Daily Archives

+୨ ବାଣିଜ୍ୟ ୨୦୧୫ ବ୍ୟାଚ୍‌ ଛାତ୍ରଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତି ବର୍ଷ ଭଳିି ଏ ବର୍ଷ ମଧ୍ୟ ରାଜେନ୍ଦ୍ର କଲେଜର ୨୦୧୫ରୁ ୨୦୧୭ ମସିହା ପର୍ଯ୍ୟନ୍ତ ପାଠ ପଢୁଥିବା ବାଣିଜ୍ୟ ବିଭାଗର ଛାତ୍ର ମାନଙ୍କ ସ୍ଥାନୀୟ ଭୀମ୍‌ ଡୁଙ୍ଗୁରୀ ଠାରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ୪୦ରୁ ଅଧିକ ଛାତ୍ରମାନେ
Read More...

ପଶ୍ଚିମବଙ୍ଗ ଗସ୍ତର ଅନ୍ତିମ ଦିନରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନ୍‌ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ…

 ସଫଳତା ପାଇଁ ଓଏନଜିସିକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଉତ୍ପାଦନ ବେସିନ ଦ୍ୱାରା ସର୍ବୋତ୍କୃଷ୍ଟ ମାନର ଅଶୋଧିତ ତୈଳ ଉତ୍ପାଦନ କରାଯିବ ଉତ୍ପାଦିତ ଅଶୋଧିତ ତୈଳକୁ ହଳଦିଆ ରିଫାଇନାରୀକୁ ନିଆଯିବ ପଶ୍ଚିମବଙ୍ଗର ବିକାଶ ଓ ଅଭିବୃଦ୍ଧି ପାଇଁ ନୂଆ ସମ୍ଭାବନା ଆଣିବ ପଶ୍ଚିମବଙ୍ଗରେ
Read More...

ସ୍ଥିର ହ୍ରାସ ସହିତ ଭାରତରେ ସକ୍ରିୟ ମାମଲା ୩.୦୫ ଲକ୍ଷକୁ ଖସିଲା

• ବିଗତ ୨୧ ଦିନ ଧରି କ୍ରମାଗତ ଦୈନିକ ମାମଲା ୪୦,୦୦୦ରୁ କମ୍ ରେକର୍ଡ କରାଯାଇଛି• ମୋଟ ସକ୍ରିୟ ମାମଲାର ୬୬ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆଦିଲ୍ଲୀ, (ପିଆଇବି) : ଭାରତରେ ସକ୍ରିୟ କୋଭିଡ ମାମଲାର ସଂଖ୍ୟା କ୍ରମାଗତ ଭାବେ ନିମ୍ନଗାମୀ ହେବାରେ ଲାଗିଛି । ମୋଟ ସକ୍ରିୟ
Read More...

ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ଭିତ୍ତିଭୂମି ସମୀକ୍ଷା କଲେ ୫ଟି ସଚିବ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ଭିତ୍ତିଭୂମି ପରିଦର୍ଶନ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ରବିବାର ଦିନ ପାରାଦୀପ ଗସ୍ତରେ ଆସିଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ୫ଟି ସଚିବ ଭି. କେ. ପାଣ୍ଡିୟାନ, ବାଣିଜ୍ୟ ଓ ପରିବହନ
Read More...

୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ଉଦ୍‌ଘାଟିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ମଧୁବନସ୍ଥିତ ସାଗରିକା କଳା ନିକେତନ ଠାରେ ୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ରବିବାର ସଂନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଆନୁଷ୍ଠାନିକ
Read More...

ଜି.ବି.ୱାଇ.ଏସ. ରାଏପାଲି ପକ୍ଷରୁ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ରତନପୁରକୁ ହରାଇ ରାଏପାଲି ଦଳ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ରାଏପାଲି ଜି.ବି. ୱାଈ.ଏସ କ୍ରିକେଟ କ୍ଳବ୍ ପକ୍ଷରୁ ରବିବାର ଦିନ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରତନପୁର, ରତାଖଣ୍ଡି, ସିନାଖମନ୍, ରାଏପାଲି (ଏ), ଗଡଦ୍ବାର, ଘୁଚିପାଲି,
Read More...

ସମଲପୁରୀ କେଲେଣ୍ଡର ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ନିକଟସ୍ଥ ନିଳକଣ୍ଠେଶ୍ୱରପୁର ଶୈବପୀଠ ପ୍ରାଙ୍ଗଣରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ଆୟୋଜିତ କବି, କବିୟତ୍ରୀ, କଳାକାର ଓ ସଂଗଠକ ମାନଙ୍କ ସମାବେଶରେ ସମ୍ବଲପୁର, ବରଗଡ, ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ପ୍ରମୁଖ
Read More...

ଭୂମିକାର ବାର୍ଷିକ ଅଧିବେଶନ ଏବଂ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଭୂମିକାର ବାର୍ଷିକ ଅଧବବେଶନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଚନ୍ଦନଭାଟି ଠାରେ ଆୟୋଜିତ ବୈଠକରେ ଅନୁଷ୍ଠାନର ସଭାପତି ନୟନକିଶୋର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ବିରେନ୍ଦ୍ର ବନ୍‌ଛୋର୍‌
Read More...

ନିଆଁ ଲାଗି ଜଳିଗଲା ୧୪ଟି ଧାନଖରି

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମର ଏକ ସାମୁହିକ ଖଳାରେ ଆଜି ଅପରାହ୍ନରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟିବାରୁ ୪ ଜଣ ଚାଷୀଙ୍କ ଛୋଟ ବଡ ପ୍ରାୟ ୧୪ ଗୋଟି ଧାନଖରି ପୋଡି ଯାଇଥିବା ଜଣାପଡିଛି । ଗାଁ ଠାରୁ ପ୍ରାୟ
Read More...

ବସ ମାଲିକ ସଙ୍ଘର ନିର୍ବାଚନ : ହେମନ୍ତ ସଭାପତି ଓ ପ୍ରଦ୍ୟୁତ ସମ୍ପାଦକ ଭାବେ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବସ ମାଲିକ ସଙ୍ଘର କାର୍ୟ୍ୟକର୍ତା ନିର୍ବାଚନ ହୋଇଯାଇଛି । ଏହି ନିର୍ବାଚନରେ ହେମନ୍ତ ପଣ୍ଡା ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସୋମେନ୍ଦ୍ର ପରି‌ଚ୍ଛା ଉପ ସଭାପତି, ସମ୍ପାଦକ ଭାବେ ପ୍ରଦ୍ୟୁତ ମିଶ୍ର, ସହ ସମ୍ପାଦକ ଭାବେ ପଞ୍ଚାନନ
Read More...