Monthly Archives

July 2020

ଜଂଗଲ ବିଭାଗ ଓ ଉପଖଣ୍ଡ ପ୍ରଶାସନ ମଧ୍ୟରେ ଚୋର ପୁଲିସ ଖେଳ

ପାଟଣାଗଡ଼, (ନିପ୍ର) : ସ୍ଥାନୀୟ ଜଂଗଲ ବିଭାଗ ଓ ଉପଖଣ୍ଡ ପ୍ରଶାସନ ମଧ୍ୟରେଚୋର ପୁଲିସ ଖେଳ ଦେଖିବାକୁ ମିଳିଛି । ଜଂଗଲ ବିଭାଗ ମୋରୁମ୍ ଚୋରା ଚାଲାଣ କରୁଥିବା ବେଳେ ଉପଖଣ୍ଡ ପ୍ରଶାସନ ଓ ପୁଲିସ ଟିମ୍ ଘଟଣାସ୍ଥଳକୁ ପହଂଚି ବ୍ୟବହୃତ ଗୋଟିଏ ଜେସିବି ଓ ୪ଟି ଟ୍ରାକ୍ଟର ଜବତ୍ କରିଛି । ତେବେ
Read More...