Daily Archives

ଧନୁଯାତ୍ରା ବନ୍ଦ ଘୋଷଣାକୁ ବିରୋଧ କଲେ କୋସଲ ସେନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଯୋଗୁଁ ୭୨ତମ ଧନୁଯାତ୍ରା ମହୋତ୍ସବକୁ ବାତିଲ ଘୋଷଣା କରିଛି ବରଗଡ଼ ଜିଲ୍ଲା ପ୍ରଶାସନ । ଏହି ବାତିଲ ଘୋଷଣାକୁ ବିରୋଧ କରିଛି କୋସଲ ସେନା । ଧନୁଯାତ୍ରା କେବଳ ଯାତ୍ରା ନୁହେଁ, ଅଞ୍ଚଳର ଭାବାବେଗ ସହିତ ଜଡ଼ିତ ଅଛି । ଏହାକୁ ବନ୍ଦ କରାନଯାଉ
Read More...

ସମ୍ବଲପୁର ୟୁନିଭର୍‌ସିଟିର ପୂର୍ବତନ କର୍ମଚାରୀ ସୁଧାଂଶୁ ପାଢ଼ୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାର୍କିଟ୍‌ ହାଉସ୍‌ ନିକଟସ୍ଥ ସାଲେପାଲି ନିବାସୀ ତଥା ସମ୍ବଲପୁର ୟୁନିଭର୍‌ସିଟିର ପୂର୍ବତନ କର୍ମଚାରୀ ସୁଧାଂଶୁ ପାଢ଼ୀଙ୍କ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । କରୋନା ଚିହ୍ନଟ ହେବା ପରେ ସେ ରାୟପୁର ଏମ୍‌ସ୍‌ରେ ଚିକିତ୍ସାଧୀନ ରହିଥିବା ବେଳେ ଗତ
Read More...

କବି ରତ୍ନମୟ ତ୍ରିପାଠୀଙ୍କ ଦ୍ଵିତୀୟ କବିତା ସଂକଳନ ‘ନିଶବ୍ଦ ଝରଣା’ ଉନ୍ମୋଚିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲିଟରାରୀ ଏଣ୍ଡ ସୋସିଆଲ କ୍ଲବ ପରିସରରେ କବି ରତ୍ନମୟ ତ୍ରିପାଠୀଙ୍କ ଦ୍ଵିତୀୟ କବିତା ସଂକଳନ 'ନିଶବ୍ଦ ଝରଣା' ଉନ୍ମୋଚିତ ହୋଇଯାଇଛି । ଅଧ୍ୟାପକ ଡ଼ଃ ଖ୍ୟାତିମୟ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ
Read More...

ତେଲ ଓ ଉତେଇ ନଦୀର ସଙ୍ଗମ ସ୍ଥଳୀ ‌ସ୍ଥିତ ବେଲଖଣ୍ଡି ଶିବ ମନ୍ଦିରକୁ ପର୍ୟ୍ୟଟନ ସ୍ଥଳୀ ମାନ୍ୟତା ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ରେଖାରେ ଥିବା ସର୍ବ ପୁରାତନ ଶିବ ମନ୍ଦିର ବେଲଖଣ୍ଡି । ସଇଁନ୍ତଲା ବ୍ଳକରୁ ଡ଼ଙ୍ଗା ଦେଇ ଗଲେ ୧୫ କିଲୋମିଟର, ଭବାନୀପାଟଣା ଠାରୁ ୬୫ କିଲୋମିଟର ବାଟ ପଡ଼ିଥାଏ । ଲୋକମାନେ ଡ଼ଙ୍ଗା ଦେଖ ମଧ୍ୟ ଏହି
Read More...

ଏଚଆଇଭି ଓ ସିଫଲିସ୍ ପରୀକ୍ଷା କାର୍ଯ୍ୟକ୍ରମ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ମା ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ଅନେକ ଗୁଡିଏ କାର୍ଯ୍ୟକ୍ରମ ସମସ୍ତ ଜିଲ୍ଲା ସହର ଠୁ ଆରମ୍ଭ କରି ଗ୍ରାମାଂଚଳ ମାନଙ୍କୁ ଯୋଗାଇ ଦିଆଯାଇଛି l ତନ୍ ମଧ୍ୟରୁ ଆଜି ତା.୧୫.୧୨.୨୦୨୦ ମଙ୍ଗଳବାର ଦିନ ସାରା ରାଜ୍ୟର
Read More...

ମେଘଲା ଗାଁରେ ଦୁର୍ଘଟଣାରେ ବାଳକର ମୃତ୍ୟୁ

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକ ମେଘଲା ଗାଁରେ ଏକ ଅଭାବିତ ଦୁର୍ଘଟଣାରେ ଜଣେ ୧୦ ବର୍ଷର ବାଳକର ମୃତ୍ୟୁ ହୋଇଛି । ଧାନ ଅମଳ ପାଇଁ ଅଣା ଯାଉଥିବା ଥ୍ରେସରରେ ଚାପି ହୋଇ ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ
Read More...

କଣ୍ଟାବାଞ୍ଜି ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ଚଢ଼ାଉ

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ପ୍ରତ୍ୟେକ ରାସ୍ତା ପାଶ୍ୱର୍ରେ ଅଳିଆ ଆବର୍ଜନା ଦେଖିବାକୁ ମିଳିଛି । ଏହି କରୋନା ସଂକ୍ରମଣ ସମୟରେ ସରକାର ସମସ୍ତ ନାଗରିକଙ୍କ ହିତ ନିମନ୍ତେ ମୁହଁରେ ମସ୍କ, ହାତରେ ସେନିଟାଇଜର ଲଗାଇ ସଦା ସର୍ବଦା ସଫା ସୁତୁରା ରହିଲେ କରୋନାରୁ ରକ୍ଷା ପାଇବା
Read More...

ନୂଆ ୟୂଟ୍ୟୁବ ଚେନାଲ ‘ଜନକ ସେଠ୍ ଅଫିସିଆଲ୍’

ବରଗଡ଼ : ନୂଆ ୟୂଟ୍ୟୁବ ଚେନାଲ 'ଜନକ ସେଠ୍ ଅଫିସିଆଲ୍' ଆର୍.ଆର୍ ଷ୍ଟୁଡିଓ ବରଗଡ ପରିସରରେ ଲଞ୍ଚ୍‌ ହୋଇଯାଇଛି । ଏହି ଚେନାଲ୍‌କୁ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ୍, ସଂଗୀତ ନିର୍ଦ୍ଦେଶକ ଶୈଲେଶ - କମଲେଶ୍, ଗୀତିକାର ଦିଲିପ୍ ସିଂ, ଜନକ ସେଠ୍ ଏବଂ ବଂଶୀ ବାଦକ ସୁରେନ୍ ପାଣିଗ୍ରାହୀ ଉନ୍ମୋଚନ
Read More...

ଆଜି ରାଜ୍ୟରେ ୩୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୦୦ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ନିଜ ପରିଶ୍ରମରେ ସ୍ଥାନୀୟ ଯୁବକଙ୍କ ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋରୋନା ମହାମରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଛି ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ । ଯାହା ଫଳରେ ମୁଖ୍ୟତଃ ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ାରେ ବହୁତ ବ୍ୟାଘାତ ଦେଖାଦେଇଛି ।
Read More...