Daily Archives

ଏନ୍‌ଏସ୍‌ଏ ଲାଗିଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ : କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଲା

ଭୁବନେ‌ଶ୍ୱର : କମିଶନରେଟ ପୋଲିସ ନିର୍ଦ୍ଦେଶରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟ ନାଁରେ ଏନ୍‌ଏସ୍‌ଏ ଲାଗିଥିବା ସୂଚନା ମିଳିଛି । ଦାଦାବଟି ଅଦାୟ ଓ ଲୋକଙ୍କୁ ଭୟଭୀତ କରୁଥିବା ତଥା ଗୁଣ୍ଡାଗର୍ଦ୍ଦି ଯୋଗୁଁ ଏନଏସଏ ଲାଗୁ ହୋଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଜଣେ ଜାମିନ୍‌ଦାର୍‌ ଓ ୨୦ ହଜାର
Read More...

କପିଳାସ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ୩ ଗିରଫ

ଢେଙ୍କାନାଳ : କପିଳାସ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲେ ସୁଦ୍‌ଦ୍ଧା ବନବିଭାଗର ଅଜଣାତରେ ଅନେକ ସମୟରେ ଜଙ୍ଗଲରୁ ପଶୁମାନଙ୍କୁ ଶିକାର କରାଯାଉଥିବା
Read More...

ସଇଁନ୍ତଳା ବ୍ଲକ କଂଗ୍ରେସର ସାଙ୍ଗଠାନିକ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ବିରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ ସ୍ଥାନୀୟ କଂଗ୍ରେସ କାର୍ୟ୍ୟାଳୟରେ ବ୍ଲକ ପୁନଃଗଠନ ସମ୍ବନ୍ଧୀୟ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତ ୧୩ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ମାତ୍ର ୩ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ଜଣେ ଓ ୧୪ରୁ ୨ ଜଣ, ବଂଗୋମୁଣ୍ଡା ବ୍ଲକ୍‌
Read More...

ପରୀକୁ ନ୍ୟାୟ ପ୍ରଦାନ ଓ ନିଖୋଜ ଶିଶୁ ଉଦ୍ଧାର ଦାବୀରେ ପଦଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) :ସମଗ୍ର ରାଜ୍ୟରେ ପରୀ ପାଇଁ ନିଆଁ ଜଳୁଛି । ଓଡିଶା ସୀମାନ୍ତ ଝାରବନ୍ଧ ବ୍ଲକକୁ ମଧ୍ୟ ଲାଗିଛି ଏଇ ନିଆଁ। ଭାରତୀୟ ଜନତା ପାର୍ଟି ତରଫରୁ ପରୀକୁ ନ୍ୟାୟ ପ୍ରଦାନ ଓ ପାଞ୍ଚ ହଜାର ନିଖୋଜ ଶିଶୁର ଉଦ୍ଧାର କରିବା ଦାବୀରେ ଏକ ଶୋଭାଯାତ୍ରା ଝାରବନ୍ଧରୁ ବିଜାଢୋଲ
Read More...

ସଂକଳ୍ପ ପରିବାର କଲା ଅସହାୟଙ୍କ ଶବ ସତ୍କାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୱାର୍ଡ ନମ୍ବର-୦୯ରେ ଦୀର୍ଘ ବର୍ଷରୁ ରହୁଥିବା ଲକ୍ଷ୍ମୀ ଖଡ଼ିଆ ଆଜି କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ । ତାଙ୍କର ୨୦ ବର୍ଷର ଏକମାତ୍ର ପୁଅ ଛଡା ଆଉ ତାଙ୍କର କେହି ସମ୍ପର୍କୀୟ ନଥିଲେ । ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଥିବା ଲକ୍ଷ୍ମୀ ଖଡ଼ିଆଙ୍କ
Read More...

୨୨ ଜଣ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଫେରାର୍‌

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ମୁଠେ ଦାନା ପାଇଁ ହଜାର ହଜାର ଶ୍ରମିକ ଦାଦନ ଖଟିବା ସହ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡିଥାଆନ୍ତି । ତେବେ ଆଜି ୨୨ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜି ପୁଲିସ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼
Read More...

ସୈନିକ ଟାଇଗର ହିଲ୍‌ ଉପରେ ଡ୍ୟୁଟି ଦେଉଥିଲେ, ବରଫରେ ଦବି ମୃତ୍ୟୁ ବରଣ କଲେ

ନୂଆଦି‌ଲ୍ଲୀ : ଭାରତୀୟ ସେନାର ସୈନିକ ଜାମ୍ମୁ କାଶ୍ମୀରର ଦ୍ରାସ୍ ସେକ୍ଟରର ଟାଇଗର ହିଲ୍ ଅଞ୍ଚଳରେ ନିଜର ଡ୍ୟୁଟି କରୁଥିଲେ । ହଠାତ୍ ତାଙ୍କ ଉପରେ ଏକ ଗଦା ବରଫ ପଡିବା ଫଳରେ ତୁଷାରପାତରେ ପୋତି ହୋଇ ଶହୀଦ ହୋଇ ଯାଇଥିଲେ । ଏହି ଯବାନ ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ଶିଂଖଖେଡ଼୍‌ରାଜା
Read More...

କୃଷକମାନ‌ଙ୍କ ଡିଜିଟାଲ୍ ଆନ୍ଦୋଳନ : ଟ୍ୱିଟର-ଫେସବୁକ୍-ଇନଷ୍ଟାଗ୍ରାମରେ ଲାଇଭ୍ ଅପଡେଟ୍ ଦେଲେ

ନୂଆଦି‌ଲ୍ଲୀ : ଗତ ତିନି ସପ୍ତାହ ଧରି ଦିଲ୍ଲୀ ସୀମାରେ ଜମା ହୋଇଥିବା କୃଷକମାନେ ସେମାନଙ୍କ ଦାବୀ ଉପରେ ଜିଦ୍ ଧରିଛନ୍ତି । କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ଦେଶର ଅନେକ ସ୍ଥାନରୁ ସହାୟତା ପାଇଛନ୍ତି । ବର୍ତ୍ତମାନ କୃଷକମାନେ ସୋସିଆଲ ମିଡିଆର ସାହାଯ୍ୟ ନେଇ ଦେଶ ତଥା
Read More...

ଆଜି ରାଜ୍ୟରେ ୩୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୫୮ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୦ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...