ଯୁବୋଦୟରେ +୨ ବିଜ୍ଞାନ ଟପ୍ପର ଏଥର ଜ୍ୟୋତିରାଜ ପ୍ରଧାନ
ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ ବଲାଙ୍ଗିର ଯୁବୋଦୟ କଲେଜରେ +୨ ବିଜ୍ଞାନ ଟପ୍ପର ହୋଇଛନ୍ତି ଜ୍ୟୋତରାଜ ପ୍ରଧାନ । ସେ ସମୁଦାୟ +୨ ବିଜ୍ଞାନ ଫଳାଫଳରେ ୫୫୮ ମାର୍କ ରଖିଥିବା ବେଳେ ୯୩% ରଖି କଲେଜ ଟପ୍ପର ହୋଇଛନ୍ତି । ତାଙ୍କ ସଫଳତା ପାଇଁ ଯୁବୋଦୟ କଲେଜ ପକ୍ଷରୁ ଶୁଭେଚ୍ଛା ପ୍ରଦାନ!-->…
Read More...
Read More...