Daily Archives

କଳା ଓ କଳାକାର ପକ୍ଷରୁ ଚିତ୍ରକଳା କର୍ମଶାଳା ‘ମାଇଁ ଡ୍ରିମ୍‌, ମାଇଁ ଭିଜନ୍‌’ ଅନୁଷ୍ଠିତ

ସମ୍ବଲପୁର, (ପ୍ରଶାନ୍ତ ମାଝୀ) : ସମ୍ବଲପୁରର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ‘କଳା ଓ କଳାକାର’ ପକ୍ଷରୁ ସ୍ଥାନୀୟ କଚେରୀ ଛକରେ ଏକ ଚିତ୍ରକଳା କର୍ମଶାଳା ‘ମାଇଁ ଡିମ୍‌, ମାଇଁ ଭିଜନ୍‌’ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବରିଷ୍ଠ ଚିତ୍ରଶିଳ୍ପୀ ବରଦା ମାଧବ ଗୁରୁ ଉଦ୍‌ଘାଟନ କରିଥିଲେ ।
Read More...

ଅକାମୀ ହୋଇ ପଡି ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟକୁ ଜେଏମ୍‌ଏଫ୍‌ସି କୋର୍ଟ କରାଯିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ତହସିଲ କାର୍ୟ୍ୟାଳୟ ନିକଟରେ ଜର୍ଜଗଡ ଠାରେ ଅକାମୀ ହୋଇ ପଡି ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ୟ୍ୟାଳୟକୁ ଜେଏମ୍‌ଏଫ୍‌ସି କୋର୍ଟ କରାଯିବା ପାଇଁ ଦାବୀ ହେଉଛି । ପାଇକମାଲ ଓକିଲ ସଂଘ ଓ ନାଗରିକ କମିଟି ତରଫରୁ ଏକ ଦାବୀ ପତ୍ର
Read More...

ତହଁକ ସାହିତ୍ୟ କୁଟୁମ୍‌ ତରଫରୁ ‘ଭାବର୍‌ ଭେଟ୍‌’

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ନିକଟସ୍ଥ ଶଙ୍କରଭୁଜି ଠାରେ ତହଁକ ସାହିତ୍ୟ କୁଟୁମ୍‌ ତରଫରୁ ‘ଭାବର୍‌ ଭେଟ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ‘କୋଶଲୀ ଅସ୍ମିତାର ନୁରାଖୁଜା’ ଆଲୋଚନା ଚକ୍ରରେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ
Read More...

ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା, ଜଳିଗଲା କାର୍‌ ଓ ବାଇକ୍‌ : ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଜଗତସିଂହପୁର : ଏକ ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣାରେ ଜଳିଗଲା କାର୍‌ ଓ ବାଇକ୍ ।‌ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରଘୁନାଥପୁର ନିକଟରେ କାର୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ କାର୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା କୁହାଯାଇଛି । ସୂଚନା
Read More...

କୋଭିଡ-୧୯ କଟକଣା ଯୋଗୁଁ ବାତିଲ୍‌ ହେଲା ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ

ବରଗଡ଼, (ସତ୍ୟନାରାୟଣ ପଧାନ) : ଖୋଲା ରଙ୍ଗମଞ୍ଚ ପାଇଁ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ କୋଭିଡ-୧୯ କଟକଣା ପରିପ୍ରେକ୍ଷୀରେ ନ କରିବାକୁ କୋର୍‌ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା
Read More...

ଅସହାୟ ଗରିବ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତ ସପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସହାୟ ଗରିବ ପରିବାରମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସରକାର ମାଳ ମାଳ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଅଧିକାଂଶ ସ୍ଥାନରେ ଲୋକାଭିମୁଖୀ ଯୋଜନା ବାଟବଣା ହୋଇ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚି ପାରୁନାହିଁ । ଏପରି ଏକ ଅଭାବନୀୟ ଦୃଶ୍ୟ
Read More...

ସ୍କୁଲ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର : ଅନ୍‌ ଲାଇନ୍‌ ପାଠ ପଢା ଫେଲ୍‌

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଅନେକ ଲୋକଙ୍କ ମୁହଁରୁ ହସ ଛଡାଇ ନେଲା । ଜୀବନ ଜୀବିକା ପ୍ରଭାବିତ ହେଲା । ତେବେ ୧୦ ମାସରୁ ଅଧିକ ହେବ ସ୍କୁଲ କଲେଜ ବନ୍ଦ ହୋଇ ପଡିଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇ ପଡ଼ିଲାଣି ।ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା
Read More...

ଗନ୍ଧ୍‌ରେଲ୍‌ର ବିକାଶ ପାଇଁ ଅଣ୍ଟା ଭିଡିଲେ ନରସିଂହ : ପର୍ୟ୍ୟଟନ ସ୍ଥଳି ଭାବେ ହେବ ପରିକଳ୍ପନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ଉପାନ୍ତରେ ଥିବା ସଦର ବ୍ଲକ ସ୍ଥିତ ସଦେଇପାଲି ପଞ୍ଚୟତର ଗନ୍ଧ୍ରେଲ ଡ୍ୟାମ ଅଂଚଳ ଠୁ ନିରତାର ସେଣ୍ଟର ତଥା ସହରର କିଛି ଅଂଚଳ ପରିଦର୍ଶନରେ ଯାଇଥିଲେ । ଗନ୍ଧ୍‌ରେଲ୍ ଗାଁ ନିକଟରେ ଥିବା ଗନ୍ଧ୍‌ରେଲ୍ ମାଟି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୨ ପଜେଟିଭ୍‌ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜଣେ ବେଲପଡ଼ା ବ୍ଲକ୍‌ ପର୍ଲିମାଲ ଗ୍ରା.ପ.ର ଏବଂ ଅନ୍ୟ ଜଣେ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୯ର ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲାରେ ଏବେ ମାତ୍ର ୧୨୬
Read More...

ବର ଆସିବା ଦିନକ ଆଗରୁ କନ୍ୟା ଫେରାର୍‌

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା:ପ: ଅନ୍ତର୍ଗତ ଦାବରୀ ଗ୍ରାମରେ ଗତ ୧୧ ତାରିଖ ଦିନ ବର ପହଞ୍ଚି ଶୁଣିବାକୁ ପାଇଲା ଯେ କନ୍ୟା ବିବାହ ହେବା ଦିନକ ଆଗରୁ କେଉଁ ଫେରାର୍ ହୋଇଯାଇଛି । ଏହାପରେ କନ୍ୟା ଘର କନ୍ୟାର ଛୋଟ ଭଉଣୀ ନାବାଳିକାକୁ ବିବାହ ଦେବାକୁ ସ୍ଥିରିକୃତ କଲେ । ଏ ସମୟରେ
Read More...