Monthly Archives

September 2020

ପାଇକମାଲ ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ଉପଜିଲ୍ଲାପାଳଙ୍କଠାରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଥିବା ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ପାଇକମାଲ ଅଞ୍ଚଳବାସୀଙ୍କ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ପାଇକମାଲ ବ୍ଲକ ନିକଟରେ
Read More...

ଜିଲ୍ଲା ଯାଦବ ମହାସଭା ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀ ସମ୍ମାନିତ

ଟିଟିଲାଗଡ, (ଗୌରବ ଦରଜୀ) : ୨୦୧୯-୨୦ଶିକ୍ଷା ବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଯାଦବ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ଯାଦବ ମହାସଭା ତରଫରୁ ସମ୍ମାନିତ କରାଯାଇଥିଲା । ପ୍ରଭୁ ଶ୍ରୀକଷ୍ଣଙ୍କ ପୂଜା ଅର୍ଚ୍ଚନା ପରେ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକରେ ସମ୍ବର୍ଦ୍ଧନା ସଭା ଆରମ୍ଭ ହେଇଥିଲା
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଚାରି କ୍ୱିଣ୍ଟାଲ ୮୦ କେଜି ଗଂଜେଇ ସହ ୯ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଏକ ନୂଆ ଟାଟା ପିକଅପରେ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଏସଟିଏଫ ଖବର ପାଇଥିଲା । ଖବର ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କ ଘରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୧ ଆହତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପୋଲ ଉପରେ ଘଟିଛି ମର୍ମନ୍ତୁତ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହୋଇଛି ଜଣଙ୍କର ମୃତ୍ୟୁ । ମୃତକ ଜଣକ ହେଲେ ବାଗବର ଗାଁର ସତ୍ୟନାରାୟଣ ବିଶ୍ବାଳ ।
Read More...

ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟରେ ରୋଗୀ କଲ୍ଯାଣ ସମିତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ରୋଗୀ କଲ୍ଯାଣ ସମିତିର ଗଭଣ୍ଣିଙ୍ଗ ବଡି ବୈଠକ ଚିକିତ୍ସାଳୟ ପରିସର ମଧ୍ୟରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଉପଖଣ୍ତ ଚିକିତ୍ସାଧିକାରୀ
Read More...

ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ କଙ୍ଗନାଙ୍କ ହାତରେ ପଦ୍ମ

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରନୌତ ଆଜି ସଂଧ୍ୟାରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହ ସାକ୍ଷାତ କରିଛନ୍ତି । ନିକଟରେ ବିଏମ୍‌ସି ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ କାର୍ଯ୍ୟାଳୟରେ ବୁଲ୍‌ଡେଜର୍‌ ଲାଗିବା ପରେ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।
Read More...

ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଟଙ୍କା ଅଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମର ହରିଜନ ପଡାର ମୋତିଲାଲ କନ୍ଧେର ( ୪୨) ଆଜିକୁ ଦୀର୍ଘ ଅନେକ ବର୍ଷରୁ ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ପାରୁନାହାନ୍ତି। ଛୋଟ ସମୟରୁ ତାଙ୍କର ଶରୀରରେ ସିକିଲ୍‌ସେଲ୍‌ ରୋଗ ଥିଲା । ସରକାରୀ
Read More...

ଆସନ୍ତା ୨ଠ୨୧ ସୁଦ୍ଧା ବଲାଙ୍ଗିର-ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ : ରେଳ ଉପଭୋକ୍ତା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିକଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଗୋପାଳପୁର ବନ୍ଦରର ପାଶ୍ୱର୍ବର୍ତ୍ତୀ ଅଂଚଳର ବିକାଶ, ରେଳ ସଂଯୋଗୀକରଣ ସମେତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଅନେକ
Read More...

ସରକାରୀ ଆର୍ଥିକ ସହାୟତା ଦାବୀ : ସାମ୍ବାଦିକ ସଂଘ ବୈଠକରେ ପ୍ରସ୍ତାବ ଆଗତ

କଂଟାବାଂଜି, (ଗୁରୁଦୟାଲ ହଂସ) : ସାଂବାଂଦିକ ସଂଘ କଂଟାବାଂଜିର ଏକ ଜରୁରୀକାଳୀନ ବୈଠକ ଆଜି ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ବିଭିନ୍ନ ସମସ୍ୟା ସହିତ ଅଂଚଳର ସମସ୍ୟା ଉପରେ ଆଲୋଚନା କରାଯାଇଛି । ଏପରିକି କରୋନା ମହାମାରୀ ସଂକ୍ରମଣ ଯୋଗୁଁ
Read More...

ସାରଳା କୁମାରୀ ଉପଖଣ୍ତ ଚିକିତ୍ସାଳୟ ଅଧୀନରେ ଥିବା ଏମସିଏଚ ବିଲଡିଙ୍ଗ ସଫେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସାରଳା କୁମାରୀ ଉପଖଣ୍ତ ଚିକିତ୍ସାଳୟ ଅଧୀନରେ ଥିବା ଏମସିଏଚ ବିଲଡିଙ୍ଗକୁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ସେଠଙ୍କ ନେତୃତ୍ୱରେ ଡା. ରବିନ୍ଦ୍ର କୁମାର ମାହାର, ସୁରଜ ଭୋଇ, ଅରୁନ ବରିହା, ଗୁପ୍ତେ ସ୍ୱେଚ୍ଛାସେବୀ ଓ
Read More...