Daily Archives

‘ଭାରତ ବନ୍ଦ’ରେ ପଦ୍ମପୁର ସହରର ସମସ୍ତ ଦୋକାନ ବଜାର ତଥା ଯାନବାହନ ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତିନିଗୋଟି ବିଲର ପ୍ରତିବାଦ କରି ଆଜି ଚାଷୀ ସମାଜ ରାଜରାସ୍ତାରେ । ଏହି ତ୍ରୁଟିପୂର୍ଣ୍ଣ କୃଷି ବିଲକୁ ଫେରେଇ ନେବା ପାଇଁ ଗତ ଏଗାର ଦିନ ହେଲା ବିଭିନ୍ନ କୃଷକ ସଙ୍ଗଠନର ହଜାର ହଜାର ଚାଷୀ ଦେଶର ରାଜଧାନୀକୁ ଘେରି
Read More...

ବିଭିନ୍ନ ସଂଗଠନ ଦ୍ୱାରା ‘ଭାରତ ବନ୍ଦ’ ପାଟଣାଗଡ ଉପଖଣ୍ଡରେ ସଫଳ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଆଜି ପୂରା ଦେଶ କୁ ବ୍ୟାପିଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ସମ୍ପୁର୍ଣ ପ୍ରତ୍ୟାହାର ଦାବୀରେ ୪୦ରୁ ଅଧିକ ଅନେକ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳନରେ ଆଜି ସାମିଲ ହୋଇଛନ୍ତି ଅନେକ ଆଂଚଳିକ ସଂଗଠନ । ସେହି
Read More...

କୃଷକ ଆନ୍ଦୋଳନକୁ ନୈତିକ ସମର୍ଥନ ଦେଇ କୋଶଳ ରାଜ୍ୟ ସମନ୍ୱୟ ସମିତିର ପ୍ରତୀକାତ୍ମକ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବ ଭାରତୀୟ ସ୍ତରରେ ଆଜି କୃଷକମାନେ ବନ୍ଦର ଡ଼ାକରା ଦେଇଛନ୍ତି । ଏହି ଅବସରରେ କୋଶଳାଞ୍ଚଳର ଚାଷୀ ସଂଗଠନମାନେ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଛନ୍ତି । ତେଣୁ କୋଶଳାଞ୍ଚଳର ଚାଷୀ ସଂଗଠନମାନଙ୍କୁ ନୈତିକ ସମର୍ଥନ ଦେବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି
Read More...

ଲଦାଖରେ ଉତ୍ତେଜନା : ଗୁଜୁରାଟ ସୀମାରେ ପାକିସ୍ତାନକୁ ଯୁଦ୍ଧ ବିମାନ ଏବଂ ସୈନ୍ୟ ପଠାଉଛି ଚୀନ୍

ବେଜିଂ : ପୂର୍ବ ଲଦାଖରେ ଉତ୍ତେଜନା ଜାରି ରହିଛି । ଗୁଜୁରାଟ ସୀମାନ୍ତରେ ଥିବା ପାକିସ୍ତାନୀ ଏୟାରବେସରେ ଚୀନ୍ ବହୁ ସଂଖ୍ୟକ ସୈନ୍ୟ ଏବଂ ଯୁଦ୍ଧ ବିମାନ ପଠାଇଥିବା ଖବରରେ କୁହାଯାଇଛି । ଏହି ଚୀନ୍ ସୈନିକମାନେ ଦ୍ୱିପାକ୍ଷିକ ଅଭ୍ୟାସରେ ଭାଗ ନେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି । ଚୀନ୍ ସୈନ୍ୟ
Read More...

‘ଭାରତ ବନ୍ଦ’ ପ୍ରଭାବରେ ବାଲେଶ୍ୱର ବନ୍ଦ

ବାଲେଶ୍ୱର : କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ଆଇନକୁ ବିରୋଧି କରି ମଙ୍ଗଳବାର ସକାଳ ୬ ଟାରୁ ବାଲେଶ୍ୱର ଜିଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ କୃଷକ ସଂଗଠନ ସହିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ରୀୟ ଫେଡରେଶନ, କଂଗ୍ରେସ ଓ ବାମଦଳ ଏଥିରେ ସାମିଲ ହୋଇଛନ୍ତି ବନ୍‌ନ୍ଦ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଭତ୍ତା ପାଇବେ ବିଧବା ବିଜୟ ଲକ୍ଷ୍ମୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଜାମଚୁଆଁ ଗ୍ରାମର ବନମାଳୀ ରଣା ୧୫ ବର୍ଷ ଆଗରୁ କୈାଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଅସହାୟ ଅବସ୍ଥାରେ ରହି ଯାଇଥିଲେ ବିଧବା ବିଜୟ ଲକ୍ଷ୍ମୀ । ବହୁତ ଦୁଃଖ ଦୁର୍ଦ୍ଦଶା ସହି ପୁଅଝିଅଙ୍କୁ ମଣିଷ କରିଥିଲେ । ବାରମ୍ବାର ବିଧବା ଭତ୍ତା
Read More...

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଛେଳି ପାଳନ ତାଲିମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଷ୍ଟେଟ୍‌ ବ୍ୟାଙ୍କ ଆର୍‌ସେଟି ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲାଠାରେ ଭିନ୍ନକ୍ଷମ ମାନଙ୍କ ପାଇଁ ହୋଇଥିବା ଛେଳି ପାଳନ ତାଲିମ କାର୍ଯ୍ରକ୍ରମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଇସିଡିଏସ୍‌ ସୁପର୍‌ ଭାଇଜର୍‌ ଶ୍ରୀମତୀ ସୁଷମା ସାହୁ,
Read More...

ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଚେରୀ ସାମ୍ନାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ମୟ ସମିତି ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ତଥା କୃଷକ ସେନା ପକ୍ଷରୁ ‘ଭାରତ ବନ୍ଦ’କୁ ସମର୍ଥନ ଜଣାଇ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରର କୃଷି ନୀତି-୨୦୨୦ ଅନୁମୋଦନପ୍ରାପ୍ତ
Read More...

ସଇଁନ୍ତଲା ବ୍ଲକରେ ‘ଭାରତ ବନ୍ଦ’ର ପ୍ରଭାବ : ବନ୍ଦ ରହିଛି ଦୋକାନ ବଜ଼ାର, ସରକାରୀ ବେସରକାରୀ ସବୁ ଅଫିସ ବନ୍ଦ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମୋଦୀ ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଆହ୍ୱାନ କ୍ରମେ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ନେତୃତ୍ୱରେ ଭାରତ ବନ୍ଦ ଡାକରାକୁ ସମର୍ଥନ କରି
Read More...

ବାଇକ ଧକାରେ ଯୁବକ ଆହତ

କଳାହାଣ୍ଡି, (ପି.କେ.ସାହୁ) : ମ. ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ସୋମବାର ସନ୍ଧ୍ୟା ୮ ଘଣ୍ଟା ସମୟରେ ବାଇକ ଧକାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ମଦନପୁରର ଧନେଶ୍ୱର ଭୋଇ (୧୯) । ସେ ସନ୍ଧ୍ୟାରେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଏକ ବଜାଜ୍ ଏକ୍ସ ସିଡ଼ି ଗାଡି ନମ୍ବର
Read More...