Daily Archives

ଆଜି ରାଜ୍ୟରେ ୩୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୮୭ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୦ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୬୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ବର୍ଷିଲେ ମମତା : ବିଜେପିର କୌଣସି କାମ ନାହିଁ, ଯେତେବେଳେ ଦେଖିଲେ ସେମାନଙ୍କର ଚଢ଼୍‌ଢ଼ା, ନଡ୍ଡା, ଫଡ୍ଡା, ଭଡ୍ଡା…

କୋଲକାତା : ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ ରାଜନୈତିକ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗୁରୁବାର ଦିନ ବିଜେପି ଅଧ୍ୟକ୍ଷ ଜେପି ନଡଡାଙ୍କ କନଭେନ୍‌ରେ ପଥର ଫିଙ୍ଗା ଘଟଣା ଘଟିଛି । ଏହା ପରେ ଉଭୟ ପାର୍ଶ୍ୱରୁ ଏକ ବାଚନିକ ଯୁଦ୍ଧ ମଧ୍ୟ ହୋଇଥିଲା । ପଥର ଫିଙ୍ଗିବାର ଏହି
Read More...

ପରୀ ହତ୍ୟାକା‌ଣ୍ଡ ମାମଲାରେ ଆଇଆଇସି ରୀନାରାଣୀ ସାହୁ ନିଲମ୍ବିତ

ଭୁବନେଶ୍ୱର : ପରୀ ହତ୍ୟାକା‌ଣ୍ଡ ମାମଲାରେ ନିଲମ୍ବିତ ହେଲେ ନୟାଗଡ଼ ଆଇଆଇସି ରୀନାରାଣୀ ସାହୁ ନିଲମ୍ବିତ ହୋଇଛ‌ନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୋଲିସ ଡିଜି ଅଭୟ । ଅନ୍ୟପଟେ ନୟାଗଡ ଏସଡିପିଓଙ୍କୁ ମଧ୍ୟ ବଦଳି କରି ଦିଆଯାଇଛି । ନୟାଗଡ ଏସଡିପିଓ ନିରଞ୍ଜନ ପାଢୀଙ୍କୁ ଡିଏସପି
Read More...

କଙ୍ଗନା ରାନାୱତ ବିରୋଧ କରିଛନ୍ତି ଭାରତ ବନ୍ଦକୁ : କହିଛନ୍ତି, ପ୍ରିୟଙ୍କା-ଦିଲଜିତ କୃଷକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି

ମୁମ୍ବାଇ : ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଅଭିନେତ୍ରୀ କଙ୍ଗନା ରାନାୱତ ଅନେକ ଥର ଟ୍ୱିଟ୍ କରିଛନ୍ତି । ଏହି କୃଷକ ଆନ୍ଦୋଳନରେ ତାଙ୍କ ବିରୋଧ ରହିଥିବା ଦେଖିବାକୁ ମିଳିଛି । ଏବେ ଅଭିନେତ୍ରୀଙ୍କ ଆଉ ଏକ ଟ୍ୱିଟ ଭାଇରାଲ ହୋଇଛି । ତିନୋଟି କୃଷି ନିୟମକୁ ପ୍ରଶଂସା କରୁଥିବା
Read More...

କୃଷକଙ୍କ ସଡ଼କ ଅବରୋଧ ଘୋଷଣା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପ୍ର‌ସ୍ତୁତ : ଦିଲ୍ଲୀ-ଜୟପୁର ରାଜପଥରେ ୨ ହଜାର…

ନୂଆଦି‌ଲ୍ଲୀ : କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଆଜି ୧୬ ତମ ଦିନରେ ଜାରି ରହିଛି । ଆଜିଠାରୁ ଆନ୍ଦୋଳନକୁ ତୀବ୍ର କରିବା ପାଇଁ କୃଷକମାନେ ଏକ ଅଲ୍ଟିମେଟମ୍ ଦେଇଛନ୍ତି । ଗତକାଲି ଦିଲ୍ଲୀର ସିନ୍‌ନ୍ଧୁ ସୀମାରେ ବୈଠକ ପରେ କୃଷକ ନେତାମାନେ ଘୋଷଣା କରିଛନ୍ତି ଯେ ଆଜିର ବୈଠକରେ ସାରା ଭାରତର
Read More...

