Daily Archives

ଶିଶୁ ଶୋଷଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଝରଣିପାଲି ଗ୍ରାମ ଠାରେ ଆଇନା ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଶିଶୁ ଶୋଷଣ ଉପରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଗାଁରେ ଥିବା ୪୫ ଜଣ କିଶୋରୀ ଉପସ୍ଥିତ ଥିଲେ । ବର୍ତମାନ
Read More...

ପାକିସ୍ଥାନ : ମହିଳା ନିଜକୁ ମୃତ ବୋଲି ପ୍ରମାଣ କରି ବୀମା କମ୍ପାନୀରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ

ଇସ୍‌ଲାମାବାଦ : ଏହା ନିଶ୍ଚିତ ଭାବରେ ଅନେକ ଥର ଦେଖିବାକୁ ମିଳିଛି ଲୋକମାନେ ଟଙ୍କା ରୋଜଗାର ପାଇଁ କିଛି ବି କରି ପାରନ୍ତି, ତେବେ ଯଦିଓ ଏଥିପାଇଁ ସେମାନଙ୍କୁ ଭୁଲ ରାସ୍ତା ବାଛିବାକୁ ପଡିଥାଏ । ନିକଟରେ ପାକିସ୍ତାନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା କର୍ତ୍ତୃପକ୍ଷଙ୍କୁ ଚକିତ
Read More...

ଆମ୍ ଆଦମୀ ପାର୍ଟି ପକ୍ଷରୁ କୃଷକମାନଙ୍କର ‘ଭାରତ ବ‌ନ୍ଦ’ ଆ‌ହ୍ୱାନକୁ ସମର୍ଥନ

ନୂଆଦିଲ୍ଲୀ : ନୂତନ କୃଷି ନିୟମକୁ ବିରୋଧ କରି ଆମ୍ ଆଦମୀ ପାର୍ଟି (ଆପ୍‌) କୃଷକ ସଂଗଠନଗୁଡ଼ିକ ଦ୍ୱାରା 'ଭାରତ ବନ୍ଦ' ଆହ୍ୱାନକୁ ସମର୍ଥନ କରିଛନ୍ତି । ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି । କେଜ୍ରିୱାଲ କହିଛନ୍ତି ଯେ,
Read More...

ଆନ୍ତର୍ଜାତୀୟ ଲିଓ ଦିବସ ଅବସରରେ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହେଲା ସଂକ‌ଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲିଓ କ୍ଳବ ତରଫରୁ ଆଜି ଆନ୍ତର୍ଜାତୀୟ ଲିଓ ଦିବସ ଅବସରରେ ସଂକ‌ଳ୍ପ ପରିବାର, ବରଗଡକୁ କୋଭିଡ-୧୯ର ଏକ ଆଗଧାଡ଼ିର ଯୋଦ୍ଧା ଭାବରେ "କରୋନା ଯୋଦ୍ଧା" ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିରେ ସଂକ‌ଳ୍ପ ପରିବାରର ସଭାପତି ରହିତ ଜସ୍ୱାଲ, ଜି ରମେଶ ଓ
Read More...

ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ମହା ପ୍ରୟାଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୫ତମ ମହା ପ୍ରୟାଣ ଦିବସ ପଦ୍ମପୁରରେ ବିଆର ଆମ୍ବେଦକର ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ସନୁ ବାଗଙ୍କ ସଭାପତିତ୍ବରେ ପଦ୍ମପୁର ଠାରେ ଅନୁଷ୍ଠିତ ୬୫ତମ ମହା ପ୍ରୟାଣ ଦିବସରେ ବିଆର ଆମ୍ବେଦକର ସଂଘର ସଭ୍ୟବୃନ୍ଦ
Read More...

ଶିକ୍ଷକ ବନ୍ଧୁ ସରୋଜ ସାହୁଙ୍କ ବିୟୋଗରେ ଶୋକସଭା

ପଦ୍ମପୁର,(ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତରଣୀ ସେନ ସାହୁଙ୍କ ସଭାପତିତ୍ବରେ ପ୍ରିୟ ସଂସ୍କୃତି ଶିକ୍ଷକ ସରୋଜ ସାହୁଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି । ସଭାରେ ଶିକ୍ଷକ ବନ୍ଧୁ ସ୍ବର୍ଗତ ସରୋଜ ସାହୁ ଜଣେ ଆଦର୍ଶ, ଛାତ୍ର ବତ୍ସଳ, ମେଲାପୀ,
Read More...

କୃଷକ ସଂଘର ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୟ କିଷାନ କୃଷକ ସଂଘର ସାମ୍ବାଦିକ ସମ୍ମିଳନୀ ପଦ୍ମପୁର ଉପଖଣ୍ତ ଭେଙ୍ଗରାଜପୁର(ପିପଲପାଲି) ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜୟ କିଷାନ କୃଷକ ସଂଘର ସଭାପତି ପୁରନ୍ଦର ଭୋଇ, ସଂପାଦକ ଉମାକାନ୍ତ ଶତପଥୀ ଓ ସକ୍ରିୟ ସଦସ୍ୟ ପୀତବାସ ସାହୁ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ପାଟଣାଗଡ଼ ଏନ୍‌ଏସି.ରୁ ୯ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୭ରୁ ଜଣେ ମାତ୍ର ସଂକ୍ରମିତ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ୍‌ ଝରିଆଲ ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଲକ୍‌ ବୀରମୁଣ୍ଡା ଗ୍ରା.ପ.ରୁ ଜଣେ,
Read More...

ଜୀବିକା ହରାଇଛନ୍ତି ଶ୍ରମିକ : ଶ୍ରମିକ ପେଟକୁ ଲାତ ମାରିଛି ଧାନ କଟା ମେସିନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରମିକ ମୁଠେ ଦାନା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଥାଆନ୍ତି ।କେତେବେଳେ ଦାଦନ ଖଟି ଖଟି ପାଇଁ ଜୀଵନ ହରାଇ ଥାଆନ୍ତି ତ' କେତେବେଳେ ଦାଦନ ସର୍ଦ୍ଦାର ପାଖରେ ବନ୍ଧା
Read More...

ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ଦେହାନ୍ତ

ରାଉରକେଲା : ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ଆଉ ନାହା‌ନ୍ତି। ରାଉରକେଲା ଆଇଜିଏଚରେ ଚିକିତ୍ସାଧନୀ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ମଧୁମେହ ଓ କିଡ଼ନି ରୋଗରେ ପୀଡିତ ଥିଲେ । ଇଟିଭି ଭାରତର ଓଡ଼ିଆ ପୋର୍ଟାଲର ପ୍ରତିନିଧି‌ତ୍ୱ କରୁଥିଲେ ‌ସ୍ୱର୍ଗତ
Read More...