Daily Archives

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଶ୍ରଦ୍ଧାଞ୍ଜଳି ‌ଜ୍ଞାପନ କରିଛ‌ନ୍ତି । 'ବନ୍ଦେ ଉତ୍କଳ ଜନନୀ' ଭଳି କାଳଜୟୀ ରଚନା ସହ ଓଡ଼ିଆ
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ.ଙ୍କ ଘରେ ଭିଜିଲାନ୍ସ ଚଢାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର ବ୍ଲକ ଦହିତା ପଂଚାୟତ ପିଇଓ.ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ବରଗଡ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି ରହିଛି । ପିଇଓ ପୁରନ୍ଦର ସାହୁଙ୍କ ନିଜସ୍ୱ ବାସଭବନ ସହିତ ପଦ୍ମପୁରରେ
Read More...

ହାତୀପଲଙ୍କ ଉତ୍‌ପାତରେ ଲୋକେ ଅତି‌ଷ୍ଟ : ଖାଇଗଲେ ଧାନ, ଫସଲ ନଷ୍ଟ କଲେ

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ହାତୀପଲଙ୍କ ଉତ୍‌ପାତରେ ଲୋକେ ଅତି‌ଷ୍ଟ ହେଉଛ‌ନ୍ତି । ସୂଚନା ଅନୁସାରେ ତୁରେକେଲା ଝରଣି ପଞ୍ଚାୟତରେ ହାତୀପଲ ଉପଦ୍ରବ କରିଥିବା ସୂଚନାରେ କୁହାଯାଇଛି । ରାମଡ଼, ରାଉତମୁଣ୍ଡା ଗାଁରେ ୩୦ ଟିକିଆ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଖଳାରେ ଗଦା
Read More...

ଜାମ୍ମୁ କାଶ୍ମୀରର ପୁଲୱାମାରେ ସର୍ଚ୍ଚ ଅପରେସନ୍‌ ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିିଁ : ଜାରି ରହିଛି ଉଭୟ…

ପୁଲୱାମା : ଜାମ୍ମୁ କାଶ୍ମୀରର ପୁଲୱାମା ଠାରେ ସୁରକ୍ଷା ବାହିନୀର ମାଓବାଦୀଙ୍କ ସହ ମୁହାଁମୁହିିଁ ହୋଇଥିବା ଖବର ରହିଛି । ପୁଲୱାମାର ତେକାନବାଟପୋରାରେ ଏନକାଉଣ୍ଟର ଚାଲିଛି । ସିଆର୍‌ପିଏଫ୍‌ର ୧୮୨ ତମ ବାଟାଲିୟନ ଏବଂ ଜାମ୍ମୁ ପୋଲିସ ଏଥିରେ ସାମିଲ୍‌ ଅଛନ୍ତି । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ
Read More...

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି : ୧୦ ପ୍ରସ୍ତାବକୁ ମଞ୍ଜୁରି ମିଳିପାରେ

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସୂଚନା ଅନୁସାରେ ସଂଧ୍ୟା ୬ଟା ୪୫ରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେରେ ପ୍ରାୟ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି କୁହାଯାଉଛି । ସ୍ୱାସ୍ଥ୍ୟ ଓ ପଞ୍ଚାୟତିରାଜ ବିଭାଗର
Read More...

ଜାଣି ନିଅନ୍ତୁ ଆଜିର ପାଖାପାଖି ପନିପରିବା ଦର ବଲାଙ୍ଗିର ସହରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିନେବା । ଟମାଟର୍‌ - ୩୫ ଟଙ୍କା, ପୋଟଳ - ୮୦ ଟଙ୍କା, ଫୁଲକୋବି - ୫୦ ଟଙ୍କା, ବଂଧାକୋବି - ୩୦ ଟଙ୍କା, ଆଳୁ - ୫୦ ଟଙ୍କା, ପିଆଜ - ୫୦
Read More...

ଆଜି ହେବାକୁ ଥିବା ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଆଲୋଚନା ସ୍ଥଗିତ : ସରକାର ଦେବ ସଂଶୋଧିତ ପ୍ରସ୍ତାବ

ନୂଆଦିଲ୍ଲୀ : ଭାରତ ବନ୍ଦ ହେବାର ଗୋଟିଏ ଦିନ ପରେ ଆଜି ବୁଧବାର ଅନୁଷ୍ଠିତ ହେବାକୁ ଥିବା ନୂତନ କୃଷି ଆଇନ ଉପରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ଷଷ୍ଠ ରାଉଣ୍ଡ ଆଲୋଚନାକୁ ସ୍ଥଗିତ ରଖାଯାଇଛି । କୁହାଯାଇଛି, ଗୁରୁବାର ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଏହି ସମୟରେ କୃଷି ଆଇନକୁ
Read More...

କବି ଲକ୍ଷ୍ମୀନାରାୟଣ ହୋତା ପାଇବେ ‘ମହୁରି ସମ୍ମାନ-୨୦୨୦’

ଭବାନୀପାଟଣା, (କେପିଏନ୍‌ଏସ୍‌) : ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା 'ମହୁରି' ପକ୍ଷରୁ ଚଳିତ ବର୍ଷର 'ମହୁରି ସମ୍ମାନ' ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ସମ୍ମାନ ପାଇବେ କବି ଲକ୍ଷ୍ମୀନାରାୟଣ ହୋତା । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି
Read More...