Daily Archives

୧୦ ବର୍ଷ ହେଲା ଅସହାୟ ବିଧବାଙ୍କୁ ମିଳୁନାହିଁ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତର ହରିଡାଟାଲ ଗ୍ରାମର ତୁଲବତୀ ବାଗ (୪୮)ଙ୍କୁ ଆଜି ପର୍ୟ୍ୟନ୍ତ ବିଧବା ଭତ୍ତା ମିଳୁନାହିଁ । ତୁଲବତୀ ବାଗ ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ଶ୍ରେଣୀର ମହିଳା । ତାହାର ଗୋଟିଏ ପୁତ୍ର ସୁରେନ୍ଦ୍ର ବାଗ
Read More...

ଭିକ ମାଗିବା ବାହାନାରେ ଚାରିଜଣ ମହିଳା ଲୁଟ୍‌ କରିଥିବା ଅଭିଯୋଗରେ ଗିରଫ୍‌

ନୂଆଦିଲ୍ଲୀ : ଭିକ ମାଗିବା ନାମରେ ଲୋକଙ୍କୁ ଲୁଟ୍‌ କରିଥିବା ଚାରିଜଣ ମହିଳାଙ୍କ ଏକ ଗ୍ୟାଙ୍ଗକୁ ଦକ୍ଷିଣ ଦିଲ୍ଲୀର ହଉଜ ଖାସ୍‌ରୁ ଗିରଫ କରାଯାଇଛି । ଆଜି ପୋଲିସ ଏହି ସୂଚନା ଦେଇଛି । ଅକ୍ଟୋବର ୩୦ ରେ ଏହି ଗ୍ୟାଙ୍ଗ ଦ୍ୱାରା ଲୁଟ ହୋଇଥିବା ୬୪ ବର୍ଷ ବୟସ୍କା ମହିଳାଙ୍କ ଦ୍ୱାରା ପୋଲିସ ପାଖରେ
Read More...

ମିଷ୍ଟି ପ୍ରଡକ୍ସନ ତରଫରୁ ‘ଦେଲୁ ଆହାର ଖାଏଲୁ ପାହାର’

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇରପାଲି ଗାଁର ଯୁବ ଗୋଷ୍ଠୀ ଏକ ସୁନ୍ଦର ଭିଡିଓ କରି ମିଷ୍ଟି ପ୍ରଡକ୍ସନ ତରଫରୁ ଚାଷୀଙ୍କୁ କିପରି ଭାବରେ ସରକାର ଭୁଆଁ ବୁଲାଇ ଚାଲିଛି ଓ ଚାଷୀ ହକ୍‌ ପାଇଁ ବାରମ୍ବାର ଦାବୀ ଉଠାଇଲେ ମଧ୍ୟ ଶୁଣି ନାହିଁ ଓ ଚାଷୀ
Read More...

ସ୍ୱଚ୍ଛ ଭାରତ ଅଭିଯାନ କାର୍ୟ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିଧାନସଭା ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତର ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ନୂଆ ଗୁଡେଶିରା ଗ୍ରାମର ତଲିପଡା ଠାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ୟ୍ୟକ୍ରମ ଯୁବନେତା ଘନଶ୍ୟାମ ସାହୁଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ସାହୁ, ପ୍ରତାପ
Read More...

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆହ୍ୱାନ କ୍ରମେ ତ୍ରିଦିବସୀୟ ରାଜ୍ୟବ୍ୟାପୀ ଆନ୍ଦୋଳନ

ବରଗଡ଼, (ନିରୋଜ କୁମାର ପାଣୀ) : ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆହ୍ୱାନ କ୍ରମେ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ଘରୋଇରଣ ଉଦ୍ୟମ, ଶ୍ରମିକ, କୃଷକ ଓ କର୍ମଚାରୀ ବିରୋଧୀ ନୀତି ବିରୁଦ୍ଧରେ ଆଜି ଠାରୁ ତ୍ରିଦିବସୀୟ ରାଜ୍ୟବ୍ୟାପୀ ଆନ୍ଦୋଳନରେ ବରଗଡ଼ ଜିଲ୍ଲା ମଜଦୁର
Read More...

