Daily Archives

ଶିକ୍ଷକଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ସ୍ଥିତ ତିଲେଇମାଳ ସ୍କୁଲ୍‌ର ବ୍ଲକ୍‌ଗ୍ରାଣ୍ଡ୍‌ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିବା ସୂଚନା ମିଳିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା
Read More...

ଚାଷୀଙ୍କ ସମସ୍ୟା ଦୂର ନହେଲେ ଘମାଘୋଟ ଆନ୍ଦୋଳନ ହେବ : ଚାଷୀ ନେତା ଡା. ସୁଧୀର ପରିଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀମାନଙ୍କ ସମସ୍ୟା ଦୂର ନହେଲେ ଘମାଘୋଟ ଆନ୍ଦୋଳନ ହେବ ବୋଲି ବଲାଙ୍ଗିର ଜିଲ୍ଲାର ବରିଷ୍ଠ ତଥା ବିଶିଷ୍ଟ ଚାଷୀ ନେତା ଡା. ସୁଧୀର ପରିଚ୍ଛା ଦାବୀ କରିଛନ୍ତି । କେଉଁଠାରେ ମଣ୍ଡିରେ ଧାନ ପଡ଼ିଛି ଏବଂ ଶୀତ କାକରରେ ଚାଷୀ ଧାନ ଜଗି ରହିଛି ତ’ କେଉଁଠି ଚାଷୀଙ୍କୁ
Read More...

ଏହା କେଉଁ ପ୍ରକାରର ମଦ ନିଷେଧ : ବିହାରର ପୁରୁଷମାନେ ମହାରାଷ୍ଟ୍ର ଏବଂ ଗୋଆ ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି –…

ନୂଆଦିଲ୍ଲୀ : ବିହାରର ଲୋକମାନେ ଅଧିକ ମଦ୍ୟପାନ କରୁଥିବା କଥା ଶୁଣିଲେ ଚକିତ ହେବାକୁ ପଡେ଼ । ବିହାରରେ ଯଦିଓ ମଦ ଉପରେ ନିଷେଧାଦେଶ ରହିଛି, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୦ର ଆକଳନରେ ଚକିତ କରିବା ଭଳି ରିପୋର୍ଟ ଆସିଛି । ମଦ୍ୟପାନ ଦୃଷ୍ଟିରୁ ତେଲେଙ୍ଗାନା ଗୋଆଠାରୁ ଆଗରେ
Read More...

ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ୍‌ର ନିରାକରଣ ବ୍ୟବସ୍ଥା ସଂବନ୍ଧୀୟ ଆଲୋଚନା ଚକ୍ର

ପୁରୀ, (କେପିଏନ୍‌ଏସ୍‌) : ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ‘ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ୍‌ର ନିରାକରଣ ବ୍ୟବସ୍ଥା’ ସଂପର୍କରେ ଏକ ଆଲୋଚନା ଚକ୍ର ୱେବ୍‌ନାର୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୩ ତାରିଖ ଅପରାହ୍ନ ୩ଟାରୁ ୫ଟା
Read More...

ଆଜିର ପାଖାପାଖି ପନିପରିବା ଦର ଜାଣିନେବା ଆସନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ବଜାରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛ, ଜାଣିନେବା ଆସନ୍ତୁ । ଫୁଲକୋବି - ୪୦ ଟଙ୍କା, ବଂଧାକୋବି - ୩୦ ଟଙ୍କା, ଆଳୁ - ୪୦ ଟଙ୍କା, ପିଆଜ - ୫୦ ଟଙ୍କା, କେପ୍‌ସିକମ୍‌ - ୪୦ ଟଙ୍କା, ଗାଜର - ୫୦ ଟଙ୍କା, ବିଟ୍‌ - ୬୦
Read More...

ପ୍ରଧାନମନ୍ତ୍ରୀ ୧୯୭୧ ଯୁଦ୍ଧର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ନୂଆଦିଲ୍ଲୀ: ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂରଣ ହୋଇଛି । ଏହି ଯୁଦ୍ଧ ହିଁ ବି‌ଶ୍ୱ ମାନଚିତ୍ରରେ ବାଂଲାଦେଶ ନାମକ ଏକ ନୂତନ ରାଷ୍ଟ୍ରର ଉତ୍ପତ୍ତି ଘଟାଇଲା । ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ ଷଠି କ୍ଷୀର ମନେ ପକାଇ ଦେଇଥିଲା । ଏହି ବିବାଦରେ ପରାଜୟର ଶିକାର ହେବା
Read More...

ନିମୋନିଆରୁ ରକ୍ଷା ପାଇବାକୁ ଶିଶୁ ମାନଙ୍କ ଟୀକାକରଣ ସଂପର୍କରେ ମା’ମାନଙ୍କୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ତରଫରୁ…

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା:ପ: ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗ୍ରାମରେ ଗତତାକଲି ସକାଳ ଘ.୧୦:୩୦ମି. ସମୟରେ ଏନ୍ଏମ୍‌ ପଙ୍କଜିନୀ ଦୋରା ନିମୋନିଆରୁ ରକ୍ଷା ପାଇବାକୁ ଶିଶୁ ମାନଙ୍କ ଟୀକାକରଣ ସଂପର୍କରେ ମା'ମାନଙ୍କୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ସଚେତନ କରିଛନ୍‌ନ୍ତି ।
Read More...