ନିଷାନ୍ ସାହିତ୍ୟ ସଂସଦ ତୁଷୁରାର ଭାବ ହିଁ ସଂସାରେ ସାର ଶୀର୍ଷକ କବିତା ଆସର ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ଟା ସମୟରେ ଆଭାସୀ ମାଧ୍ୟମରେ 'ଭାବ ହିଁ ସଂସାରେ ସାର' ଶୀର୍ଷକ କବିତା ଆସର ନିଷାନ୍ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ!-->…
Read More...
Read More...