ସଂଗୀତ ସାଧନାରେ ସମର୍ପିତ ପ୍ରଜ୍ଞା ପ୍ରିୟଦର୍ଶିନୀ : ଅନେକ ଉଜ୍ୱଳ ସମ୍ଭାବନାର ଅଧିକାରିଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂଗୀତ ସାଧନାରେ ବେଶ୍‌ ନିପୁଣା ପ୍ରଜ୍ଞା ପ୍ରିୟଦର୍ଶିନୀ । ସ୍ଥାନୀୟ ଶାନ୍ତିପଡ଼ାରେ ରହୁଥିବା ଶିବ କୁମାର ବେଜ୍‌ ଓ ଶ୍ରୀମତୀ ମାମିନୀ ଯୋଷୀଙ୍କ ଝିଅ ପ୍ରଜ୍ଞା ପ୍ରିୟଦର୍ଶିନୀ ସୋନପୁର ଜିଲ୍ଲା ଅନ୍ତର୍ଗତ ତରଭା କଲେଜରେ +୨ ଦ୍ୱିତୀୟ ବର୍ଷ କଳାରେ ଅଧ୍ୟୟନ
Read More...

ମାଓ ପୋଷ୍ଟର : କୁମ୍ବିଂ ଅପରେସନ ବନ୍ଦ ପାଇଁ ଚେତାବନୀ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ମାଣିକେରାରେ ହାତ ଲେଖା ମାଓ ପୋଷ୍ଟର ଦେଖିବାକୁ ମିଳିଛି । ରାସ୍ତା ଚଡ଼ର ବିଭିନ୍ନ ଗଛରେ ଏଭଳି ପୋଷ୍ଟର ଲାଗିଥିବା କୁହାଯାଇଛି । ପୋଷ୍ଟରରେ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡାଦେଶ ଚେତାବନୀ ଦିଆଯାଇଥିବା ବେଳେ
Read More...

ପୌର କର୍ମଚାରୀ ସଂଘ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କୁଶ ନାଗଙ୍କୁ ଶ୍ରଦ୍ଧାଂଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର କର୍ମଚାରୀ ସଂଘ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କୁଶ ନାଗଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଛି । ବଲାଙ୍ଗିରର ଜିଲ୍ଲା ଅବସର ପ୍ରାପ୍ତ ପୌର କର୍ମଚାରୀ ସଂଘର ସଭାପତି ସୁଧୀର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ
Read More...

ପୁଣି ଯୌନ ନିର୍ୟାତନା ଅଭିଯୋଗ : ସୁନାବେଡ଼ା ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ

କୋରାପୁଟ : ପୁଣି ଏକ ଯୌନ ନିର୍ୟାତନା ଅଭିଯୋଗ ସାମ୍‌ନାକୁ ଆସିଛି । ଜଣେ ମହିଳା କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ନିର୍ୟାତନା ଅଭିଯୋଗରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ସାତ ହଜାର ଟଙ୍କା ଦରମା ମିଳିବ
Read More...

ଇସ୍‌ଲାମିକ୍‌ ଆତଙ୍କବାଦ ବିରୋଧରେ ସଂପୂର୍ଣ୍ଣ ୟୁରୋପ ସହ ଠିଆ ହୋଇଛି ଆମେରିକା : ଡୋନାଲ୍‌ଡ଼ ଟ୍ରମ୍ପ

ୱାଶିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ ବିଏନାରେ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଦେଶ ଇସ୍‌ଲାମିକ୍‌ ଆତଙ୍କବାଦ ବିରୋଧରେ ସଂପୂର୍ଣ୍ଣ ୟୁରୋପ ସହ ଠିଆ ହୋଇଛି । ଟ୍ରମ୍ପ କହିଛନ୍ତି ଯେ, ଏଭଳି କ୍ରୁର ଆକ୍ରମଣ ନିଶ୍ଚିତ ଭାବେ ବନ୍ଦ
Read More...