Daily Archives

ଆଜି ପବିତ୍ର ମହାଳୟା : ମା’ ସମଲେଇଙ୍କ ଧବଳମୁଖୀ ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଳୟା । ବିଗତ ବର୍ଷମାନଙ୍କରେ ଏହି ପବିତ୍ର ତିଥିରେ ଦେବୀ ପୀଠଗୁଡ଼ିକରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁଁ ଦେବଦେବୀ ଦର୍ଶନ ତଥା ଧର୍ମାନୁଷ୍ଠାନର ଦ୍ୱାର ଭକ୍ତଙ୍କ ପାଇଁ ମନା ହୋଇଛି
Read More...