Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ୧୮୦ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୧୨୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଆତଙ୍କିତ ଅବସ୍ଥା ସୃଷ୍ଟି ହେଉଛି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ । ଆଜି ବଲାଙ୍ଗିର ଜିଲ୍ଲାରୁ ୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ପୁଣି ରେକଡର଼୍ ସଂଖ୍ୟକ ୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ
Read More...

ମମତାଙ୍କ ଉପରେ ନଡ୍ଡା ବର୍ଷିଲେ : ହିନ୍ଦୁ ବିରୋଧୀ ଆଖ୍ୟା ଦେଲେ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ମମତାଙ୍କ ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହିନ୍ଦୁ ବିରୋଧୀ ବୋଲି ଆଖ୍ୟା ଦେଇଛନ୍ତି ଶ୍ରୀ ନଡ୍ଡା । ସେ ଆରୋପ ଲଗାଇଛନ୍ତି ଯେ, ମମତା ତୁଷ୍ଟିକରଣ ଏବଂ ଭୋଟ ବ୍ୟାଙ୍କର ରାଜନୀତି
Read More...

ବିଜୁ ଜନତା ଦଳ ତରଫରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ସ୍ବର୍ଗତ ବିଜୟ ପ୍ରଧାନୀଙ୍କ ଅକାଳ ବିୟୋଗ ଘଟିଯାଇଛି । ତାଙ୍କର ଅକାଳ ବିୟୋଗରେ ସାରା ଜିଲ୍ଲାରେ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ଶୋକ ପ୍ରକଟ କରିଥିଲେ । ସେହି କ୍ରମରେ ଆଜି
Read More...

ବଜ୍ରାଘାତରେ ଜଣେ ମୃତ, ୨ ଗୁରୁତର

ପାଟଣାଗଡ, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଝୁଲେନବନ୍ଧ ଗ୍ରାମରେ ଥିବା ଏକ ପଥର କ୍ୱାରୀରେ କାମ କାରୁଥିବା ବେଳେ ଆଜି ବଜ୍ରାଘାତରେ ଜଣକର ମୃତ୍ୟୁ ହେବା ସହ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଝୁଲେନବନ୍ଧ ଗ୍ରାମର କିଛି ଶ୍ରମିକ ଗ୍ରାମର ଏକ ପଥର କ୍ୱାରୀରେ
Read More...

ହାରି ଗୁହାରି କରିବା ସତ୍ୱେ ମିଳିଲା ନାହିଁ ଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ବଡପଡାଠାରେ ବସବାସ କରୁଥିବା ଜଣେ ଭିନ୍ନକ୍ଷମ ( ଶତପ୍ରତିଶତ ) ବ୍ୟକ୍ତି ଘର ଘଣ୍ତିଏ ପାଇବା ପାଇଁ ପଦ୍ମପୁର ଉପ ଜିଲ୍ଲାପାଳ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ, ତହସିଲଦାର, ଆରଆଇଙ୍କ
Read More...

ପରେଶ ରାୱଲ ହେଲେ ଏନ୍‌ଏସ୍‌ଡ଼ି ଅଧ୍ୟକ୍ଷ

ନୂଆଦିଲ୍ଲୀ : ବଲିଉଡ୍‌ର ବଳିଷ୍ଠ ପ୍ରତିଭାବାନ ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ପରେଶ ରାୱଲ୍‌ଙ୍କୁ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡ଼ି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏହି ସୂଚନା ଦେଇଥିବା ବେଳେ ସେ
Read More...

ବେଆଇନ ଭାବେ ବିଦ୍ୟୁତ ସଂଯୋଗ, ପ୍ରକୃତ ଉପଭୋକ୍ତା ହଇରାଣ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗାଁକୁ ଚୁଡାପାଲି ସେକସନରୁ ବିଦ୍ୟୁତ ବଣ୍ଟନ ହେଉଛି । ନଈନାଳ, ବଣ ପାହାଡ଼ ଘେରା ଅଂଚଳ ହେତୁ ସପ୍ତାହରେ ଦୁଇ ତିନି ଦିନ ଜନସାଧାରଣ ବିଦ୍ୟୁତ ସେବାରୁ ବଂଚିତ ହେଉଛନ୍ତି । ଅପରପକ୍ଷେ କୌଣସି ସମସ୍ୟା ହେଲେ ବିଦ୍ୟୁତ
Read More...

କୋଶଲୀ ଚଳଚ୍ଚିତ୍ର ‘ରଙ୍ଗବତୀ ରଙ୍ଗେଇ ଦେଲା’ର ସୁଟିଙ୍ଗ ଆରମ୍ଭ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଚେତନତାର ବର୍ତ୍ତା ନେଇ ଓ ଦାଦନ ଶ୍ରମିକ ଏବଂ ପାରିବାରିକ ସଂସ୍କୃତିକୁ ନେଇ ଆଜି ସଇଁନ୍ତଲା ଗିରି ଗୋବର୍ଦ୍ଧନ ପୀଠ ଠାରୁ କୋଶଲୀ ଚଳଚ୍ଚିତ୍ର 'ରଙ୍ଗବତୀ ରଙ୍ଗେଇ ଦେଲା'ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । କଳା, ସଂସ୍କୃତି, ପରମ୍ପରା, ଲୋକବାଦ୍ୟ, ଗରିବ
Read More...

ପୁରୁଣା ଆର୍‌ଆଇ ଅଫିସକୁ ଧକ୍ଳା ଦେଲା ଥଣ୍ଡା ବୋଝେଇ ଆଇଚର୍

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ନଂ.୫୭ ଜାତୀୟ ରାଜପଥ ଆଡେଣିଗଡସ୍ଥିତ ପୁରୁଣା ଆର୍‌ଆଇ ଅଫିସକୁ ବୁଧବାର ରାତିରେ ଏକ ଥଣ୍ଡା ବୋଝେଇ ଆଇଚର୍‌ ଧକ୍ଳା ଦେଇଥିବା ଜଣାପଡିଛି । ପ୍ରକାଶ ଯେ ଭୁବନେଶ୍ବରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଓଡି୦୨ବି ଏଫ୬୮୭୭ ନମ୍ବର
Read More...

ସଇଁନ୍ତଲା ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ଅଚଳ : ବାହାରେ କ୍ଲିନିକ ଖୋଲି ଡାକ୍ତରଙ୍କ ଖେଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାକୁ ୨୨ଟି ପଞ୍ଚାୟତର ଦୂର ଦୁରାନ୍ତରୁ ଅନେକ ରୋଗୀ ଆସିଥାନ୍ତି । କିନ୍ତୁ ରୋଗୀ ଓ ତାଙ୍କ ପରିବାର ପରିଜନ ଅଲଟ୍ରାସାଉଣ୍ଡ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ୬ ମାସରୁ ଅଧିକ ହେବ ଡାକ୍ତରଖାନାରେ
Read More...