଛି, ଯେଉଁଥି ପାଇଁ ଏ ରାସ୍ତାରେ ଯିବା ଆସିବା ପାଇଁ ପସନ୍ଦ କରନ୍ତି ନାହିଁ । ଏହାକୁ ନେଇ ଜୋର୍‌
Read More...