Daily Archives

ଭୋକ ହଡ଼ତାଲରେ କୃଷକ : ଦିଲଜିତ ଦୋସାଞ୍ଜ ଆଜି ଗାଜିପୁର ସୀମାରେ ପହଞ୍ଚିବେ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନର ୨୭ ତମ ଦିନ । ଶୀତଦିନେ ଠିଆ ହୋଇଥିବା ଚାଷୀଙ୍କ ସହ କଥାବାର୍ତ୍ତା କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଅନ୍ୟପକ୍ଷରେ କୃଷକ ସଂଗଠନ ସହ କଥା ହେବା ପାଇଁ କୃଷି ମନ୍ତ୍ରଣାଳୟ ଏକ ପ୍ରସ୍ତାବ ପଠାଇଛି । ଆଜି କୃଷକ ସଂଗଠନ ଉପବାସରେ ।
Read More...

ଆବାସ ଯୋଜନାରେ ଘରଟିଏ ପାଇଁ ଅପେକ୍ଷାରେ ମାଲପଡା ଗାଁର ଦହନା ଧରୁଆ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସରକାରଙ୍କ ମାଳ ମାଳ ଯୋଜନା । ଅଧିକାଂଶ ଯୋଜନା ପହଞ୍ଚି ପାରୁନାହିଁ ପ୍ରକୃତ ହିତାଧିକାରୀଙ୍କ ପାଖରେ । ଯେଉଁମାନେ ଅଯୋଗ୍ୟ ସେମାନଙ୍କ ପାଖକୁ ସବୁ ଯୋଜନା ପହଞ୍ଚି ପାରୁଛି, କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କୁ ନିଜ ଆଖି ଆଗରେ ଦେଖି ମଧ୍ୟ ନଦେଖିଲା ପରି ଅଭିନୟ
Read More...

ଆଜି ରାଜ୍ୟରେ ୩୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୬୩ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ବଲାଙ୍ଗିର ସ୍ପେଶାଲ୍‌ ପ୍ଲାନିଂ ଅଫିସର୍‌ ଜୀବଦିଶ ପାତ୍ର ପଡ଼ିଲେ ଭିଜିଲାନ୍ସ ଜାଲରେ : ଆୟ ବହିର୍ଭୂତ ସଂପତ୍ତି ଠୁଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ପେଶାଲ୍‌ ପ୍ଲାନିଂ ଅଫିସର୍‌ ଜୀବଦିଶ ପାତ୍ର ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି । ଆଦର୍ଶପଡ଼ା ସ୍ଥିତ ତାଙ୍କ
Read More...

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସାଂଗଠାନିକ ବୈଠକ ସଂପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ୨୦ ତାରିଖ ଦିନ ରେଲୱେ ଷ୍ଟେସନ ସ୍ଥିତ ହରିଓଂ ଭବନ ଠାରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାଦେବଙ୍କଠାରେ ପୂଜା ଅର୍ଚ୍ଚନା ତଥା ଦୀପ ପ୍ରଜ୍ୱଳନ
Read More...

ଉଦ୍‌ଯାପିତ ହେଲା ତୃତୀୟ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା, (କେପିଏନ୍‌ଏସ୍‌) : କେସିଙ୍ଗା ବ୍ଲକର ବନ୍ଦପଡା ଠାରେ ଚାଳିଥିବା ତୃତୀୟ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ୧୨ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍ ତୁଲାପଡା ଓ ଚିଚର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ୧-୦ ଗୋଲରେ ଚିଚର୍ଲା ବିଜୟ
Read More...

ଆଜିର ପାଖାପାଖି ପନିପରିବା ଦର ବଲାଙ୍ଗିର ମାର୍କେଟ୍‌ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି - ୨୫ ଟଙ୍କା, ବଂଧାକୋବି - ୧୬ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା,
Read More...

ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପଧାନ) : ରବିବାର ଦିନ ନିଷ୍ଠା ପରିବାର ତରଫରୁ ବିରିମାଲ ଛକ, ବରଗଡ ଠାରେ ର‌କ୍ତ ସଂଗ୍ରହ ଭ୍ୟାନ୍‌ ଦ୍ବାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ
Read More...

ମଧୁମୟ କଳା ସଂଗଠନର ଆଲୋଚନା ଚକ୍ର

ବରଗଡ଼, (ନିରୋଜ କୁମାର ପାଣୀ) : ମଧୁମୟ କଳା ସଂଗଠନ ଏବଂ ହଜାରୁ ବାଗ ଫାଉଣ୍ଡେସନର ମିଳିତ ଆନୁକୁଳ୍ୟରେ ମଧୁମୟ କଳା ସଂଗଠନର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ରରେ ସାଂପ୍ରତିକ ସ୍ଥିତିରେ ଲୋକକଳା ସଂସ୍କୃତି ଏବଂ କଳାକାର ପ୍ରସଙ୍ଗ ଉପରେ ମୁଖ୍ୟ ଅତିଥି ଭାବରେ ମୁକ୍ତାକାଶ
Read More...

ବିଧବା ଭତ୍ତା ଅପେକ୍ଷାରେ ୭୦ ବର୍ଷିୟା ବୃଦ୍ଧା ଫୁଲମତୀ ମାଝୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ମାଲପଡା ଗାଁରେ ରୁହନ୍ତି ୭୦ ବର୍ଷିୟା ବୃଦ୍ଧା ଫୁଲମତୀ ମାଝୀ । ଦେହରେ ବଳ ନାହିଁ, ବାଡି ଧରି ଚଲାବୁଲା କରନ୍ତି । କାନକୁ କୈାଣସି କଥା ଶୁଭୁ ନାହିଁ । ଅତି ଦୟନୀୟ ଅବସ୍ଥାରେ ଜୀବିକା ନିର୍ବାହ କରୁଛନ୍ତି । ସ୍ବାମୀ ବହୁ
Read More...