Daily Archives

ବେଆଇନ ଗୋରୁ ଚାଲାଣ : ପ୍ରଶାସନ ଚୁପ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଗୋ ଚାଲାଣ ଉପରେ ସରକାର ରୋକ୍ ଲଗାଇଛନ୍ତି । କିନ୍ତୁ କମି ନାହିଁ ଗୋ ଚାଲାଣ । ଆଜି ମଧ୍ୟ ବେଧଡକ ଚାଲିଛି ଗୋ ଚାଲାଣ । ଟିଟିଲାଗଡ ନିକଟସ୍ଥ ସିହିନୀ ଗ୍ରାମ ଦେଇ ପ୍ରତି ଶନିବାର ସକାଳୁ ଚାଲି ଚାଲି ଯାଉଛନ୍ତି ହଜାର ହଜାର ଗାଈ । ଗାଈଗୁଡିକ କେଉଁଠୁ ଆସୁଛନ୍‌ନ୍ତି
Read More...

ସମ୍ବିଧାନର ସ୍ରଷ୍ଟା ପୁରୁଷ ଡଃ. ଭୀମରାଓ ଆମ୍ବେଦକରଙ୍କ ଆଜି ମହାପ୍ରୟାଣ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବ ସମାଜରୁ ଜାତି ପ୍ରଥାକୁ ହଟେଇବା ପାଇଁ ଆଜୀବନ ସଂଘର୍ଷ କରିଥିବା ମହାନ୍‌ ପୁରୁଷ ସମ୍ବିଧାନ ସ୍ରଷ୍ଟା ଭୀମରାଓ ଆମ୍ବେଦକରଙ୍କ ଆଜି ମହାପ୍ରୟାଣ ଦିବସ । ପ୍ରତ୍ୟେକ ମଣିଷଙ୍କୁ ସମାନ ଅଧିକାର ପ୍ରଦାନ କରିବା ତାଙ୍କର ଲକ୍ଷ୍ୟ ରହିଥିଲା ସାରା ଜୀବନ । ଛୁଆଁ
Read More...

ଲାଠୋର ଡିଗ୍ରୀ କଲେଜରେ ଖାଲି ଥିବା ସିଟ୍ ପୂରଣ ପାଇଁ ଦାବୀ କଲେ ଛାତ୍ରଛାତ୍ରୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଖାଲି ରହିଥିବା ସିଟ୍ ପୂରଣ ପାଇଁ ଛାତ୍ରଛାତ୍ରୀ ମାନେ ଦାବୀ କରିଛନ୍ତି । ଚଳିତ ବର୍ଷ +୩ ପ୍ରଥମ ବର୍ଷ କଳା ଏବଂ ବାଣିଜ୍ୟ ବିଭାଗରେ ନାମଲେଖା ସରିବା ପରେ ସ୍ପଟ୍ ଆଡ଼ମିଶନ ପାଇଁ ଉଚ୍ଚ ଶିକ୍ଷା
Read More...

ରାଜ୍ୟରେ ଆଜି ୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୩୯୩ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୬୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଅଧାପନ୍ତରିଆ ହୋଇ ପଡ଼ିରହିଛି କୁତୁର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋଠାର ନିର୍ମାଣ କାମ : ଛାତ୍ରଛାତ୍ରୀ ଓ…

ଦେଓଗାଁ, (ମନୀଷ କୁମାର ସାହୁ) : ଛାତ୍ର, ଛାତ୍ରୀଙ୍କ ଆବଶ୍ୟକତାକୁ ଦେଖି ଶ୍ରେଣୀ କୋଠା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଉଛି । ହେଲେ ଆସିଥିବା ଅନୁଦାନକୁ ଠିକ୍‌ ଭାବେ ଖର୍ଚ୍ଚ କରାଯାଉନାହିଁ, ଯାହାଫଳରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ପାଠ ପଢ଼ୁଥିବା ଅଭିଯୋଗ
Read More...

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ନିରାଡ଼ମ୍ବର ହେବ

ୱାଶିଂଟନ : ଜାନୁୟାରୀ ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନବ ନିର୍ବାଚିତ ଜୋ ବାଇଡେନ୍‌ ଶପଥ ନେବେ । ଏହି ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ ନ କରିବାକୁ ସେ କହିଛନ୍ତି । ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଭର୍ଚୁଆଲ କାର୍ୟ୍ୟକ୍ରମ
Read More...

ନିର୍ବାଚନ ପୂର୍ବରୁ ମମତା ସରକାର ଭାଂଗି ଯାଇପାରେ : ବିଜେପି ସାଂସଦ‌ଙ୍କ ଦୃଢେ଼ାକ୍ତି

କୋଲକାତା : ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାର ଅଛି । କିନ୍ତୁ ଯଦି ଭାରତୀୟ ଜନତା ଦଳର ସାଂସଦଙ୍କୁ ବିଶ୍ୱାସ କରାଯାଏ, ତେବେ ଆସନ୍ତା ବର୍ଷର ପ୍ରସ୍ତାବିତ ନିର୍ବାଚନ ପୂର୍ବରୁ ରାଜ୍ୟର ମମତା ସରକାର ଭାଂଗି ଯାଇପାରେ । ଏନେଇ ବିଜେପି ସାଂସଦ ଅର୍ଜୁନ ଦୃଢେ଼ାକ୍ତି ପ୍ରଦାନ
Read More...

ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନ ରଥ ଶୁଭାରମ୍ଭ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କୃଷି ବିଭାଗ କାର୍ୟ୍ୟାଳୟ ଠାରେ ଆତ୍ମା ବଲାଙ୍ଗିର ମିଲେଟ ମିଶନ ଓ୍ବାସନ ଏବଂ ଓ୍ବାଇସିଡିଏ ମିଳିତ ଆୟୋଜନରେ ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନ ରଥ ଶୁଭଆରମ୍ଭ ହୋଇଯାଇଛି । ଏହି ରଥ ୧୬ଦିନ ପର୍ୟ୍ୟନ୍ତ ଖପ୍ରାଖୋଲ ବ୍ଲକର
Read More...

କଂଗ୍ରେସ ଦଳ ଭେଟିଲା ପରୀ ପରିବାରକୁ : ନରସିଂହ ମିଶ୍ର କଲେ ପୁଙ୍ଖାନୁପୁଙ୍ଖ ଆଲୋଚନା

ନୟାଗଡ଼ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ତଥା ସାଂସଦ ଡା. ଏ. ଚେଲ୍ଲା କୁମାରଙ୍କ ନେତୃତ୍ୱରେ ଓଡିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ
Read More...

‘ଇନୋଭେଟ୍ ଫର୍ ଇଣ୍ଡିଆ’ ଦିଗରେ କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

• ସିଏସ୍ଆଇଆର-ଆଇଏମ୍ଏମଟିର ‘ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ• ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନର ଭୂମିକା ମହତ୍ୱପୂର୍ଣ୍ଣ -ଧର୍ମେନ୍ଦ୍ର ପ୍ରଧାନ• କୋଭିଡ୍-୧୯ ପରିସ୍ଥିତି ଆଜି ନୂତନତ୍ୱକୁ ପ୍ରଧାନ୍ୟ ଦେବାର ନୂଆ
Read More...