ଶ୍ୱାସରୁଦ୍ଧ ହୋଇ ୨ ଜଣ ମୃତ, ୨ ଜଣ ଗୁରୁତର

କେନ୍ଦୁଝର : ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଖବର ଆସିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ କାଠବାଡି ଗାଁରେ ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି । ଘରେ ଜେନେରେଟର ଅନ କରି ଶୋଇଥିବା ବେଳେ
Read More...

ଫ୍ରାନ୍ସରେ ବିବାଦୀୟ ବିଲ୍ ଉପସ୍ଥାପିତ : କେବଳ ଧର୍ମ‌ସ୍ଥଳୀ ହେବ ମସ୍‌ଜିଦ, ପାଠପଢ଼ା ବିଦ୍ୟାଳୟରେ

ପ୍ୟାରିସ୍ : ଫ୍ରାନ୍ସ ସରକାର ବୁଧବାର ଏକ ନୂତନ ବିଲ୍ ଆଣିଛନ୍ତି, ଯେଉଁଥିରେ ମହିଳା ଏବଂ ପୁରୁଷଙ୍କ ପାଇଁ ପୃଥକ ପୃଥକ ସୁଇମିଂ ପୁଲ୍ ରଦ୍ଦ ହୋଇଯିବ ଏବଂ ତିନି ବର୍ଷ ବୟସରୁ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ବାଧ୍ୟତାମୂଳକ ହେବ । କୁହାଯାଉଛି ଯେ, ଦେଶରେ ଏକ ଆଇନ ଆଣି 'ଇସ୍‌ଲାମିକ
Read More...

ଜୀବନ୍ ଲାଗି ଜୀବ୍‌କା : ଚଉଦ ବର୍‌ଷର୍‌ ପିଲା ଦିନେଶ କିଂଦ୍‌ରୁଛେ ଗାଁ ଗାଁ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପେଟ୍‌କେ ମୁଠେ ଦାନା ଯୁଟାବାର ଲାଗି ମୁନୁଷ୍‌ ହର୍‌ମେସା ଲାଗିଛେ ଜୀବ୍‌କା ଥି । ଏଭେ ଏଭେ ଚନ୍ଦନଭାଟି ଖେଲ୍‌ ପଡିଆ ଥି ବାହାର୍‌ ରାଏଜ୍‌ ନୁ ଆସି କରି ଜରି ତଲେ ରହୁଥିଲେ କିଛି ପର୍‌ବାସୀ। ତାକର ଜୀବ୍‌କା ହେଲା କଏଁଚି, ଚକୁ ବାଗିର ଲୁହା ସାମାନ୍ ଧାର୍
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିବା । ଟମାଟର୍‌ - ୩୫ ଟଙ୍କା, ପୋଟଳ - ୮୦ ଟଙ୍କା, ଫୁଲକୋବି - ୪୦ ଟଙ୍କା, ବଂଧାକୋବି - ୩୦ ଟଙ୍କା, ଆଳୁ - ୪୫ ଟଙ୍କା, ପିଆଜ - ୫୦ ଟଙ୍କା,
Read More...

ମହୁଲପାଟଣା ଘାଟିରେ ମାରଣାସ୍ତ୍ର ଦେଖାଇ ଗୋରୁ ବେପାରୀ ଠୁ ୫ ଲକ୍ଷ ୨୨ହଜାର ଟଙ୍କା ଲୁଟ ଅଭିଯୋଗ

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ମହୁଲପାଟଣା ସାତ ନମ୍ବର ଘାଟି ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ ହୋଇଥିବା ଜଣାପଡିଛି । ରାୟଗଡା ଜିଲ୍ଲାର ଜଣେ ଗୋରୁ ବେପାରୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍‌ କରି ଦୁବୃତ୍‌ର୍ତ ମାନେ ଫେରାର
Read More...