Daily Archives

ଆଇନଜୀବୀ ଗୋପୀନାଥ ଅଗ୍ରୱାଲଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍ଏସ୍) : ଆଇନଜୀବୀ ଗୋପୀନାଥ ଅଗ୍ରୱାଲ(୮୨)ଙ୍କ ଗତ ୧୯ ତାରିଖ ଦିନ ପରଲୋକ ହୋଇଯାଇଛି। ଆରଏସଏସ.ର ସକ୍ରିୟ ସଦସ୍ୟ ସ୍ବର୍ଗତ ଅଗ୍ରୱାଲ ବଲାଙ୍ଗିର ଟେକ୍ସ ବାର୍ ଆସୋସିଏସନରେ ମଧ୍ୟ ଏକଦା ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ। ବଲାଙ୍ଗିର ସରସ୍ଵତୀ ବିଦ୍ୟା ମନ୍ଦିରରେ ମଧ୍ୟ
Read More...

ସୋନଗଡ ନଦୀରେ ବ୍ୟାରେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ମରୁଡି ପ୍ରପୀଡିତ ଦେଓଗାଁ ବ୍ଲକ ଓ ସଦର ବ୍ଲକର ୩୨୦୦ ଏକର ଜମିକୁ ଜଳସେଚିତ କରିବାକୁ ଥିବା ପ୍ରସ୍ତାବିତ ସୋନଗଡ ବ୍ୟାରେଜ କରାଇବାକୁ ଦାବୀ ହେଉଛି । ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଏହି ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ
Read More...

ଆଜି ରାଜ୍ୟରେ ୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୭୨ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

କୃଷକ ସଂଗଠନ ଦେଲେ ସରକାରଙ୍କୁ ଖୋଲା ଚିଠି : ସରକାର ଦୁଷ୍ପ୍ରଚାର କରୁଛନ୍ତି

ନୂଆଦି‌ଲ୍ଲୀ : କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ୨୫ ଦିନରେ ପହଂଚିଛି । ବହୁ ସଂଖ୍ୟାରେ କୃଷକ ଦିଲ୍ଲୀ ସୀମାରେ ବିରୋଧ କରୁଛନ୍ତି । କୃଷି ଆଇନ ବାତିଲ କରିବାକୁ ସେମାନେ ଦାବୀ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମିଳିତ ଖୋଲା
Read More...

ମମତା ବାନାର୍ଜୀଙ୍କ ଗଡ଼ରେ ବିଜେପିର ଦବ୍‌ଦବା : ଶାହା ଆଜି କରିବେ ରୋଡ଼ ସୋ’

କୋଲକାତା : ମମତା ବାନାର୍ଜୀଙ୍କ ଗଡ଼ରେ ବିଜେପିର ଦବ୍‌ଦବା ବଢ଼ି ବଢ଼ି ଚାଲିଛି । ତୃଣମୂଳ କଂଗ୍ରେସର ବିଧାୟକମାନେ ଧୀରେ ଧୀରେ ବିଜେପି. ମୁହାଁ ହେଉଥିବା ବେଳେ ମମତା ସରକାରକୁ ବିଶେଷ ଝଟ୍‌କା ଲାଗିଥିବା ଜଣାପଡ଼ିଛି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ
Read More...

ବିଭତ୍ସ ଅ‌ନ୍ଧବି‌ଶ୍ୱାସ : ନୃଶଂସ ହତ୍ୟାକା‌ଣ୍ଡ

କୋରାପୁଟ : ବିଭତ୍ସ ଅନ୍ଧବିଶ୍ୱାସ ଯୋଗୁଁ ନୃଶଂସ ହତ୍ୟାକା‌ଣ୍ଡ ଘଟିଛି । ଗୁଣିଗାରେଡି ସନ୍ଦେହରେ ଗଳାକାଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଦେଲେ ଓ ଶରୀରକୁ ନଦୀ କୂଳରେ ପୋତିଦେଲେ ହତ୍ୟାକାରୀ ବୋଲି ଖବର ମିଳିଛି। ମାଲକାନଗିରି ପଡିଆ ଅଂଚଳରେ ଏଭଳି ଅଭବାନୀୟ ଘଟଣା
Read More...

ଲ୍ୟାଣ୍ଡମାଇନ୍ ଉଦ୍ଧାର ହେଲା ସ୍ୱାଭିମାନ ଅଞ୍ଚଳରୁ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ୍ ଯବାନମାନେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଥିବାର ଖବର ମିଳିଛି । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ ପଲଙ୍କ ନେତୃତ୍ୱରେ ଗତକାଲି ସ୍ୱାଭିମାନ ଅଞ୍ଚଳର ପିପଲପଦର ଠାରୁ ନାକାମାମୁଡ଼ି ମଧ୍ୟରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଙ୍ଗଲରୁ ଲ୍ୟାଣ୍ଡମାଇନ
Read More...

ପ୍ରଧାନମନ୍ତ୍ରୀ ଆବାସ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଘୁନେଶ ଗ୍ରା:ପ: ଅନ୍ତର୍ଗତ ବର୍ଲା ଗାଁର ବୈଷ୍ଣବ ନାଗ ପ୍ରଧାନମନ୍ତ୍ରୀ ଆବାସ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଜଣାପଡ଼ିଛି । ବର୍ତ୍ତମାନ ହିତାଧିକାରୀଙ୍କ ସ୍ତ୍ରୀ ମାନସିକ ରୋଗରେ ପୀଡ଼ିତା । ପୁଣି ଦୁଇ ନାବାଳିକା କନ୍ୟାଙ୍କୁ ନେଇ
Read More...

ବ୍ଲକ୍‌ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ : ପ୍ରସ୍ତାବିତ କୃଷି ବିଶ୍ୱ ବିଦ୍ୟାଳୟ ଦେଓଗାଁରେ ସ୍ଥାପନ ଦାବୀ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜେଡ଼ି ପକ୍ଷରୁ ଶନିବାର ଅପରାହ୍ନରେ ଦେଓଗାଁ ଡ଼ାକ ବଙ୍ଗଳାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ ସ୍ତରୀୟ ବିଜେଡ଼ି ନେତାମାନେ ପ୍ରକାଶ କରିଛନ୍ତି ଯେ, କେବିକେ ଅଞ୍ଚଳରେ ଦ୍ୱିତୀୟ କୃଷି
Read More...

ବିଜ୍ଞାନ ଓ ଆତ୍ମନିର୍ଭର ଭାରତ ଶୀର୍ଷକ ୱେବିନାର

ଭୁବନେଶ୍ୱର, (ପିଆଇବି) : ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ବିଜ୍ଞାନ ଓ ଆତ୍ମନିର୍ଭର ଭାରତ ଶୀର୍ଷକ ଏକ ୱେବିନାର ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ନୂଆଦିଲ୍ଲୀଠାରେ ଭର୍ଚୁଆଲ ମୋଡରେ ହେବାକୁ ଥିବା ଭାରତ ଆନ୍ତର୍ଜାତିକ
Read More...