Daily Archives

ଟ୍ରାଫିକ୍‌ ପୁଲିସ ଓ ବାଇକ ଚାଳକ ମୁହାଁମୁହିଁ

ରାଉରକେଲା : ଗାଡି ଯାଞ୍ଚ ନାଁରେ ଗାଡି ଚାଳକଙ୍କୁ ଚାନ୍ଦା ମାଗିବା ବେଳେ ଦୁଇ ଟ୍ରାଫିକ୍‌ ପୁଲିସ ଓ ବାଇକ ଚାଳକ ମୁହାଁମୁହିଁ ହୋଇଥିବା ଦେଖାଯାଇଛି । ଯାତାୟାତ କରୁଥିବା ସାଧାରଣ ଜନତା ମଦ ପିଇ ଡ୍ୟୁଟି କରୁଥିବା ଦୁଇ ଟ୍ରାଫିକ ପୁଲିସଙ୍କୁ ଘେରି ଠେଲାପେଲା ବି କରିଥିବା ସୂଚନାରେ କୁହାଯାଇଛି
Read More...

ରାସ୍ତାର ଦୁଇ ପାର୍ଶ୍ଵରେ ଅନାବନା ଲଟାବୁଦା ସବୁ ସଫେଇ ପାଇଁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତ ରାସ୍ତା, ପ୍ରଧାନମନ୍ତ୍ରୀ ରାସ୍ତା, ପିଡବ୍ଲୁଡି ରାସ୍ତା ପାର୍ଶ୍ଵରେ ଅନାବନା ଲଟାବୁଦା ସବୁ ରହିଥିବା ଯୋଗୁଁ ରାସ୍ତା ଟର୍ଣ୍ଣିଙ୍ଗ ପାଖରେ ବାଟୋଇ, ଯାତ୍ରୀ ତଥା ଗାଡ଼ି ମଟର ଚଳାଚଳ ଦିଶୁନାହିଁ । ଯଦ୍ୱାରା
Read More...

ଦୁଇ ବର୍ଷ ଶିଶୁକୁ ବିଷ ପିଆଇ ମା’ର ଆତ୍ମହତ୍ୟା ଉଦ୍ୟମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଲହର କରୁଣ ପରିଣତି । ୨ ବର୍ଷର ଶିଶୁକୁ ବିଷ ପିଆଇ ମା' ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, କୁମ୍ଭାରୀ ଗ୍ରାମର ଭରତ
Read More...

ଗିରଫ୍‌ ହେଲେ ଅଭିନେତା ସଲମାନ୍‌ ଅନସାରୀ

ମୁମ୍ବାଇ : ଟିଭି ସିରିଏଲରେ କାମ କରି ସାରିଥିବା ୪୦ ବର୍ଷୀୟ ଅଭିନେତା ସଲମାନ ଅନସାରୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ଗିରଫ କରିଛି । ନକଲି ପୋଲିସ ସାଜି ସେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ସଲମାନ 'ଛତ୍ରପତି ରାଜା ଶିବାଜୀ', 'ସାବଧାନ
Read More...

ଷ୍ଟାର୍ ସିଙ୍ଗରଙ୍କ ଗୀତ ଗାଇ ଇଣ୍ଟରନେଟ୍‌ରେ ବୋବାଲ୍‌ ମଚେଇଲା ଶୁଆ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରାଣୀ ଏବଂ ପକ୍ଷୀମାନଙ୍କର ଭିଡିଓ ପସ‌ନ୍ଦ କରୁଥିବା ବେଳେ ଶୁଆ ଟିଏ ଗୀତ ଗାଇ ବୋବାଲ୍‌ କରିଛି ସୋସିଆଲ ମିଡିଆରେ । ଏଭଳି ଏକ ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି । ଲୋକମାନେ କେବଳ ଏହି ଭିଡିଓକୁ ପସନ୍ଦ କରିନାହାନ୍ତି, ବରଂ ଏହି ଶୁଆର ସ୍ୱର
Read More...

ଆଜି ରାଜ୍ୟରେ କରୋନାରେ ୫ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ କରୋନାରେ ୫ ଜଣଙ୍କ ପ୍ରାଣହାନୀ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବଲାଙ୍ଗିର, କଟକ, ସୁନ୍ଦରଗଡ଼, ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ସୂଚନା ପ୍ରଦାନ
Read More...

ଆଜି ରାଜ୍ୟରେ ୪୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୪୦୭ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୭୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଦିଲ୍ଲୀ-ନୋଏଡା ଯାତ୍ରୀମାନଙ୍କ ପାଇଁ ସମସ୍ୟା ବଢ଼ିଲା : କୃଷକମାନେ ଚ‌ିଲ୍ଲା ବୋଡ଼ର୍‌ ବନ୍ଦ କରିଦେଲେ

ନୂଆଦିଲ୍ଲୀ : ଦିଲ୍ଲୀରୁ ନୋଏଡା ଏବଂ ନୋଏଡାରୁ ଦିଲ୍ଲୀ ଯାତ୍ରୀମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇଛି । ଆନ୍ଦୋଳନକାରୀ କୃଷକମାନେ ପୁଣି ଥରେ ଆନେ୍‌ନ୍ଦାଳନକୁ ତେଜିଆନ୍‌ କରିଛନ୍ତି । ଦିଲ୍ଲୀରୁ ନୋଏଡାକୁ ଆସିବାର ମୁଖ୍ୟ ବାଟ ହେଉଛି ଚିଲା ସୀମା । ଏହାପୂର୍ବରୁ କୃଷକମାନେ ଏହାକୁ ବନ୍ଦ କରି
Read More...

ଅସହାୟ ଶିଶୁକୁ ଅସ୍ତ୍ରୋପଚାର କରାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ଼, (ସତ୍ୟନାରାୟଣ ପଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅମ୍ବାପାଲି ଗ୍ରାମର ଲିପୁନ ବାଗ୍ (୧୨) ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗି ହାତରେ ରଡ୍‌ ଲାଗିଥିଲା । ଏହି ପରିବାରର ଆର୍ଥିକ ଅବ‌ସ୍ଥା ଅତି ଖରାପ ଥିବାରୁ ଅସ୍ତ୍ରୋପଚାର କରିବା ପାଇଁ ସମ୍ଭବ ହୋଇ
Read More...

୧୮ କିଲୋ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ବ୍ରହ୍ମପୁର : ୧୮ କିଲୋ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ବହୁଳ ପରିମାଣ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରୁ
Read More...